Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ରାଜଧାନୀରେ ରୋଡ୍‌ ରୋମିଓଙ୍କୁ ମିଳିଲା ପାନେ :  ଉତ୍ତମ ମଧ୍ୟମ ଖାଇ ଥାନାକୁ ଗଲେ
ଅପରାଧ

ରାଜଧାନୀରେ ରୋଡ୍‌ ରୋମିଓଙ୍କୁ ମିଳିଲା ପାନେ :  ଉତ୍ତମ ମଧ୍ୟମ ଖାଇ ଥାନାକୁ ଗଲେ

February 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଯୁବତୀଙ୍କୁ ଅସଦାଚରଣ କରିବା ବେଶ୍‌ ମହଙ୍ଗା ପଡ଼ିଲା ଯୁବକଙ୍କୁ ।ଅସଦାଚରଣ ପରେ ଯୁବତୀ ଜଣକ ବେଶ୍‌ ଉତ୍ତମ ମଧ୍ୟମ ଦେଇଛନ୍ତି । ବିଚ୍‌ ରାସ୍ତାରେ ରୋଡ୍‌ ରୋମିଓଙ୍କୁ ନିସ୍ତୁକ ଛେଚିଛନ୍ତି ଯୁବତୀ। କଳ୍ପନା ଛକରେ ଅସଦାଚରଣ ଅଭିଯୋଗ ପରେ ନିସ୍ତୁକ ପିଟିଛନ୍ତି ଯୁବତୀ । ମାଡ଼ ପରେ ଯୁବକଙ୍କୁ ଧରି କ୍ୟାପିଟାଲ୍‌ ପୋଲିସ୍‌ର ଜିମା ଦେଇଛନ୍ତି ଲୋକେ । ଯୁବକ ଜଣକ ଘର ଗଞ୍ଜାମ ଜିଲ୍ଲାରେ ବୋଲି ଜଣାପଡିଛି । ପୋଲିସ୍‌ ଅଟକ ରଖି ପଚରାଉଚୁରା କରୁଛି ।

ରୋଡ ରୋମିଓଙ୍କ ଉତ୍ପାତ ଦିନକୁ ଦିନ ବଢିଚାଲିଥିବାବେଳେ ସେମାନଙ୍କ ପାଇଁ ସ୍ପେଶାଲ୍‌ ଅଫିସର୍‌ ନିଯୁକ୍ତି ହେବା ନେଇ କମିଶନର ସୂଚନା ଦେଇଥିଲେ । ଚଳିତ  କମିଶନରେଟ୍‌ ପୋଲିସ୍‌ ପ୍ରତିଷ୍ଠା ଦିବସ ଅବସରରେ ପୋଲିସ୍‌ କମିଶନର ଏହା ସମ୍ପର୍କରେ 250ରୁ ଉର୍ଦ୍ଧ୍ବ ମହିଳା ଓ ଛାତ୍ରୀଙ୍କୁ ଏନେଇ ନିଯୁକ୍ତି ମଧ୍ୟ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଦେଶର ପରବର୍ତ୍ତୀ ଶିକ୍ଷାମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାଭିସ୍?: ସଞ୍ଜୟ ରାଉତଙ୍କ ବଡ଼ ଦାବି 

July 25, 2026

କୋକରୋଚ୍ ଜନତା ପାର୍ଟିର ବଡ଼ ଘୋଷଣା: ଆସନ୍ତାକାଲି ସାରା ଦେଶରେ କରିବ ମହମବତୀ ମାର୍ଚ୍ଚ

July 25, 2026

ଛାତ୍ରଛାତ୍ରୀଙ୍କ ସ୍ୱରକୁ ଗମ୍ଭୀରତାର ସହ ଶୁଣିବା ଉଚିତ”: NEET ପ୍ରସଙ୍ଗରେ କହିଲେ ମିସ୍ ଇଣ୍ଡିଆ ୟୁନିଭର୍ସ

July 25, 2026

“ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ବିନା କୌଣସି ବୁଝାମଣା ନାହିଁ”: ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ

July 25, 2026
Latest News

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ବଡ଼ ନିଷ୍ପତ୍ତି: ପ୍ରତିବାଦ ଶେଷ ଘୋଷଣା କଲା CJP

July 25, 2026

“ଏକଚ୍ଛତ୍ରବାଦ ଚଳିବ ନାହିଁ…”: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସମ୍ପର୍କରେ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତିକ୍ରିୟା

July 25, 2026

ଦେଶର ପରବର୍ତ୍ତୀ ଶିକ୍ଷାମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାଭିସ୍?: ସଞ୍ଜୟ ରାଉତଙ୍କ ବଡ଼ ଦାବି 

July 25, 2026

Big Breaking: ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ

July 25, 2026

କୋକରୋଚ୍ ଜନତା ପାର୍ଟିର ବଡ଼ ଘୋଷଣା: ଆସନ୍ତାକାଲି ସାରା ଦେଶରେ କରିବ ମହମବତୀ ମାର୍ଚ୍ଚ

July 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.