Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦଣ୍ଡନାଚରେ ଅଶ୍ଳୀଳ ସଙ୍ଗୀତ ପରିବେଷଣକୁ ନେଇ କ୍ଷୋଭ: ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକ ପତ୍ର ପ୍ରଦାନ
ଆଜିର ଖବର

ଦଣ୍ଡନାଚରେ ଅଶ୍ଳୀଳ ସଙ୍ଗୀତ ପରିବେଷଣକୁ ନେଇ କ୍ଷୋଭ: ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକ ପତ୍ର ପ୍ରଦାନ

April 9, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

Warning: Trying to access array offset on false in /home/thesamikhsya/htdocs/thesamikhsya.com/odia/wp-content/themes/smart-mag/partials/single/featured.php on line 78

ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ବିଭିନ୍ନ ଦଣ୍ଡନାଚ ଦଳରେ ଚାଲିଥିବା ଅପସଂସ୍କୃତି ବିରୋଧରେ ରେଶମ ନଗରୀ ବ୍ରହ୍ମପୁର ସହରର ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ସହ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ସହିତ ଆଲୋଚନା ଓ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ସାଧାରଣ ନାଗରିକ ଓ ବୁଦ୍ଧିଜିବୀ ମହଲରୁ ପ୍ରକାଶ ଯେ ଦିନ ଥିଲା ଏହି ଦଣ୍ଡନାଚ ଜରିଆରେ ଆଧ୍ୟାତ୍ମିକ ମନୋଭାବ, ଚାଷ କାର୍ଯ୍ୟ ଜନିତ ଜ୍ଞାନ ଅର୍ଜ୍ଜନ, ରାମାୟଣ, ମହାଭାରତ, ଶିବ ପାର୍ବତୀ, କାଳୀ, ଲକ୍ଷ୍ମୀ ନାରାୟଣ ପୁରାଣ ଓ ଚଢ଼େଇଆ ନାଚ ବିଷୟରେ ବିସ୍ତୃତ ଜ୍ଞାନ ଆରୋହଣ କରୁଥିଲେ।

ବର୍ତ୍ତମାନ ଏହି କିଛି ବର୍ଷ ହେଲା ବିଭିନ୍ନ ନାଟ, ଥିଏଟର ଓ ଅପେରା ପ୍ରଚଳନ ଫଳରେ ଅପସଂସ୍କୃତି, ଅଶ୍ଳୀଳ ସଙ୍ଗୀତ, ଝିଅ, ମହିଳା ଓ କିନ୍ନର ମାନଙ୍କ ଦ୍ଵାରା ନଗ୍ନ ନାଚକୁ ପ୍ରାଧାନ୍ୟ ଦିଆଯାଇଛି। ଯ’ଦ୍ଵାରା ଧର୍ମାବଲମ୍ବୀ ମହିଳା ମାନେ ଏହି କାର୍ଯ୍ୟକ୍ରମକୁ ଦେଖିବାକୁ ଉଚିତ ମଣୁନାହାନ୍ତି। ଇତ୍ୟବସରରେ କିଛି ବୁଦ୍ଧିଜୀବିଗଣ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ସହିତ ଆଲୋଚନା କରିବା ସହ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

ଅନ୍ୟ ପକ୍ଷରେ ଦଣ୍ଡ ନାଚ ମହାସଙ୍ଘ ସଭାପତି ଶିବରାମ ପ୍ରଧାନ ଦଣ୍ଡ ନାଚରେ ଏହିଭଳି ଅଶ୍ଳୀଳ ସଙ୍ଗୀତ, ନଗ୍ନ ନୃତ୍ୟ ସହ ଅପସଂସ୍କୃତିକୁ ବିରୋଧ କରି ବୟାନ ଦେଇଛନ୍ତି।

ଆରକ୍ଷୀ ଅଧିକ୍ଷକ ବ୍ରହ୍ମପୁର ସ୍ମାରକ ପତ୍ର ପ୍ରଦାନ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି, ରାଇରଙ୍ଗପୁରରେ ହେବ ଉତ୍ସବ, ଯୋଗ ଦେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

June 2, 2026

୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ଫେସବୁକ୍, ୟୁଟୁବ ମନା

June 2, 2026

ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଫାଇନାଲ୍ ମ୍ୟାଚ: ଜାଣନ୍ତୁ ପ୍ଲେଇଂ ଇଲେଭେନ୍

June 2, 2026

ବେଦାନ୍ତ ଗ୍ରୁପ୍ ଉପରେ ED ର କାର୍ଯ୍ୟାନୁଷ୍ଠାନ: ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ଚଢାଉ

June 2, 2026
Latest News

ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି, ରାଇରଙ୍ଗପୁରରେ ହେବ ଉତ୍ସବ, ଯୋଗ ଦେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

June 2, 2026

୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ଫେସବୁକ୍, ୟୁଟୁବ ମନା

June 2, 2026

ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଫାଇନାଲ୍ ମ୍ୟାଚ: ଜାଣନ୍ତୁ ପ୍ଲେଇଂ ଇଲେଭେନ୍

June 2, 2026

ବେଦାନ୍ତ ଗ୍ରୁପ୍ ଉପରେ ED ର କାର୍ଯ୍ୟାନୁଷ୍ଠାନ: ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ଚଢାଉ

June 2, 2026

ହିନ୍ଦୁଙ୍କ ଉପରେ ଆଗତ ପ୍ରସ୍ତାବକୁ ଆମେରିକା ସଂସଦରେ ୩୨ ସାଂସଦଙ୍କ ସମର୍ଥନ

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.