Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଦୁଇ ନାବାଳକ ପୁଅଙ୍କ ସହ କୂଅକୁ ଡେଇଁ ଆତ୍ମହତ୍ୟା କଲେ ଜଣେ ଯୁବକ
ଅପରାଧ

ଦୁଇ ନାବାଳକ ପୁଅଙ୍କ ସହ କୂଅକୁ ଡେଇଁ ଆତ୍ମହତ୍ୟା କଲେ ଜଣେ ଯୁବକ

September 9, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରାଞ୍ଚି: ଝାଡ଼ଖଣ୍ଡର ରାଞ୍ଚିରେ ଜଣେ ଯୁବକ ଦୁଇ ନାବାଳକ ପୁଅଙ୍କ ସହ କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ରାଞ୍ଚି ଜିଲ୍ଲାର ଓରମାନଜୀ ବ୍ଲକର କୁଚୁ ଗ୍ରାମରେ ଘଟିଛି। ମୃତକଙ୍କ ନାମ ସତ୍ୟନ୍ଦ୍ର ମହତୋ (୨୮) ।

ସୂଚନା ଯୋଗ୍ୟ କି ସୋମବାର ଦିନ ସତ୍ୟନ୍ଦ୍ର ମହତୋଙ୍କ ପତ୍ନୀ ରେଖା ଦେବୀ ତାଙ୍କ ପିତାମାତାଙ୍କ ଘରକୁ ଯିବା ପରେ ପୁଅ ଋତ୍ଵିକ୍ ଏବଂ ନୀଲେଶ କୁମାରଙ୍କ ସହ କୂଅକୁ ଡେଇଁପଡିଥିଲେ। ମଙ୍ଗଳବାର ଠାରୁ ମୃତ  ସତ୍ୟନ୍ଦ୍ର ଏବଂ ପିଲାମାନଙ୍କୁ ତାଙ୍କ ପରିବାର ଲୋକ ଦେଖିନଥିଲେ। ଆଜି ମୃତଦେହକୁ କୂଅରୁ ଉଦ୍ଧାର କରାଯାଇଛି। ଏହା ଏକ ଆତ୍ମହତ୍ୟା ମାମଲା ବୋଲି ପୋଲିସ ସନ୍ଦେହ କରୁଛି।

ସତ୍ୟନ୍ଦ୍ର ଜୁଆ ଖେଳରେ ଲିପ୍ତ ଥିଲେ ଏବଂ ପତ୍ନୀ ରେଖା ଦେବୀଙ୍କୁ ତାଙ୍କ ପିତାମାତାଙ୍କଠାରୁ ଟଙ୍କା ଆଣିବାକୁ ଚାପ ପକାଇବା ପାଇଁ ମାଡ ମାରୁଥିଲେ ବୋଲି ପୋଲିସ କହିଛି।

 

suicide ଆତ୍ମହତ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜାତୀୟ ସ୍ତରରେ ମାଗଣା ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ କେନ୍ଦ୍ରମନ୍ତ୍ରୀ

May 7, 2026

ମହିଳାଙ୍କ ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣ ପାଇଁ ରିଲାଏନ୍ସ ଫାଉଣ୍ଡେସନର ୨୦୦ କୋଟିର ପ୍ରୟାସ ଆରମ୍ଭ

May 7, 2026

ବିଶାଖାପାଟଣା ଏବଂ ଏସଏମଭିଟି ବେଙ୍ଗାଲୁରୁ ମଧ୍ୟରେ ସାପ୍ତାହିକ ଏକ୍ସପ୍ରେସ ଟ୍ରେନ

May 7, 2026

ଭାରତ ଏବଂ ଭିଏତନାମ ମଧ୍ୟରେ ଉନ୍ନତ ବ୍ୟାପକ ରଣନୈତିକ ସହଭାଗୀତା ଉପରେ ମିଳିତ ବିବୃତ୍ତି

May 7, 2026
Latest News

ଆଜି ଜାତୀୟ ସ୍ତରରେ ମାଗଣା ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ କେନ୍ଦ୍ରମନ୍ତ୍ରୀ

May 7, 2026

ମହିଳାଙ୍କ ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣ ପାଇଁ ରିଲାଏନ୍ସ ଫାଉଣ୍ଡେସନର ୨୦୦ କୋଟିର ପ୍ରୟାସ ଆରମ୍ଭ

May 7, 2026

ଇନଷ୍ଟାଗ୍ରାମରୁ ହଟିବ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ୍, ଆପଣଙ୍କର ବ୍ୟକ୍ତିଗତ ଚାଟ୍ ଆଉ ସୁରକ୍ଷିତ ରହିବ ନାହିଁ କି ଜାଣନ୍ତୁ

May 7, 2026

ବିଶାଖାପାଟଣା ଏବଂ ଏସଏମଭିଟି ବେଙ୍ଗାଲୁରୁ ମଧ୍ୟରେ ସାପ୍ତାହିକ ଏକ୍ସପ୍ରେସ ଟ୍ରେନ

May 7, 2026

ଭାରତ ଏବଂ ଭିଏତନାମ ମଧ୍ୟରେ ଉନ୍ନତ ବ୍ୟାପକ ରଣନୈତିକ ସହଭାଗୀତା ଉପରେ ମିଳିତ ବିବୃତ୍ତି

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.