Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପୁତ୍ର ଆଶାରେ ଷଷ୍ଠଥର ହେଲେ ମା’ : ପୁନର୍ବାର କନ୍ୟା ସନ୍ତାନ ଜନ୍ମ ହେବା ପରେ କଲେ ଏପରି କାଣ୍ଡ…
ଅପରାଧ

ପୁତ୍ର ଆଶାରେ ଷଷ୍ଠଥର ହେଲେ ମା’ : ପୁନର୍ବାର କନ୍ୟା ସନ୍ତାନ ଜନ୍ମ ହେବା ପରେ କଲେ ଏପରି କାଣ୍ଡ…

September 27, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ପୁଅ ଆଶାରେ ଷଷ୍ଠଥର ଗର୍ଭବତୀ ହୋଇଥିଲେ । ତେବେ ଷଷ୍ଠ ଥର ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହେବାରୁ ରାଗରେ ସେ ଦିନକର ନବଜାତକୁ ପିଟି ପିଟି ମାରିବା ସହିତ ବୁଦାକୁ ଫୋପାଡି ଦେଇଥିବାର ସୂଚନା ରହିଛି । କିନ୍ତୁ ଘଟଣାର ଘଟିବାର 1 ବର୍ଷ ପରେ ଏହିଘଟଣାର ସତ୍ୟତା ପଦାକୁ ଆସିଛି । ଅଭିଯୁକ୍ତ ମା’କୁ ପୋଲିସ୍‌ ଗିରଫ କରିଥିବାର ସୂଚନା ରହିଛି ।

ଏପରି ଏକ ମାନବିକତାର ଲଜ୍ଜା ଜନକ ଘଟଣା ସିଧି ଜିଲ୍ଲାର ବାହାରୀ ଥାନା ଦେବରୀ ଗ୍ରାମରେ ଘଟିଛି । ଏଠାରେ ଏକ ବର୍ଷ ଦିନକର କନ୍ୟାସନ୍ତାନର ଶବ ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବକୁ ପୋଷ୍ଟମର୍ଟମ୍‌ ପାଇଁ ପଠାଇଥିଲା । ଯାଞ୍ଚ ଓ ପୋଷ୍ଟମର୍ଟମ୍‌ ରିପୋର୍ଟକୁ ଶିଶୁ କନ୍ୟାଟିର ଗଳା ଦବାଇ ହତ୍ୟା କରାଯାଇଥିବାର ସୂଚନା ରହିଥିଲା । ଅଭିଯୁକ୍ତ ମା’କୁ ପଚରାଉଚୁରା କରାଯିବା ପରେ ମହିଳା ଜଣକ ଏହାକୁ ସ୍ବୀକାର କରିଥିଲେ । ମହିଳା ଜଣକ ସ୍ବୀକାର କରି କହିଥିଲେଯେ, ତାଙ୍କର 5ଟି କନ୍ୟା ସନ୍ତାନ ରହିଛନ୍ତି । ପୁତ୍ର ଆଶା କରିଥିବାବେଳେ ପୁନର୍ବାର କନ୍ୟା ସନ୍ତାନ ଜନ୍ମ ହେବା ପରେ ସେ ଶିଶୁଟିକୁ ପିଟିପିଟି ମାରିଦେଇ ବୁଦାରେ ପକାଇ ଦେଇଥିଲେ ବୋଲି ସ୍ବୀକାର କରିଥିଲେ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ୧୦ ଯାଏଁ କିପରି ରହିବ ପାଗ?: ପଢନ୍ତୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଆକଳନ

March 4, 2026

ହୋଲି ଦିନ କରନ୍ତୁ ଏହି ଉପାଚାର: ଦେଖିବେ ରଂଗୀନ ହୋଇଯିବ ଆପଣଙ୍କ ଭାଗ୍ୟ

March 4, 2026

ସାଉଦି ଆରବର ଯୁବରାଜ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

March 4, 2026

ହୋଲି ପୂର୍ବରୁ ଘରକୁ ଆଣନ୍ତୁ ଏହି ଜିନିଷ: ମାତା ଲକ୍ଷ୍ମୀଙ୍କ ମିଳିବ ଆଶୀର୍ବାଦ

March 4, 2026
Latest News

ରାଜ୍ୟରେ ୧୦ ଯାଏଁ କିପରି ରହିବ ପାଗ?: ପଢନ୍ତୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଆକଳନ

March 4, 2026

ହୋଲି ଦିନ କରନ୍ତୁ ଏହି ଉପାଚାର: ଦେଖିବେ ରଂଗୀନ ହୋଇଯିବ ଆପଣଙ୍କ ଭାଗ୍ୟ

March 4, 2026

ସାଉଦି ଆରବର ଯୁବରାଜ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

March 4, 2026

ହୋଲି ପୂର୍ବରୁ ଘରକୁ ଆଣନ୍ତୁ ଏହି ଜିନିଷ: ମାତା ଲକ୍ଷ୍ମୀଙ୍କ ମିଳିବ ଆଶୀର୍ବାଦ

March 4, 2026

ହୋଲିରେ ମଦ୍ୟପାନ କରି ଗାଡି ଚଲାଉଥିଲେ ହୋଇଯା’ନ୍ତୁ ସାବଧାନ!: କାର୍ଯ୍ୟାନୁଷ୍ଠାନ ନେବ ପୋଲିସ

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.