Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାସ୍କ ଲଗାଇ ତିନି ରଥରେ ଛେରା ପହଁରା କଲେ ଗଜପତି ଦିବ୍ୟସିଂହ ଦେବ, ଶଙ୍କରାଚାର୍ଯ୍ୟ ମଧ୍ୟ ପିନ୍ଧିଲେ
ଆଜିର ଖବର

ମାସ୍କ ଲଗାଇ ତିନି ରଥରେ ଛେରା ପହଁରା କଲେ ଗଜପତି ଦିବ୍ୟସିଂହ ଦେବ, ଶଙ୍କରାଚାର୍ଯ୍ୟ ମଧ୍ୟ ପିନ୍ଧିଲେ

June 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ମାସ୍କ ଲଗାଇ ତିନି ରଥରେ ଛେରା ପହଁରା କଲେ ଗଜପତି ଦିବ୍ୟସିଂହ ଦେବ, ଶଙ୍କରାଚାର୍ଯ୍ୟ ମଧ୍ୟ ପିନ୍ଧିଲେ

ପୁରୀ, ମୁହଁରେ ମାସ୍କ ଲଗାଇ ତିନି ରଥରେ ଛେରା ପହଁରା କରିଛନ୍ତି ଗଜପତି ଦିବ୍ୟସିଂହ ଦେବ। ନିର୍ଦ୍ଧାରିତ ସମୟରେ ତିନିଠାକୁର ରଥରେ ବିଜେ କରିବା ପରେ ଗଜପତି ତାଙ୍କ ଶ୍ରୀନଅରରୁ ବାହାରିଥିଲେ। ଏଥିରେ ଗଜପତି ମୁହଁରେ ମାସ୍କ ପରିଧାନ କରି ପାଲିଙ୍କିରେ ବସିଥିବାର ପରିଲକ୍ଷିତ ହୋଇଥିଲା। ଏପରିକି ପାଲିଙ୍କି ଆଣୁଥିବା ସେବକମାନେ ମଧ୍ୟ ମୁହଁରେ ମାସ୍କ ପିନ୍ଧିଥିବାର ଦେଖାଯାଇ ଥିଲା।

କୋଭିଡ19 ପାଇଁ ସ୍ନାନଯାତ୍ରା ବେଳେ ଗଜପତି ଛେରା ପହଁରା କରିବାକୁ ଆସି ନ ଥିଲେ।  ବୟସ ଦୃଷ୍ଟିରୁ ସେ ଭିଡ ଭିତରେ ନ ପଶି ତାଙ୍କ ମୁଦିରସ୍ତଙ୍କୁ ଏହି କାର୍ଯ୍ୟ କରିବା ପାଇଁ ପଠାଇଥିଲେ। ହେଲେ ରଥଯାତ୍ରାରେ ସେ ମାସ୍କ ପିନ୍ଧି ଏହି ରାଜକାର୍ଯ୍ୟ କରିଥିଲେ। ସୁପ୍ରିମକୋର୍ଟ କଟକଣା ଏବଂ କୋଭିଡ19ର ଗାଇଡଲାଇନ ଅନୁସାରେ ଗଜପତିଙ୍କ ସହିତ ଶ୍ରୀମନ୍ଦିର ସେବକ ଏବଂ ଶଙ୍କରାଚାର୍ଯ୍ୟ ମଧ୍ୟ ମାସ୍କ ପରିଧାନ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବିଏସଏନଏଲର କ୍ରମାଗତ ଅଭିବୃଦ୍ଧି ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

October 31, 2025

ଆଜିଠାରୁ ଭୁବନେଶ୍ୱରରେ ଦୁଇଦିନିଆ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଉପରେ ଜାତୀୟ ସମ୍ମିଳନୀ

October 31, 2025

ନଭେମ୍ବର ୨ରୁ ଶ୍ରୀକ୍ଷେତ୍ରରେ ମହାପଞ୍ଚୁକ ବ୍ରତ: ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବିଶେଷ ପଦକ୍ଷେପ

October 31, 2025

ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆ ମେରିଟାଇମ୍ ସପ୍ତାହ 2025 ରେ ଶ୍ରେଷ୍ଠ ଷ୍ଟଲ୍ ସମ୍ମାନ ହାସଲ କଲା ଓଡ଼ିଶା

October 31, 2025
Latest News

ବିଏସଏନଏଲର କ୍ରମାଗତ ଅଭିବୃଦ୍ଧି ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

October 31, 2025

ଆଜିଠାରୁ ଭୁବନେଶ୍ୱରରେ ଦୁଇଦିନିଆ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଉପରେ ଜାତୀୟ ସମ୍ମିଳନୀ

October 31, 2025

ନଭେମ୍ବର ୨ରୁ ଶ୍ରୀକ୍ଷେତ୍ରରେ ମହାପଞ୍ଚୁକ ବ୍ରତ: ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବିଶେଷ ପଦକ୍ଷେପ

October 31, 2025

ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆ ମେରିଟାଇମ୍ ସପ୍ତାହ 2025 ରେ ଶ୍ରେଷ୍ଠ ଷ୍ଟଲ୍ ସମ୍ମାନ ହାସଲ କଲା ଓଡ଼ିଶା

October 31, 2025

ସବୁ ସ୍କୁଲରେ ତୃତୀୟ ଶ୍ରେଣୀରୁ ପ୍ରଚଳନ କରାଯିବ ଏଆଇ ଉପରେ ପାଠ୍ୟକ୍ରମ 

October 31, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.