Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପଥଚାରୀ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ
ଅପରାଧ

ପଥଚାରୀ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ

June 5, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପଥଚାରୀ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ
ପଥଚାରୀ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ବୁଢାମ୍ବ ଛକରେ ନବୀନ ପ୍ରଧାନ ନାମକ ଜଣେ ଯୁବକଙ୍କୁ ହଠାତ୍ କିଛି ଯୁବକ ଅତର୍କିତ ଆକ୍ରମଣ କରିଛନ୍ତି। ଦୁର୍ବୃତ୍ତମାନେ ନବୀନଙ୍କୁ ଖଣ୍ଡାରେ ହାଣି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡ଼ିଛି। ନବୀନଙ୍କ ଘର ନିକଟସ୍ଥ ବଡ଼ ମହୁରୀ ଗ୍ରାମ ଓ ସେ କୌଣସି କାମରେ ବୁଢାମ୍ବ ଆସିଥିବା ବେଳେ ଏହି ଭଳି ଆକ୍ରମଣର ଶୀକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ନବୀନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅତର୍କିତ ଆକ୍ରମଣ କବିସୂର୍ଯ୍ୟ ନଗର ଥାନା ବୁଢାମ୍ବ ଛକ
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଗାଡ଼ି ଧକ୍କାରେ ଦୁଇ ଶଗଡ଼ିଆଙ୍କ ମୃତ୍ୟୁ

June 5, 2026

ଅଂଶୁଘାତରେ ଯୁବକଙ୍କ ପ୍ରାଣହାନୀ

June 5, 2026

ଭୁବନେଶ୍ବରରେ ପ୍ରଖ୍ୟାତ ଅଭିନେତ୍ରୀ କଙ୍ଗନା ରଣୱାତ, ମୁଖ୍ୟମନ୍ତ୍ରୀଙ୍କ ସହ ଦେଖିବେ ସିନେମା

June 5, 2026

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପିରୁ ନାମାଙ୍କନ ଭରିଲେ ଦେବାଶିଷ ସାମନ୍ତରାୟ

June 5, 2026
Latest News

ପଥଚାରୀ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ

June 5, 2026

ହାଇୱା ଗାଡ଼ି ଧକ୍କାରେ ଦୁଇ ଶଗଡ଼ିଆଙ୍କ ମୃତ୍ୟୁ

June 5, 2026

ଅଂଶୁଘାତରେ ଯୁବକଙ୍କ ପ୍ରାଣହାନୀ

June 5, 2026

ଭୁବନେଶ୍ବରରେ ପ୍ରଖ୍ୟାତ ଅଭିନେତ୍ରୀ କଙ୍ଗନା ରଣୱାତ, ମୁଖ୍ୟମନ୍ତ୍ରୀଙ୍କ ସହ ଦେଖିବେ ସିନେମା

June 5, 2026

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପିରୁ ନାମାଙ୍କନ ଭରିଲେ ଦେବାଶିଷ ସାମନ୍ତରାୟ

June 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.