Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଚୋର ଭାବି ଝିଅକୁ ଗୁଳି କଲେ ପିତା
ଅନ୍ତରାଷ୍ଟ୍ରୀୟ

ଚୋର ଭାବି ଝିଅକୁ ଗୁଳି କଲେ ପିତା

November 4, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆମେରିକା : ଆମେରିକାରେ ଗନ୍‌ ପଲିସିକୁ ନେଇ ବହୁ ବିବାଦ ଚାଲିଛି । ଏହି ଗନ୍‌ ପଲିସି ଅକାରଣରେ ବହୁ ନିରୀହ ଜୀବନ ବଳି ପଡୁଛି । ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ସାବତ ବାପା ନିଜ 15 ବର୍ଷୀୟ ଝିଅକୁ ଗୁଳିକରିଛନ୍ତି ।  ମିଳିଥିବା ସୂଚନା ଅନୁସାରେ ରାତ୍ରି ସାଢେ ଦୁଇ ଘଟିକା ସମୟରେ ଏହି ଘଟଣା ଘଟିଛି । ଘରେ ଉପସ୍ଥିତ ଥିବା ଅଭିଭାବକମାନେ ଗ୍ୟାରେଜ୍‌ର କବାଟ ଖୋଲିବାର ଶବ୍ଦ ଶୁଣିଥିଲେ । ଏହାପରେ ଯୁବତୀଙ୍କ ପିତା ଅନ୍ଧାରରେ ଜାଣି ନପାରି କେହି ଚୋର ଭାବି ଝିଅ ଉପରକୁ ଗୁଳି ଚଳାଇଥିଲେ । ଯୁବତୀଙ୍କୁ ଚିଲଡ୍ରେନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ୍‌ ଏହି ଘଟଣାର ଯାଞ୍ଚ କରୁଛି ।

ସୂଚନାଯୋଗ୍ୟ, 2012 ମସିହାରେ ନ୍ୟୁ ଟାଉନ୍‌ର ଏକ ସ୍କୁଲରେ ଜଣେ ବନ୍ଧୁକଧାରୀ 20 ଜଣ ଶିଶୁଙ୍କୁ ଗୁଳି ମାରି ହତ୍ୟା କରିଥିଲା। ଏହାପରେ ନିଜେ ନିଜକୁ ଗୁଳି କରିଦେଇଥିଲେ । ଏହା ପରେ ଆମେରିକାରେ ଗନ୍‌ କଲଚର୍‌କୁ ନେଇ ବହୁ ବିବାଦ ସୃଷ୍ଟି ହୋଇଛି। ଏହି ଘଟଣାରେ 8 ବର୍ଷ ବର୍ଷରେ ଆମେରିକାରେ 2000ରୁ ଅଧିକ ମାସ ଶୁଟିଂ ହୋଇଛି । ଅନେକେ ଏହି ଗନ୍‌ କଲଚର୍‌କୁ ବିରୋଧ କରୁଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ED ର ବଡ଼ କାର୍ଯ୍ୟାନୁଷ୍ଠାନ: ଜେଲରୁ ମୁକୁଳିବା ମାତ୍ରେ ପୁଣି ଗିରଫ ହେଲେ ଆଜମ ଖାନ

October 31, 2026

ଋଷିକୁଲ୍ୟା ବନ୍ୟା ସ୍ଥିତି ସମୀକ୍ଷା: ବନ୍ଧ ପୁନରୁଦ୍ଧାର ପାଇଁ ସଚିବଙ୍କ ନିର୍ଦ୍ଦେଶ

October 31, 2026

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ: ଆସନ୍ତାକାଲି ବାତ୍ୟାର ରୂପ ନେବାର ସମ୍ଭାବନା

October 31, 2026

ଭିଜିଲାନ୍ସ ସଚେତନତା ଜନଜାଗରଣ ନିମନ୍ତେ ଏମ୍ସ ଭୁବନେଶ୍ବର ପକ୍ଷରୁ ୱାକାଥନ୍ ଆୟୋଜିତ

October 31, 2026
Latest News

ED ର ବଡ଼ କାର୍ଯ୍ୟାନୁଷ୍ଠାନ: ଜେଲରୁ ମୁକୁଳିବା ମାତ୍ରେ ପୁଣି ଗିରଫ ହେଲେ ଆଜମ ଖାନ

October 31, 2026

ଋଷିକୁଲ୍ୟା ବନ୍ୟା ସ୍ଥିତି ସମୀକ୍ଷା: ବନ୍ଧ ପୁନରୁଦ୍ଧାର ପାଇଁ ସଚିବଙ୍କ ନିର୍ଦ୍ଦେଶ

October 31, 2026

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ: ଆସନ୍ତାକାଲି ବାତ୍ୟାର ରୂପ ନେବାର ସମ୍ଭାବନା

October 31, 2026

ଭିଜିଲାନ୍ସ ସଚେତନତା ଜନଜାଗରଣ ନିମନ୍ତେ ଏମ୍ସ ଭୁବନେଶ୍ବର ପକ୍ଷରୁ ୱାକାଥନ୍ ଆୟୋଜିତ

October 31, 2026

ଦୀପାବଳିରେ ବାଣ ଫୁଟାଇବା ନେଇ ଗାଇଡ୍‌ଲାଇନ୍ ଜାରି: ରାତି ୯ଟା ପରେ ବାଣଫୁଟା ବନ୍ଦ

October 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.