Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ଲୋକସଭା ନିର୍ବାଚନ ଫଳାଫଳ ଅପଡେଟ: ବଦଳିଲା ସ୍ଥିତି, ଏନଡିଏ -ଇଣ୍ଡିଆ ମେଣ୍ଟ ମଧ୍ୟରେ କଡା ଟକ୍କର
ନିର୍ବାଚନ ଖବର

ଲୋକସଭା ନିର୍ବାଚନ ଫଳାଫଳ ଅପଡେଟ: ବଦଳିଲା ସ୍ଥିତି, ଏନଡିଏ -ଇଣ୍ଡିଆ ମେଣ୍ଟ ମଧ୍ୟରେ କଡା ଟକ୍କର

June 4, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ଦେଶରେ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ହେବ। ସକାଳ ୮ ଟାରୁ ସାରା ଦେଶରେ ଭୋଟ ଗଣତି ଆରମ୍ଭ ହୋଇଯାଇଛି। କିନ୍ତୁ ପ୍ରାରମ୍ଭିକ ଗଣତିରେ ଏନଡିଏ କୁ ଇଣ୍ଡିଆ ମେଣ୍ଟ କଡା ଟକ୍କର ଦେଉଛି। ଯଦି ଏହିଭଳି ସ୍ଥିତି ରହିବ, ତେବେ ସମସ୍ତ ଏକଜିଟ ପୋଲ ଭୁଲ ପ୍ରମାଣିତ ହେବ।

ତେବେ ବର୍ତ୍ତମାନ ଟ୍ରେଣ୍ଡ ଅନୁଯାୟୀ, ମୋଟ ୫୪୩ ଆସନରୁ ୫୨୬ ଆସନର ଗଣତି ଫଳାଫଳ ଆସିଛି, ଯେଉଁଥିରେ ଏନଡିଏ କୁ ୨୯୧ ଆସନ ମିଳିଥିବା ବେଳେ ଇଣ୍ଡିଆକୁ ୨୧୬ ଆସନରେ ଅଗ୍ରଣୀ ହାସଲ ହୋଇଛି।

Congress election 2024 india Loksabha Election NDA
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ମୁକ୍ତି ଦିବସକୁ ରାଜ୍ୟ ସ୍ତରରେ ପାଳନ କରିବାକୁ ନିବେଦନ

June 7, 2026

କକ୍ରୋଚ୍ ଜନତା ପାର୍ଟି ପରେ ‘ଚିଣ୍ଟି ଜନତା ପାର୍ଟି’: ନୂଆ ଦଳ ଗଠନ କଲେ ପୂର୍ବତନ ବିଜେପି ନେତା

June 7, 2026

“ଅସରପା ପାଇଁ ପ୍ରତିରୋଧକ ଔଷଧ ଉପଲବ୍ଧ”: CJP ର ପ୍ରତିବାଦ ଉପରେ କୁମାର ବିଶ୍ୱାସଙ୍କ କଟାକ୍ଷ

June 7, 2026

‘୭ ଦିନରେ ନିଷ୍ପତ୍ତି ନିଅନ୍ତୁ’: ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପର୍କରେ ସରକାରକୁ ଚେତାବନୀ ଦେଲା ସିଜେପି

June 7, 2026
Latest News

ବାଣପୁର ମୁକ୍ତି ଦିବସକୁ ରାଜ୍ୟ ସ୍ତରରେ ପାଳନ କରିବାକୁ ନିବେଦନ

June 7, 2026

Kathmandu KLF 2026: ନେପାଳରେ ଉଦଘାଟିତ ହେଲା କାଠମାଣ୍ଡୁ-କଳିଙ୍ଗ ସାହିତ୍ୟ ମହୋତ୍ସବ

June 7, 2026

ଖୋର୍ଦ୍ଧାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

June 7, 2026

କକ୍ରୋଚ୍ ଜନତା ପାର୍ଟି ପରେ ‘ଚିଣ୍ଟି ଜନତା ପାର୍ଟି’: ନୂଆ ଦଳ ଗଠନ କଲେ ପୂର୍ବତନ ବିଜେପି ନେତା

June 7, 2026

“ଅସରପା ପାଇଁ ପ୍ରତିରୋଧକ ଔଷଧ ଉପଲବ୍ଧ”: CJP ର ପ୍ରତିବାଦ ଉପରେ କୁମାର ବିଶ୍ୱାସଙ୍କ କଟାକ୍ଷ

June 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.