Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଘରେ ଆର୍ଥିକ ସଙ୍କଟ ଦେଖାଯାଉଛି କି?, ତେବେ ପାଳନ କରନ୍ତୁ ଏହି ବ୍ରତ
ଆଜିର ଖବର

ଘରେ ଆର୍ଥିକ ସଙ୍କଟ ଦେଖାଯାଉଛି କି?, ତେବେ ପାଳନ କରନ୍ତୁ ଏହି ବ୍ରତ

January 30, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବେଳେ ବେଳେ ଅନେକ ବ୍ୟକ୍ତି ଆର୍ଥିକ ପ୍ରତିବନ୍ଧକ ଦ୍ୱାରା ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏହି ସମସ୍ୟାରୁ ଉଦ୍ଧାର ପାଇବା ପାଇଁ ସେମାନେ ଅନେକ ଉପାୟରେ ଚେଷ୍ଟା କଲେ ମଧ୍ୟ ସେହି ସମସ୍ୟାରୁ ମୁକ୍ତି ପାଇପାରନ୍ତି ନାହିଁ। ଜାଣନ୍ତୁ ଏହାର ପ୍ରତିକାର ଯାହା ଦ୍ବାରା ଆପଣ ଏହି ଆର୍ଥିକ ସମସ୍ୟାରୁ ମୁକ୍ତି ପାଇପାରିବେ। ଏହି ପୂଜା କଲେ ଆପଣଙ୍କର ଅର୍ଥର ଅଭାବ ରହିବ ନାହିଁ।

କୌଣସି ଏକ ଶୁକ୍ରବାର ଦିନ ଆପଣ ଏହି ବ୍ରତ ପାଳନ କରନ୍ତୁ। ଗୋଟିଏ ଦିନ ଆପଣ କୌଣସି କାମ ରଖନ୍ତୁ ନାହିଁ। ସକାଳୁ ସ୍ନାନ ସାରି ଏହି ବ୍ରତ ଆରମ୍ଭ କରନ୍ତୁ। ସେହିଦିନ ଘରେ ମହିଳାମାନଙ୍କୁ ନାଲି ଶାଢୀ ପିନ୍ଧିବାକୁ କୁହନ୍ତୁ। ଘରେ ଏକ ଉଚ୍ଚ ଆସନରେ ନୂଆ ନାଲି କନା ଉପରେ ମା ଦୁର୍ଗାଙ୍କ ମୂର୍ତ୍ତି କିମ୍ବା ଫଟୋ ରଖନ୍ତୁ। ତାଙ୍କ ଆଗରେ ଏକ ଘିଅ ଦୀପ ପ୍ରଜ୍ୱଳନ କରି ଦୁର୍ଗା ସପ୍ତସତୀ ପାଠ କରନ୍ତୁ। ଦୀପ ଜାଳିବାବେଳେ ଦେବୀ ଦୁର୍ଗାଙ୍କୁ ଆପଣଙ୍କର ସମସ୍ତ ସମସ୍ୟା କୁହନ୍ତୁ।

ଦୁର୍ଗା ସପ୍ତସତୀ ପାଠ କରିବା ପରେ, ମା’ଙ୍କୁ ଘିଅରେ ତିଆରି ଏକ ହାଲୱା କିମ୍ବା ଲଡୁ ଅର୍ପଣ କରନ୍ତୁ ଏବଂ ଦୀପ ଉଠାନ୍ତୁ। ସେହି ଦୀପକୁ ଘରର ମୁଖ୍ୟ ଦ୍ୱାରର ଡାହାଣ ପାର୍ଶ୍ୱରେ ରଖନ୍ତୁ। ଏହା କରିବା ପରଦିନ, ଦୀପକୁ ପାଣିରେ ବିସର୍ଜନ କରନ୍ତୁ। ଏହା କରିବା ଦ୍ୱାରା ଘରର ସମସ୍ତ ସମସ୍ୟା, ନକାରାତ୍ମକ ଶକ୍ତି ବାହାରେ ଏବଂ ଘରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ।

ଆର୍ଥିକ ସଙ୍କଟ ବ୍ରତ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁର ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପୁତ୍ରଙ୍କୁ ଅପହରଣ ଅଭିଯୋଗ: ପୋଲିସର ତଦନ୍ତ ଜାରି

September 28, 2025

ଯେଉଁ ଝିଅମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ, ସେମାନେ ଅଟନ୍ତି ଭାଗ୍ୟଶାଳୀ

September 28, 2025

ଏମିତି ଏକ ପରିବାର ଅଛି, ଯାହାଙ୍କ ଘରୁ ହୋଇଛନ୍ତି ତିନି ଜଣ ଓଏଏସ ଅଫିସର

September 28, 2025

କିଏ ଜିତିବ ଏସିଆ କପ୍?: ୱାସିମ ଆକ୍ରମଙ୍କ ଭବିଷ୍ୟବାଣୀ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

September 28, 2025
Latest News

ଅକ୍ଟୋବର ୧ରୁ ପରିବର୍ତ୍ତନ ହେବ ଅନେକ ପ୍ରମୁଖ ନିୟମ: ଜାଣନ୍ତୁ ଆପଣଙ୍କ ଉପରେ କିପରି ପଡିବ ପ୍ରଭାବ?

September 28, 2025

“ଆତଙ୍କବାଦର କେନ୍ଦ୍ର ଆମର ଜଣେ ପଡ଼ୋଶୀ”: ଜାତିସଂଘରେ ପାକିସ୍ଥାନ ଉପରେ ବର୍ଷିଲେ ଏସ. ଜୟଶଙ୍କର 

September 28, 2025

ଆଶ୍ରମ ଯୌନ ନିର୍ଯାତନା ମାମଲା: ଅଭିଯୁକ୍ତ ଚୈତନ୍ୟାନନ୍ଦଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

September 28, 2025

ବାଲୁଗାଁର ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପୁତ୍ରଙ୍କୁ ଅପହରଣ ଅଭିଯୋଗ: ପୋଲିସର ତଦନ୍ତ ଜାରି

September 28, 2025

ଯେଉଁ ଝିଅମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ, ସେମାନେ ଅଟନ୍ତି ଭାଗ୍ୟଶାଳୀ

September 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.