Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏ ବର୍ଷ ହୋଇପାରିବ ନାହିଁ ରଥଯାତ୍ରା, କୋଭିଡ19 କଟକଣା ପାଇଁ ସୁପ୍ରିମକୋର୍ଟ ଦେଲେ ଏହି ବଡ ନିଷ୍ପତ୍ତି
ବିଶେଷ ଖବର

ଏ ବର୍ଷ ହୋଇପାରିବ ନାହିଁ ରଥଯାତ୍ରା, କୋଭିଡ19 କଟକଣା ପାଇଁ ସୁପ୍ରିମକୋର୍ଟ ଦେଲେ ଏହି ବଡ ନିଷ୍ପତ୍ତି

June 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏ ବର୍ଷ ହୋଇପାରିବ ନାହିଁ ରଥଯାତ୍ରା, କୋଭିଡ19 କଟକଣା ପାଇଁ ସୁପ୍ରିମକୋର୍ଟ ଘୋଷଣା କଲେ ଏହି ବଡ ନିଷ୍ପତି

ନୂଆଦିଲ୍ଲୀ, କୋଭିଡ 19 କଟକଣା ପାଇଁ ଚଳିତ ବର୍ଷ ରଥଯାତ୍ରାକୁ ବନ୍ଦ କରାଯାଉ। ଏହିପରି ଏକ ବଡ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଆଜି ରଥଯାତ୍ରା ହେବ କି ନାହିଁ ସେ ନେଇ ସୁପ୍ରିମକୋର୍ଟରେ ଏକ ଶୁଣାଣି ଥିଲା। ଏହାକୁ ବନ୍ଦ କରାଯାଉ ବୋଲି ଓଡିଶା ବିକାଶ ପରିଷଦ ତରଫରୁ ଏକ ମାମଲା ଦାୟର କରାଯାଇଥିଲା। ତାହାକୁ ଗ୍ରହଣ କରି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି। ଫଳରେ ଏଥର ରଥଯାତ୍ରା ନେଇ ଯେଉଁ ସନ୍ଦେହ ଥିଲା ତାହା ଏକ ପ୍ରକାରର ଦୂର ହୋଇଛି।

ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ରଥଯାତ୍ରା ହେଉଛି ଏକ ବଡ ଧାର୍ମିକ ପର୍ବ। ଏହି ପର୍ବରେ ବହୁ ଲୋକଙ୍କର ଆବଶ୍ୟକତା ରହିଛି। ଫଳରେ ସରକାର ଯେଉଁ କୋଭିଡ19 କଟକଣା କରିଛନ୍ତି ତାହା ପାଳନ ହୋଇପାରିବ ନାହିଁ। ମୁଖ୍ୟତଃ ସାମାଜିକ ଦୂରତା ରଖି ଏହାକୁ ପାଳନ କରିବା ସମ୍ଭବ ନୁହେଁ। ସେଥିପାଇଁ ଚଳିତ ବର୍ଷ ଏହାକୁ ସ୍ଥିଗତ କରାଯାଉ ବୋଲି କୋର୍ଟ ତାଙ୍କ ରାୟରେ ଜଣାଇଛନ୍ତି।

ପୂର୍ବରୁ ଏ ନେଇ ହାଇକୋର୍ଟରେ ଏକ ମାମଲା ଋଜୁ କରାଯାଇଥିଲା। ମାମଲାକୁ ଗ୍ରହଣ କରି ହାଇକୋର୍ଟ ସରକାର ରଥଯାତ୍ରା କରିବେ କି ନାହିଁ ନିଷ୍ପତି ନେବେ। ଫଳରେ ରାଜ୍ୟ ସରକାର ଶ୍ରୀମନ୍ଦିର ପ୍ରଶାସନକୁ ରଥ ନିର୍ମାଣ କାମ ପାଇଁ ଅନୁମତି ଦେଇଥିଲେ। ଫଳରେ ରଥ ପ୍ରତିଷ୍ଠା ପରି କାମ କରାଯାଇଛି। ହେଲେ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଏହାକୁ ସ୍ଥଗିତ କରାଯିବ। ତେବେ ରଥଯାତ୍ରା ବନ୍ଦ ହେଲେ ପରବର୍ତ୍ତି ସମୟରେ କଣ ହେବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି କରିବେ।

ରଥଯାତ୍ରା ବନ୍ଦ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.