Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଛତିଶଗଡ଼ରେ ଆଜି ଆଉ ୯ ମାଓବାଦୀଙ୍କ ଆତ୍ମସମର୍ପଣ: ନକ୍ସଲମୁକ୍ତ ହେଲା ଗରିଆବନ୍ଦ ଜିଲ୍ଲା
ଅପରାଧ

ଛତିଶଗଡ଼ରେ ଆଜି ଆଉ ୯ ମାଓବାଦୀଙ୍କ ଆତ୍ମସମର୍ପଣ: ନକ୍ସଲମୁକ୍ତ ହେଲା ଗରିଆବନ୍ଦ ଜିଲ୍ଲା

January 19, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଛତିଶଗଡ଼ରେ ଆଜି ଆଉ ୯ ମାଓବାଦୀଙ୍କ ଆତ୍ମସମର୍ପଣ: ନକ୍ସଲମୁକ୍ତ ହେଲା ଗରିଆବନ୍ଦ ଜିଲ୍ଲା
ଛତିଶଗଡ଼ରେ ଆଜି ଆଉ ୯ ମାଓବାଦୀଙ୍କ ଆତ୍ମସମର୍ପଣ: ନକ୍ସଲମୁକ୍ତ ହେଲା ଗରିଆବନ୍ଦ ଜିଲ୍ଲା

ରାୟପୁର: ଛତିଶଗଡ଼ର ଗରିଆବନ୍ଦ ଜିଲ୍ଲାରେ ଆଜି ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏଥିରେ ଛଅ ଜଣ ମହିଳା ମାଓବାଦୀ ସାମିଲ ଅଛନ୍ତି। ସମସ୍ତ ଆତ୍ମସମର୍ପଣକାରୀ ମାଓବାଦୀଙ୍କ ପାଇଁ ମୋଟ ୪୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଏହି ମାଓବାଦୀମାନେ ଆଜି ପୋଲିସ ମହାନିରୀକ୍ଷକ ଅମରେଶ ମିଶ୍ରଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି।

ଏହି ଅବସରରେ ମାଓବାଦୀମାନେ AK-47, INSAS ରାଇଫଲ୍ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ମଧ୍ୟ ହସ୍ତାନ୍ତର କରିଛନ୍ତି। ଆତ୍ମସମର୍ପଣକାରୀ ମାଓବାଦୀଙ୍କ ମଧ୍ୟରେ କମାଣ୍ଡର ଏବଂ DVCM ସ୍ତରୀୟ ମାଓବାଦୀ ସାମିଲ ଥିଲେ। ଏହି ଅବସରରେ IG ଅମରେଶ ମିଶ୍ର କହିଛନ୍ତି ଯେ, ଏବେ ଗରିଆବନ୍ଦ ଜିଲ୍ଲାରେ କୌଣସି ସକ୍ରିୟ ମାଓବାଦୀ ନାହାନ୍ତି।

ଗରିଆବନ୍ଦ ଜିଲ୍ଲା ଛତିଶଗଡ ନକ୍ସଲମୁକ୍ତ ମାଓବାଦୀଙ୍କ ଆତ୍ମସମର୍ପଣ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ରୋଡ୍- ପୁରୀ ସେକ୍ସନର ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

April 14, 2026

ଚିଲିକା ବଜରଙ୍ଗ ଦଳର ବିଶାଳ ଶୋଭାଯାତ୍ରା: ଯୋଗଦେଲେ ଆଇନ ମନ୍ତ୍ରୀ

April 14, 2026

ଉତ୍ତରାଖଣ୍ଡରେ ଲୋକଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କାହିଁକି?

April 14, 2026

ବଢିବ ଲୋକସଭା ଆସନ ସଂଖ୍ୟା!: ୫୪୩ ରୁ ହେବ ୮୫୦

April 14, 2026
Latest News

ଖୋର୍ଦ୍ଧା ରୋଡ୍- ପୁରୀ ସେକ୍ସନର ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

April 14, 2026

ଚିଲିକା ବଜରଙ୍ଗ ଦଳର ବିଶାଳ ଶୋଭାଯାତ୍ରା: ଯୋଗଦେଲେ ଆଇନ ମନ୍ତ୍ରୀ

April 14, 2026

ଉତ୍ତରାଖଣ୍ଡରେ ଲୋକଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କାହିଁକି?

April 14, 2026

ବଢିବ ଲୋକସଭା ଆସନ ସଂଖ୍ୟା!: ୫୪୩ ରୁ ହେବ ୮୫୦

April 14, 2026

‘ପେଟ୍ରୋଲ ୧୮ ଏବଂ ଡିଜେଲ ୩୫ ଟଙ୍କା ମହଙ୍ଗା ହେବ’!: ଏହି ରିପୋର୍ଟରେ ଦାବି

April 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.