Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପୁଣି ଚର୍ଚ୍ଚାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ସିଂ,ଶିଖ ଧର୍ମଗ୍ରନ୍ଥ ଚୋରି ମାମଲାରେ ଅଭିଯୁକ୍ତ
ଅପରାଧ

ପୁଣି ଚର୍ଚ୍ଚାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ସିଂ,ଶିଖ ଧର୍ମଗ୍ରନ୍ଥ ଚୋରି ମାମଲାରେ ଅଭିଯୁକ୍ତ

July 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚଣ୍ଡିଗଡ଼, ପୁଣି ଚର୍ଚ୍ଚାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ସିଂ। ଶିଖ ଧର୍ମଗ୍ରନ୍ଥ ଚୋରି ନେଇ ଏକ ପାଞ୍ଚ ବର୍ଷ ତଳର ମାମଲାରେ ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା ଏସଆଇଟି ଗୁରୁମିତଙ୍କୁ ଅଭିଯୁକ୍ତ କରିଛି। ଜଣେ ସାମ୍ବାଦିକଙ୍କୁ ହତ୍ୟା ଓ ଧର୍ଷଣ ମାମଲାରେ ଗୁରୁମିତ 20 ବର୍ଷ ପାଇଁ ଜେଲଦଣ୍ଡ ଭୋଗୁଛନ୍ତି।
.
2015 ଜୁନ୍ ରେ ପଂଜାବର ବୁର୍ଜ ଜବାହାର ସିଂହ ୱାଲା ଗାଁରୁ ଗୁରୁ ଗ୍ରନ୍ଥ ସାହିବ ଚୋରି କରିବା ଅଭିଯୋଗରେ ଏସଆଇଟି ଡେରା ସଚ୍ଚା ସୌଦାର 7 ଜଣ ସମର୍ଥକଙ୍କୁ ଗିରଫ କରିବା ପରେ ଏକ ମାମଲା ରୁଜୁ କରିଛି। ଏହି ମାମଲାରେ ଗୁରୁମିତ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ଗିରଫଙ୍କ ମଧ୍ୟରୁ 5 ଜଣଙ୍କୁ ଜେଲ ପଠାଇ ଦିଆଯାଇଛି।
ଏହି ଚୋରି ଘଟଣା ନେଇ 2015ରେ ପଂଜାବର ବିଭିନ୍ନ ସ୍ଥାନରେ ପ୍ରବଳ ହିଂସା ଓ ପୋଡାଜଳା ଘଟିଥିଲା। ପୋଲିସ ଗୁଳିରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ।

ସେ ସମୟରେ ରାଜ୍ୟରେ ଶିରୋମଣି ଅକାଳୀ ଦଳ-ବିଜେପି ସରକାର ଥିଲା। ଆତ୍ମଘୋଷିତ ଗଡମ୍ୟାନ ଗୁରୁମିତଙ୍କୁ ଜେଲରୁ ଅଣାଯାଇ ଏସଆଇଟି ଜେରା କରିବ। ଧର୍ଷଣ ମାମଲାରେ ଅଗଷ୍ଟ 25, 2017ରେ ଡେରା ମୁଖ୍ୟଙ୍କୁ ଦଣ୍ଡାଦେଶ ହେବା ପରେ ପଞ୍ଚକୁଳା ଓ ସିରସାରେ ବ୍ୟାପକ ହିଂସା ଘଟିଥିଲା, ଯେଉଁଥିରେ 41 ଭୋଟରଙ୍କୁ ଆକୃଷ୍ଟ କରି ପାରୁଥିବା ରାମ ରହିମଙ୍କୁ ପଂଜାବ ଓ ହରିଆଣାରେ ବିଭିନ୍ନ ରାଜନୈତିକ ଦଳରୁ ସମର୍ଥନ ମିଳୁଥିବା ଅଭିଯୋଗ ଥିଲା। (ଏଜେନସି)

BJP Ads
Punjab government
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ ଏକାଦଶୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼

November 2, 2025

“ବିସ୍ଫୋରଣ ପାକିସ୍ତାନରେ ହେଲା, କିନ୍ତୁ ଶୋଇ ପାରିଲା ନାହିଁ କଂଗ୍ରେସ ପରିବାର,”: ପ୍ରଧାନମନ୍ତ୍ରୀ ମୋଦୀ

November 2, 2025

ସ୍ବତନ୍ତ୍ର ଶିକ୍ଷକ ପଦବୀ ଅନୁମୋଦନ ପାଇଁ ଆଇନ ମନ୍ତ୍ରୀଙ୍କୁ‌ କୃତଜ୍ଞତା ଜଣାଇଲେ ଓଏସଇଏଫଡ଼ି ସଂଘ

November 2, 2025

ତୃତୀୟ ଟି-୨୦କୁ ୫ ୱିକେଟରେ ଜିତିଲା ଭାରତ: ହୋବାର୍ଟରେ ଅଷ୍ଟ୍ରେଲିଆର ପ୍ରଥମ ବିଜୟ

November 2, 2025
BJP Ads
Latest News

ବଡ଼ ଏକାଦଶୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼

November 2, 2025

“ବିସ୍ଫୋରଣ ପାକିସ୍ତାନରେ ହେଲା, କିନ୍ତୁ ଶୋଇ ପାରିଲା ନାହିଁ କଂଗ୍ରେସ ପରିବାର,”: ପ୍ରଧାନମନ୍ତ୍ରୀ ମୋଦୀ

November 2, 2025

ସ୍ବତନ୍ତ୍ର ଶିକ୍ଷକ ପଦବୀ ଅନୁମୋଦନ ପାଇଁ ଆଇନ ମନ୍ତ୍ରୀଙ୍କୁ‌ କୃତଜ୍ଞତା ଜଣାଇଲେ ଓଏସଇଏଫଡ଼ି ସଂଘ

November 2, 2025

ତୃତୀୟ ଟି-୨୦କୁ ୫ ୱିକେଟରେ ଜିତିଲା ଭାରତ: ହୋବାର୍ଟରେ ଅଷ୍ଟ୍ରେଲିଆର ପ୍ରଥମ ବିଜୟ

November 2, 2025

ସହଜ ହେଲା ଆଧାର ଅପଡେଟ୍, ଏବେ ଘରେ ବସି ଅନଲାଇନରେ କରିପାରିବେ ଏହି ସବୁ କାମ  

November 2, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.