Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»2015 ଓ 2016 ମସିହା ପାଇଁ ଓଡି଼ଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା, ପଢନ୍ତୁ କେଉଁମାନେ ହେବେ ସମ୍ମାନିତ
ଜାତୀୟ ଖବର

2015 ଓ 2016 ମସିହା ପାଇଁ ଓଡି଼ଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା, ପଢନ୍ତୁ କେଉଁମାନେ ହେବେ ସମ୍ମାନିତ

July 10, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, 2015 ଓ 2016 ମସିହା ପାଇଁ ଓଡି଼ଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ଆଜି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା କାର୍ଯ୍ୟକାରୀ ପରିଷଦ ବୈଠକରେ ଏକାଡେମୀର ପୁରସ୍କାର ଘୋଷଣା କରାଯାଇଛି।

2015 ମସିହା ପୁରସ୍କାର ପାଇଁ ଯେଉଁମାନେ ମନୋନିତ ହୋଇଛନ୍ତି ସେମାନେ ହେଲେ

ଉପନ୍ୟାସ – ଗୋଟିଏ ଯୋଡି ଗାଁର କାହାଣୀ ପାଇଁ ନିତ୍ୟାନନ୍ଦ ପଣ୍ଡା

କ୍ଷୁଦ୍ରଗଳ୍ପ- ଗପର ମୁହଁ ପାଇଁ ପବିତ୍ର ପାଣିଗ୍ରାହୀ

କାବ୍ୟ କବିତା- ଗୋଧୂଳି ଗୀତ ପାଇଁ ବୀଣାପାଣି ପଣ୍ଡା

ନାଟକ ଓ ଏକକିଙ୍କା- ମଞ୍ଚମାୟା ଓ ନାଚୁଆ ଓ ଅନ୍ୟାନ୍ୟ ନାଟକ ପାଇଁ ଯୁଗ୍ମ ଭାବେ ସଂଜୟ ହାତୀ ଓ ନବୀନ କୁମାର ପରିଡ଼ା

ପ୍ରବନ୍ଧ ଓ ସମାଲୋଚନା-ସାହିତ୍ୟ ସମୋଲୋଚନା ତାତ୍ବିକ ଓ ପ୍ରାୟୋଗିକ ପ୍ରସଂଗ ପାଇଁ ପଞ୍ଚାନନ ମିଶ୍ର

ଜୀବନୀ ଓ ଭ୍ରମଣ ସାହିତ୍ୟ- ଲୌହମାନବ ସର୍ଦ୍ଦାର ପଟେଲ ପାଇଁ ଧରଣୀଧର ପାଣିଗ୍ରାହୀ

ଅନୁବାଦ- ତଥାପି କିଛି ରହିଯିବ ପାଇଁ ବିଜୟ କୁମାର ମହାନ୍ତି

ଶିଶୁ ସାହିତ୍ୟ- ଗଛଟିଏ ଗୀତଟିଏ ପାଇଁ ରବୀନ୍ଦ୍ର ବିଶ୍ବାଳ

ଗୀତି କବିତା- ପ୍ରତି ପଲକରେ ତୁମେ ପାଇଁ ମନୋଜ ମହାନ୍ତି

2016 ମସିହା ପୁରସ୍କାର ପାଇଁ ଯେଉଁମାନେ ମନୋନିତ ହୋଇଛନ୍ତି

ଉପନ୍ୟାସ- ଅମ୍ବା ପାଇଁ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ

କ୍ଷୁଦ୍ରଗଳ୍ପ- ରମାକୁ ମାରିବାର ପାଞ୍ଚଟି ଉପାୟ ପାଇଁ ଦେବଦାସ ଛୋଟରାୟ

କାବ୍ୟ କବିତା- ଫେରନ୍ତି ଘର ପାଇଁ ଭଗବାନ ଜୟସିଂହ

ନାଟକ ଓ ଏକାଙ୍କିକା- ଆତ୍ମଲିପି ଓ ଅନ୍ୟାନ୍ୟ ପାଇଁ ଫକୀର ସିଂହ

ପ୍ରବନ୍ଧ ଓ ସମାଲୋଚନା- ପ୍ରସନ୍ନ କୁମାର ସ୍ବାଇଁ

ଜୀବନୀ ଓ ଭ୍ରମଣ ସାହିତ୍ୟ- ଯୁଗ୍ମ ଭାବେ ସୁରେନ୍ଦ୍ର କୁମାର ମହାରଣା ଓ ପ୍ରଦୋଷ ପଟ୍ଟନାୟକ

ଅନୁବାଦ- ମେଘବାହାନ ପାଇଁ ଶାରଦା ରଥ,

ଶିଶୁ ସାହିତ୍ୟ- ଚୁଇଁ ଚଢେଇ ପାଇଁ ଦେବେନ୍ଦ୍ର ଚୌଧୁରୀ

ଗୀତି କବିତା- ମିଶ୍ରରାଗ ପାଇଁ ମିଶ୍ର ସତ୍ୟ ନାରାୟଣ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ଏକ ସ୍ବତନ୍ତ୍ର ଉତ୍ସବରେ ପୁରସ୍କୃତ ଲେଖକମାନଙ୍କୁ ସମ୍ମାନିତ କରାଯିବ।

ସାହିତ୍ୟ ଏକାଡେମୀ ପୁରସ୍କାର
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୫ରେ ଓଡ଼ିଶାରେ ଦୁଇ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଛି ଜିଓ ଏୟାରଫାଇବର: ଟ୍ରାଇ ତଥ୍ୟ

February 13, 2026

‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

February 13, 2026

ନିର୍ବାଚନ କମିଶନଙ୍କ କଠୋର ଆଭିମୁଖ୍ୟ: ବଙ୍ଗଳାରେ ଭୋଟର ତାଲିକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିର୍ଦ୍ଦେଶ

February 13, 2026

ରାଷ୍ଟ୍ରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା

February 13, 2026
Latest News

୨୦୨୫ରେ ଓଡ଼ିଶାରେ ଦୁଇ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଛି ଜିଓ ଏୟାରଫାଇବର: ଟ୍ରାଇ ତଥ୍ୟ

February 13, 2026

‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

February 13, 2026

ନିର୍ବାଚନ କମିଶନଙ୍କ କଠୋର ଆଭିମୁଖ୍ୟ: ବଙ୍ଗଳାରେ ଭୋଟର ତାଲିକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିର୍ଦ୍ଦେଶ

February 13, 2026

ରାଷ୍ଟ୍ରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା

February 13, 2026

ରଣପୁର: ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଯାପିତ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.