Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ଏଥର ରାକ୍ଷୀ ପୂର୍ଣ୍ଣିମାରେ ରହିଛି ଅଶୁଭ ଭଦ୍ରା କାଳ, ତେବେ କେତେବେଳେ ଅଛି ରାକ୍ଷୀ ବାନ୍ଧିବାର ଶୁଭ ମୂହୁର୍ତ୍ତ
ଧର୍ମ

ଏଥର ରାକ୍ଷୀ ପୂର୍ଣ୍ଣିମାରେ ରହିଛି ଅଶୁଭ ଭଦ୍ରା କାଳ, ତେବେ କେତେବେଳେ ଅଛି ରାକ୍ଷୀ ବାନ୍ଧିବାର ଶୁଭ ମୂହୁର୍ତ୍ତ

August 8, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏଥର ରାକ୍ଷୀ ପୂର୍ଣ୍ଣିମା
ଏଥର ରାକ୍ଷୀ ପୂର୍ଣ୍ଣିମାରେ ରହିଛି ଅଶୁଭ ଭଦ୍ରା କାଳ, ତେବେ କେତେବେଳେ ରାକ୍ଷୀ ବାନ୍ଧିବାର ଅଛି ଶୁଭ ମୂହୁର୍ତ୍ତ

ଭୁବନେଶ୍ବର: ଆସନ୍ତାକାଲି ଶନିବାର ହେଉଛି ରାକ୍ଷୀ ପୂର୍ଣ୍ଣିମା ବା ରକ୍ଷା ବନ୍ଧନ। ଏହିଦିନ ଭାଇ ହାତରେ ଉଭଣୀ ରାକ୍ଷୀ ବାନ୍ଧିଥାଏ। କାରଣ ହେଲା ରାକ୍ଷୀକୁ ସାକ୍ଷୀ ରଖି ଭାଇ ସବୁବେଳେ ଭଉଣୀର ସୁରକ୍ଷା କବଚ ସାଜିବ ବୋଲି କହିଥାଏ। ସେଥିପାଇଁ ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧି ତାଙ୍କର ଶୁଭ ମନାସୀ ଥାନ୍ତି।

ତେବେ ଚଳିତ ବର୍ଷ ଏହି ରାକ୍ଷୀ ବନ୍ଧନ କେତେବେଳେ ଆରମ୍ଭ ହେଉଛି ଏବଂ ରାକ୍ଷୀ ବାନ୍ଧିବା ପାଇଁ କେତେବେଳେ ଶୁଭ ମୂହୁର୍ତ୍ତ ତାହା ଜାଣିବା ଆବଶ୍ୟକ ରହିଛି। କାରଣ ଶୁଭ ସମୟରେ ଭାଇର ହାତରେ ରାକ୍ଷୀ ବାନ୍ଧିଲେ ତାହା ଶୁଭ ପ୍ରଦ ହୋଇଥାଏ। ବିଭିନ୍ନ ଜ୍ୟୋତିଷଙ୍କ ସହିତ ଆଲୋଚନା ପରେ ଆମେ ରାକ୍ଷୀ ବନ୍ଧନର ଶୁଭ ମୂହୁର୍ତ୍ତ ବାହାର କରିଛୁ। ତାହା ହେଲା….

ରକ୍ଷା ବନ୍ଧନ ୨୦୨୫: ରାକ୍ଷୀ ବନ୍ଧନ ପାଇଁ ଶୁଭ ମୁହୂର୍ତ୍ତ, ସମୟ

ରାକ୍ଷୀ ବନ୍ଧନ ଦିନ– ଶନିବାର, ଅଗଷ୍ଟ ୯ ତାରିଖରେ

ରାକ୍ଷୀ ବନ୍ଧନ ପାଇଁ ଶୁଭ ମୁହୂର୍ତ୍ତ – ସକାଳ ୫:୪୭ ରୁ ଅପରାହ୍ନ ୧:୨୪, ଅଗଷ୍ଟ ୯ ରେ

ଅବଧି – ୭ ଘଣ୍ଟା ୩୭ ମିନିଟ୍

ପୂର୍ଣ୍ଣିମା ତିଥି ଆରମ୍ଭ – ଅଗଷ୍ଟ ୮, ୨୦୨୫ ରେ ଅପରାହ୍ନ ୨:୧୨

ପୂର୍ଣ୍ଣିମା ତିଥି ଶେଷ – ଅଗଷ୍ଟ ୯, ୨୦୨୫ ରେ ଅପରାହ୍ନ ୧:୨୪

୯ ତାରିଖ ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଭଦ୍ରାକାଳ ଅବଧି ଶେଷ ହେବ। ବିଶ୍ୱାସ କରାଯାଏ ଯେ ଭଦ୍ରା କାଳରେ ରକ୍ଷା ବନ୍ଧନ ରୀତିନୀତି କରିବା ଉଚିତ୍ ନୁହେଁ।  ପୂର୍ଣ୍ଣିମା ତିଥିର ପ୍ରଥମାର୍ଦ୍ଧରେ ଭଦ୍ରାକାଳ ରହୁଛି। ସେଥିପାଇଁ ସୂର୍ଯ୍ୟୋଦୟ ପରେ ରକ୍ଷା ବନ୍ଧନ କାର୍ଯ୍ୟ କରିବା ଉଚିତ।

Raksha Bandhan ରକ୍ଷା ବନ୍ଧନ ରାକ୍ଷୀ ପୂର୍ଣ୍ଣିମା ରାକ୍ଷୀ ପୂର୍ଣ୍ଣିମାରେ ଭଦ୍ରାକାଳ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି ଏବଂ ଇନ୍ଦ୍ର ହାତୀ ପ୍ରସ୍ତାବ ଅନୁଷ୍ଠିତ

September 7, 2025

ଭୁବନେଶ୍ବରରେ ଅନ୍ତର୍ଜାତୀୟ ସ୍ବଚ୍ଛ ବାୟୁ ଦିବସ ପାଳିତ

September 7, 2025

ଆଜି ରାତିରେ ଆକାଶରେ ଦୀର୍ଘ ସମୟ ଧରି ଦେଖାଯିବ ଏକ ଚମତ୍କାର ଦୃଶ୍ୟ, ରକ୍ତଚନ୍ଦ୍ର

September 7, 2025

ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ ପରେ ବଡ ଚିନ୍ତାରେ ଅଛନ୍ତି ବିଜେଡି ନେତା

September 7, 2025
Latest News

ଚତୁର୍ଥ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଲା ଭାରତ, ଦକ୍ଷିଣ କୋରିଆକୁ ପରାସ୍ତ କରି ରଚିଲା ଇତିହାସ

September 7, 2025

ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି ଏବଂ ଇନ୍ଦ୍ର ହାତୀ ପ୍ରସ୍ତାବ ଅନୁଷ୍ଠିତ

September 7, 2025

ଭୁବନେଶ୍ବରରେ ଅନ୍ତର୍ଜାତୀୟ ସ୍ବଚ୍ଛ ବାୟୁ ଦିବସ ପାଳିତ

September 7, 2025

ପ୍ରକାଶ ପାଇଲା ୨୦୨୫ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆର ଜର୍ସି

September 7, 2025

ଏୟାର ଇଣ୍ଡିଆର ବଡ଼ ଘୋଷଣା, ସେବା ଅଭାବ ହେଲେ ଯାତ୍ରୀମାନଙ୍କୁ ମିଳିବ ଏହି ଉପହାର

September 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.