Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ରାଜଧାନୀରେ ରୋଡ୍‌ ରୋମିଓଙ୍କୁ ମିଳିଲା ପାନେ :  ଉତ୍ତମ ମଧ୍ୟମ ଖାଇ ଥାନାକୁ ଗଲେ
ଅପରାଧ

ରାଜଧାନୀରେ ରୋଡ୍‌ ରୋମିଓଙ୍କୁ ମିଳିଲା ପାନେ :  ଉତ୍ତମ ମଧ୍ୟମ ଖାଇ ଥାନାକୁ ଗଲେ

February 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଯୁବତୀଙ୍କୁ ଅସଦାଚରଣ କରିବା ବେଶ୍‌ ମହଙ୍ଗା ପଡ଼ିଲା ଯୁବକଙ୍କୁ ।ଅସଦାଚରଣ ପରେ ଯୁବତୀ ଜଣକ ବେଶ୍‌ ଉତ୍ତମ ମଧ୍ୟମ ଦେଇଛନ୍ତି । ବିଚ୍‌ ରାସ୍ତାରେ ରୋଡ୍‌ ରୋମିଓଙ୍କୁ ନିସ୍ତୁକ ଛେଚିଛନ୍ତି ଯୁବତୀ। କଳ୍ପନା ଛକରେ ଅସଦାଚରଣ ଅଭିଯୋଗ ପରେ ନିସ୍ତୁକ ପିଟିଛନ୍ତି ଯୁବତୀ । ମାଡ଼ ପରେ ଯୁବକଙ୍କୁ ଧରି କ୍ୟାପିଟାଲ୍‌ ପୋଲିସ୍‌ର ଜିମା ଦେଇଛନ୍ତି ଲୋକେ । ଯୁବକ ଜଣକ ଘର ଗଞ୍ଜାମ ଜିଲ୍ଲାରେ ବୋଲି ଜଣାପଡିଛି । ପୋଲିସ୍‌ ଅଟକ ରଖି ପଚରାଉଚୁରା କରୁଛି ।

ରୋଡ ରୋମିଓଙ୍କ ଉତ୍ପାତ ଦିନକୁ ଦିନ ବଢିଚାଲିଥିବାବେଳେ ସେମାନଙ୍କ ପାଇଁ ସ୍ପେଶାଲ୍‌ ଅଫିସର୍‌ ନିଯୁକ୍ତି ହେବା ନେଇ କମିଶନର ସୂଚନା ଦେଇଥିଲେ । ଚଳିତ  କମିଶନରେଟ୍‌ ପୋଲିସ୍‌ ପ୍ରତିଷ୍ଠା ଦିବସ ଅବସରରେ ପୋଲିସ୍‌ କମିଶନର ଏହା ସମ୍ପର୍କରେ 250ରୁ ଉର୍ଦ୍ଧ୍ବ ମହିଳା ଓ ଛାତ୍ରୀଙ୍କୁ ଏନେଇ ନିଯୁକ୍ତି ମଧ୍ୟ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଏହି ରାଶିର ବ୍ୟକ୍ତିଙ୍କୁ ଶୁକ୍ରବାର ଦିନ ଧନପ୍ରାପ୍ତି ହେବାର ରହିଛି ସୁଯୋଗ, ପଢନ୍ତୁ ଦୈନିକ ରାଶିଫଳ

November 21, 2025

ଧାନ କ୍ଷେତ୍ରରେ ତାମିଲନାଡୁ ଦ୍ୱାରା କରାଯାଇଥିବା କାର୍ଯ୍ୟ ବିଶ୍ୱ ସ୍ତରରେ ଅତୁଳନୀୟ: ପ୍ରଧାନମନ୍ତ୍ରୀ

November 20, 2025

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଏକ ଜୀବନ୍ତ ପ୍ରଦର୍ଶନୀ

November 20, 2025

ଶିଖର ଧାୱନଙ୍କ ସାଥିରେ ଲକ୍ଷାଧିକ ଟଙ୍କାର ବଡ଼ ଠକେଇ: ରୁଜୁ ହେଲା ମାମଲା

November 20, 2025
Latest News

ଏହି ରାଶିର ବ୍ୟକ୍ତିଙ୍କୁ ଶୁକ୍ରବାର ଦିନ ଧନପ୍ରାପ୍ତି ହେବାର ରହିଛି ସୁଯୋଗ, ପଢନ୍ତୁ ଦୈନିକ ରାଶିଫଳ

November 21, 2025

ଧାନ କ୍ଷେତ୍ରରେ ତାମିଲନାଡୁ ଦ୍ୱାରା କରାଯାଇଥିବା କାର୍ଯ୍ୟ ବିଶ୍ୱ ସ୍ତରରେ ଅତୁଳନୀୟ: ପ୍ରଧାନମନ୍ତ୍ରୀ

November 20, 2025

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଏକ ଜୀବନ୍ତ ପ୍ରଦର୍ଶନୀ

November 20, 2025

ଶିଖର ଧାୱନଙ୍କ ସାଥିରେ ଲକ୍ଷାଧିକ ଟଙ୍କାର ବଡ଼ ଠକେଇ: ରୁଜୁ ହେଲା ମାମଲା

November 20, 2025

୩୧୦୦ କୋଟି ଠକେଇର ପର୍ଦ୍ଦାଫାସ: ଲଗଜରୀ କାର, ନଗଦ ଏବଂ କ୍ରିପ୍ଟୋ ଜବତ, ପାଞ୍ଚ ଗିରଫ

November 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.