
ସମୀକ୍ଷା ବ୍ୟୁରୋ
ନୂଆପଡା : ନାବାଳିକା ସହ ଜଣେ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସେବାଶ୍ରମ ପାଖ ଏକ ଗଛରୁ ଉଭୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ନାବାଳିକା ଜଣକ କୁକୁରମୁଣ୍ଡି ସେବାଶ୍ରମ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ବୋଲି ଜଣାପଡିଛି । ନାବାଳିକା ଜଣଙ୍କ କାଲି ରାତିରୁ ନିଖୋଜ ଥିବା ନେଇ ସୂଚନା ରହିଛି । ଘଟଣାସ୍ଥଳରେ ଧରମବନ୍ଧା ଥାନା ପୋଲିସ୍ ପହଞ୍ଚି ଏହି ଘଟଣାର ତଦନ୍ତ ଜାରି ରଖିଛି ।
Tags: deadbody