Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»Nuapada Bypoll: ନୂଆପଡାରୁ ଜବତ ହେଲା ବହୁ ପରିମାଣର ମଦ, ଏହାର ମୂଲ୍ୟ କେତେ ହେବ ଜାଣନ୍ତି?
ନିର୍ବାଚନ ଖବର

Nuapada Bypoll: ନୂଆପଡାରୁ ଜବତ ହେଲା ବହୁ ପରିମାଣର ମଦ, ଏହାର ମୂଲ୍ୟ କେତେ ହେବ ଜାଣନ୍ତି?

November 6, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Nuapada Bypoll
Nuapada Bypoll: ନୂଆପଡାରୁ ଜବତ ହେଲା ବହୁ ପରିମାଣର ଦେଶୀ ବିଦେଶୀ ମଦ, ଜାଣନ୍ତୁ କେତେ ଟଙ୍କାର..

Nuapada Bypoll: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ବ୍ୟାପକ ତଲାସୀ ଅଭିଯାନ ଚାଲିଛି । ଗତ ମଙ୍ଗଳବାର ଦିନ ବିଭାଗୀୟ ଅଧିକାରୀମାନେ ଯାଞ୍ଚ କରି ୧୫୦ଲିଟର ହାତ ରନ୍ଧା ମଦ, ୧୦୭ଲିଟର ବାହାର ଭାଟି ମଦ, ୪୩୦୦ କେଜି ମହୁଲ ପୋଚ ଏବଂ ଗୋଟିଏ ବାଇକ ଜବତ କରିଛନ୍ତି । ଏସବୁର ଆନୁମାନିକ ମୂଲ୍ୟ ୦୩ ଲକ୍ଷ ୨୧ ହଜାର ୮୫୦ ଟଙ୍କା ହେବ।

ଅଦ୍ୟାବଧି ଅବକାରୀ ବିଭାଗ ୭୭ ଲିଟର ବିଅର୍, ୪୨ ଲିଟର ବିଦେଶୀ ମଦ, ୬୭୬୫ ଲିଟର ହାତ ରନ୍ଧା ମଦ, ୧୪୧୯ ଲିଟର ବାହାର ଭାଟି ମଦ, ୬୦କେଜି ଗଞ୍ଜେଇ ଏବଂ ୧,୬୬ ,୬ ୫୦ କେଜି ମହୁଲ ପୋଚ ଜବତ କରିଛନ୍ତି । ଏସବୁର ଆନୁମାନିକ ମୂଲ୍ୟ ୧ କୋଟି ୧୬ ଲକ୍ଷ ୦୬ ହଜାର ୩୮୬ ଟଙ୍କା ହେବ।

ଏହା ସହିତ ଛଅ ଗୋଟି ବାଇକ୍ ଏବଂ ଏକ ଚାରିଚକିଆ ଯାନ ମଧ୍ୟ ଅବକାରୀ ବିଭାଗ ଜବତ କରିଛନ୍ତି । ନିର୍ବାଚନ ସମୟରେ ବେଆଇନ୍ ଅବକାରୀ ସାମଗ୍ରୀ ଚାଲାଣ ଓ କାର୍ଯ୍ୟକଳାପ ସମ୍ପୂର୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳ ନିୟୋଜିତ ସମସ୍ତ ଟିମ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Nuapada Bypoll ଅବକାରୀ ବିଭାଗ ନୂଆପଡାରୁ ମଦ ଜବତ
Share. Facebook Twitter LinkedIn Email WhatsApp Copy Link

Related Posts

କୁଚ ବିହାର ଟ୍ରଫି: ହିମାଚଳ ପ୍ରଦେଶର ପ୍ରଥମ ପାଳିରେ 181 ରନ, ଓଡିଶାର 44/0

December 17, 2025

ଡିଏଭି ପବ୍ଲିକ୍ ସ୍କୁଲ ପୋଖରୀପୁଟରେ ବାର୍ଷିକ ଉତ୍ସବ ”ବସ୍ତାନି” ଉଦଯାପିତ

December 17, 2025

ଦଶ ଦିବସୀୟ ଖୋର୍ଦ୍ଧା ମହୋତ୍ସବ -୨୦୨୫, ରୌପ୍ୟ ଜୟନ୍ତୀ ସମାରୋହ ଉଦ୍ଘାଟିତ

December 17, 2025

ପୂର୍ବତଟ ରେଳପଥ ଦ୍ୱାରା ପ୍ରମୁଖ ପାର୍ସଲ୍ ଗ୍ରାହକମାନଙ୍କ ସହ ବ୍ୟବସାୟିକ ସୁଗମତା ବୈଠକ

December 16, 2025
Latest News

ଇଥିଓପିଆର ସର୍ବୋଚ୍ଚ ସମ୍ମାନ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ

December 17, 2025

“WFH ନିୟମକୁ ୧୦୦% ପାଳନ କରନ୍ତୁ, ନଚେତ୍…”: ବର୍ଦ୍ଧିତ ପ୍ରଦୂଷଣ ମଧ୍ୟରେ ଦିଲ୍ଲୀ ସରକାରଙ୍କ ଚେତାବନୀ

December 17, 2025

ଭେନେଜୁଏଲା ଉପରେ ଟ୍ରମ୍ପଙ୍କ ବଡ କଟକଣା: ତେଲ ଟ୍ୟାଙ୍କରଗୁଡ଼ିକୁ ନିଷେଧ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି

December 17, 2025

ଆଜି ଭାରତୀୟ ନୌସେନାରେ ସାମିଲ ହେବ INAS 335

December 17, 2025

ଖୁବ୍‌ଶୀଘ୍ର ଭାରତରେ ଟୟୋଟା ଲଞ୍ଚ କରିବ ପ୍ରଥମ ଇଲେକ୍ଟ୍ରିକ୍ କାର: ଜାଣନ୍ତୁ ମୂଲ୍ୟ ଓ ପରିସର

December 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.