Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ରକ୍ଷାବନ୍ଧନ ଉପଲକ୍ଷେ ବାପଘରକୁ ଆସିଥିଲେ ଯୁବତୀ, ଗୁଳି କରି ମାରିଲେ ପ୍ରେମିକ
ଅପରାଧ

ରକ୍ଷାବନ୍ଧନ ଉପଲକ୍ଷେ ବାପଘରକୁ ଆସିଥିଲେ ଯୁବତୀ, ଗୁଳି କରି ମାରିଲେ ପ୍ରେମିକ

August 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Murder mystery revel of kalimegha murder case

ଆଲିଗଡ : ଆଲିଗଡ ର ଥାନା ଅନ୍ତର୍ଗତ ଗାନ୍ଧି ପାର୍କ ଅଞ୍ଚଳରେ ନଗଲା ମାଲୀରେ ଜଣେ ଯୁବତୀଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ଯୁବତୀ ଜଣକ ରକ୍ଷାବନ୍ଧନ ଉପଲକ୍ଷେ ନିଜ ବାପ ଘରକୁ ଆସିଥିବାବେଳେ ରାତିରେ ଛାତ ଉପରେ ଶୋଇଥିବାବେଳେ ତାଙ୍କ କାନମୁଣ୍ଡାକୁ ଗୁଳିମାରି ହତ୍ୟା କରାଯାଇଛି ।

ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ପୋଷ୍ଟମର୍ଟମ୍‌ ପଠାଇବା ପାଇଁ ପଠାଇଛି । ତେବେ ମୃତ ଯୁବତୀଙ୍କ ପରିଜନମାନଙ୍କ କହିବାନୁସାରେ ଯୁବତୀଙ୍କର ପଡୋଶୀର ଜଣେ ରହୁଥିବା କୌଶଳ ନାମକ ଜଣେ ଯୁବକ ସହିତ ପ୍ରେମ ସମ୍ପର୍କ ରହିଥିଲା । କିନ୍ତୁ ଗତ ତିନି ତାରିଖରେ ଯୁବତୀଙ୍କର ବୁଲନ୍ଦସହର ନିବାସୀ ବିଶାଲ ସହିତ ବିବାହ କରିଥିଲେ ।

ତେବେ  ଯୁବତୀଙ୍କ ବିବାହ ପରେ ତାଙ୍କ ପ୍ରେମିକ ଜଣକ ଏପରି କାଣ୍ଡ କରୁଥିବାର ଅଭିଯୋଗ କରିଛନ୍ତି ମୃତ ଯୁବତୀଙ୍କ ଭଉଣୀ । ମୃତା ଯୁବତୀଙ୍କ ଭଉଣୀଙ୍କ କହିବାନୁସାରେ ବିବାହ ପରେ କୌଶଲ୍‌ ତାଙ୍କୁ ମାରିବାର ଧମକ ଦେଇଥିଲେ । ତେବେ ରକ୍ଷାବନ୍ଧନ ଉପଲକ୍ଷେ ଯୁବତୀ ଜଣକ ଘରକୁ ଆସିବା ପରେ ସେ ଏପରି କାଣ୍ଡ ଘଟାଇଥିବାର ଜଣାପଡିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026
Latest News

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026

ପୁଣି ମଣିପୁର ଅଶାନ୍ତ : ଗଡିଲା ମୁଣ୍ଡ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.