Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»Jay MLA Oath: ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢୋଲକିଆ, କେତେ ପାଇବେ ଟଙ୍କା?
ନିର୍ବାଚନ ଖବର

Jay MLA Oath: ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢୋଲକିଆ, କେତେ ପାଇବେ ଟଙ୍କା?

November 20, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Jay MLA Oath:
Jay MLA Oath: ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢୋଲକିଆ, କେତେ ପାଇବେ ଟଙ୍କା?

Jay MLA Oath: ଆଜି ନୂଆପଡା ଉପନିର୍ବାଚନରେ ବିଜୟ ଲାଭ କରିଥିବା ଜୟ ଢୋଲକିଆ ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ବିଧାନସଭାରେ ବାଚସ୍ପତି ସୁରମା ପାଢୀଙ୍କ କାର୍ଯ୍ୟାଳୟରେ ସେ ଏହି ଶପଥ ଗ୍ରହଣ କରିଥିଲେ। ଏହି ସମୟରେ ତାଙ୍କ ମାଆ ଏବଂ ଧର୍ମପତ୍ନୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସେହିପରି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗମ, ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ।

Jay MLA Oath

ସେ ଆଜିଠାରୁ ବିଧିବଧ ଭାବେ ବିଧାୟକ ଭାବେ ପରିଚିତ ହେଲେ। ଏହାପରେ ତାଙ୍କୁ ସମସ୍ତ ସରକାରୀ ସୁବିଧା ମିଳିବ। ଏଥିରେ ତାଙ୍କର ମାସିକ ଦରମା 35000 ଟଙ୍କା ମାସିକ ରହିଛି। ସେହିପରି ତାଙ୍କର ଅନ୍ୟାନ୍ୟ ସୁବିଧା ପାଇଁ ମାସିକ 65000 ଟଙ୍କା ହୋଇ ମୋଟ 100000 ଟଙ୍କା ପାଇବେ। ଏହା ସହିତ ସେ ବିଧାନସଭା ଅଧିବେଶନ ବେଳେ ଦୈନିକ 1500 ଟଙ୍କା ମଧ୍ୟ ପାଇବେ।

Train Accident Mock Drill Conducted at Hindol Station by Khurda Road Division (To Read Click Here)

Jay Dholkia Jay MLA Oath Jay Takes Oath ଜୟ ଢୋଲକିଆ ନୂଆପଡା ଉପନିର୍ବାଚନ ନୂଆପଡା ବିଧାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ଇସ୍ପାତ କ୍ଷେତ୍ରରେ ପ୍ରଗତି ଲାଗି ଭୁବନେଶ୍ୱରରେ ଚିନ୍ତନ ଶିବିରକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

November 20, 2025

ରେଢ଼ାଖୋଲ ଭୀମଭୋଇ ଛକରେ ଦୁର୍ଘଟଣା: ବ୍ୟବସାୟୀ ମୃତ

November 20, 2025

ସ୍ବତନ୍ତ୍ର ଶିକ୍ଷକ ପଦବୀ ଅନୁମୋଦନ ପାଇଁ ଓଏସଇଏଫଡ଼ି ପକ୍ଷରୁ ଶିକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜ୍ଞାପନ

November 20, 2025

ନୂଆପଡା ଉପନିର୍ବାଚନକୁ ନେଇ ବିଜେଡି ନେତା ଭୂପିନ୍ଦର ସିଂଙ୍କ ବିସ୍ପୋରଣ,କହିଲେ..

November 20, 2025
Latest News

୩୧୦୦ କୋଟି ଠକେଇର ପର୍ଦ୍ଦାଫାସ: ଲଗଜରୀ କାର, ନଗଦ ଏବଂ କ୍ରିପ୍ଟୋ ଜବତ, ପାଞ୍ଚ ଗିରଫ

November 20, 2025

ଭାରତର ଇସ୍ପାତ କ୍ଷେତ୍ରରେ ପ୍ରଗତି ଲାଗି ଭୁବନେଶ୍ୱରରେ ଚିନ୍ତନ ଶିବିରକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

November 20, 2025

“ବୁଦ୍ଧିଜୀବୀମାନେ ଆତଙ୍କବାଦୀ ହୋଇଗଲେ ଅଧିକ ବିପଦପୂର୍ଣ୍ଣ ହୋଇଯାଆନ୍ତି”: ସୁପ୍ରିମକୋର୍ଟରେ କହିଲା ପୋଲିସ

November 20, 2025

ରେଢ଼ାଖୋଲ ଭୀମଭୋଇ ଛକରେ ଦୁର୍ଘଟଣା: ବ୍ୟବସାୟୀ ମୃତ

November 20, 2025

ସ୍ବତନ୍ତ୍ର ଶିକ୍ଷକ ପଦବୀ ଅନୁମୋଦନ ପାଇଁ ଓଏସଇଏଫଡ଼ି ପକ୍ଷରୁ ଶିକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜ୍ଞାପନ

November 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.