Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଉନ୍ନାଓ ଗଣଦୁଷ୍କର୍ମ ମାମଲା : କୁଲ୍‌ଦୀପ୍‌ ସେନ୍‌ଗାରଙ୍କୁ 10 ବର୍ଷ କାରାଦଣ୍ଡ
ଅପରାଧ

ଉନ୍ନାଓ ଗଣଦୁଷ୍କର୍ମ ମାମଲା : କୁଲ୍‌ଦୀପ୍‌ ସେନ୍‌ଗାରଙ୍କୁ 10 ବର୍ଷ କାରାଦଣ୍ଡ

March 13, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ବିଜେପି ବିଧାୟକ କୁଲ୍‌ଦୀପ୍‌ ସେନ୍‌ଗାରଙ୍କୁ 10 ବର୍ଷର କାରାଦଣ୍ଡାଦେଶ ପ୍ରଦାନ କରାଯାଇଛି । ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ପୀଡିତାଙ୍କ ପିତାଙ୍କୁ ହତ୍ୟା କରିବା ଅଭିଯୋଗରେ ପୂର୍ବତନ ବିଧାୟକ ଏବଂ ମାମଲାର ଅନ୍ୟତମ ସହ ଅଭିଯୁକ୍ତ ଅତୁଲ୍‌ ସେନ୍‌ଗାର୍‌ଙ୍କୁ ମଧ୍ୟ ସମାନ 10 ବର୍ଷର କାରାଦଣ୍ଡ ପ୍ରଦାନ କରାଯାଇଛି । ଏହା ସହିତ ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ପୋଲିସ୍‌ ଅଫିସରଙ୍କୁ ମଧ୍ୟ 10 ବର୍ଷର କାରାଦଣ୍ଡାଦେଶ ପ୍ରଦାନ କରାଯାଇଛି । ପୀଡିତାଙ୍କ ପରିବାରକୁ 20 ଲକ୍ଷର ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୀଡିତା ନିଜର ପିତାଙ୍କୁ ହରାଇଛନ୍ତି, ପରିବାରର ଚାରି ଶିଶୁଙ୍କ ମଧ୍ୟରୁ ତିନି ଜଣ ନାବାଳକ ହୋଇଥିବାରୁ କୁଲଦୀପ ଏବଂ ଅତୁଲ ପ୍ରତ୍ୟେକ 10 ଲକ୍ଷ ଲେଖାଏଁ ଅର୍ଥରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । (ଏଜେନ୍ସି)

kuldeepsengar
Share. Facebook Twitter LinkedIn Email WhatsApp Copy Link

Related Posts

ଜୁନ୍ ସୁଦ୍ଧା ପୂର୍ବତଟ ରେଳପଥର ୨୫୦୦ ସିସିଟିଭି କ୍ୟାମେରା ସ୍ଥାପନ ଯୋଜନା

April 9, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଷ୍ଟରଷ୍ଟ୍ରୋକ୍: ପଶ୍ଚିମବଙ୍ଗ ପାଇଁ ଛଅଟି ଗ୍ୟାରେଣ୍ଟି ଘୋଷଣା

April 9, 2026

KKR ନା LSG, ଆଜି କିଏ ମାରିବ ବାଜି, କୋଲକାତାରେ ବର୍ଷାର ସମ୍ଭାବନା କେତେ?

April 9, 2026

“ହୁମାୟୁନ୍ କବୀରଙ୍କ ସହିତ ବିଜେପି ର ୧ ହଜାର କୋଟିର ଡିଲ୍”: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 9, 2026
Latest News

ଜୁନ୍ ସୁଦ୍ଧା ପୂର୍ବତଟ ରେଳପଥର ୨୫୦୦ ସିସିଟିଭି କ୍ୟାମେରା ସ୍ଥାପନ ଯୋଜନା

April 9, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଷ୍ଟରଷ୍ଟ୍ରୋକ୍: ପଶ୍ଚିମବଙ୍ଗ ପାଇଁ ଛଅଟି ଗ୍ୟାରେଣ୍ଟି ଘୋଷଣା

April 9, 2026

KKR ନା LSG, ଆଜି କିଏ ମାରିବ ବାଜି, କୋଲକାତାରେ ବର୍ଷାର ସମ୍ଭାବନା କେତେ?

April 9, 2026

“ହୁମାୟୁନ୍ କବୀରଙ୍କ ସହିତ ବିଜେପି ର ୧ ହଜାର କୋଟିର ଡିଲ୍”: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 9, 2026

୧୫,୦୦୦ ଟନ୍ ଏଲପିଜି ନେଇ ମୁମ୍ବାଇରେ ପହଞ୍ଚିଲା ଭାରତୀୟ ଜାହାଜ “ଗ୍ରୀନ୍ ଆଶା”

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.