Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୋକଙ୍କ ସହ ଯୋଡି ହେବା ପାଇଁ ‘ଜୀ ସାର୍ଥକ’ର ଅଭିନବ ପ୍ରୟାସ: ଗାଁ ଗହଳିରେ ପହଞ୍ଚିବ ଏଲଇଡି ଭ୍ୟାନ
ଆଜିର ଖବର

ଲୋକଙ୍କ ସହ ଯୋଡି ହେବା ପାଇଁ ‘ଜୀ ସାର୍ଥକ’ର ଅଭିନବ ପ୍ରୟାସ: ଗାଁ ଗହଳିରେ ପହଞ୍ଚିବ ଏଲଇଡି ଭ୍ୟାନ

June 25, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆପଣମାନଙ୍କ ପାଖରେ ଜୀ ସାର୍ଥକ ପହଞ୍ଚିବ। ସେଥିପାଇଁ ଜୀ ସାର୍ଥକ ଏକ ଭିନ୍ନ ଢଙ୍ଗରେ ପ୍ରଚାର ଅଭିଯାନ ଆରମ୍ଭ କରିଛି। ଏଲଇଡି ଭ୍ୟାନ ମାଧ୍ୟମରେ ସମସ୍ତ ଜ଼ିଲ୍ଲାରେ ଜୀ ସାର୍ଥକ ଭିନ୍ନ ଢଙ୍ଗରେ ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଗତକାଲି ଠାରୁ ଏହାର ଶୁଭାରମ୍ଭ କରାଯାଇଛି।

ଏହି ଭ୍ୟାନ ଓଡିଶାର ସମସ୍ତ ଜିଲ୍ଲାର ବିଭିନ୍ନ ଗାଁ ଗହଳିକୁ ଯାଇ ଲୋକଙ୍କ ସହ ସମ୍ପର୍କକୁ ଆହୁରି ମଜଭୁତ କରିବ। ଜୀ ସାର୍ଥକର ସିରିୟଲ ଅଭିନେତ୍ରୀମାନଙ୍କ ଫଟୋସହ ବ୍ରାଣ୍ଡ ଫିଲ୍ମ ଭିଡ଼ିଓ ଏହି ଭ୍ୟାନରେ ସ୍ଥାନ ପାଇଛି। ଓଡିଆ ଦର୍ଶକଙ୍କ ସହ ଯୋଡି ହେବାକୁ ଏହା ଏକ ଭିନ୍ନ ପ୍ରୟାସ।

ତେବେ ନିକଟରେ ଚ୍ୟାନେଲ ତରଫରୁ ନୂଆ ବ୍ରାଣ୍ଡ ପରିଚୟ ପ୍ରସ୍ତୁତ କରାଯାଇଛି। ଯାହାର ନାଁ ରହିଛି, ‘ନୂଆ କାହାଣୀ ନୂଆ ରଙ୍ଗରେ, ଅତୁଟ ସମ୍ପର୍କ ଆମ ସାଙ୍ଗରେ’.. ଏହି ଥିମ୍ ଓ ବ୍ରାଣ୍ଡ ଫିଲ୍ମ ପ୍ରମୋସନ ପାଇଁ ଏଲଇଡି ଭ୍ୟାନ ଓଡିଶାର ସମସ୍ତ ଜ଼ିଲ୍ଲାରେ ପ୍ରଚାର କରିବ। ଏହି ଟାବଲୋରେ ଲାଗିଥିବା ଏଲଇଡିରେ ଲୋକେ ଜୀ ସାର୍ଥକରେ ପ୍ରସାରିତ ସିରିୟଲ ଓ ଫିଲ୍ମର ପ୍ରମୋ ଦେଖିପାରିବେ।

ନୂଆ ନୂଆ କାହାଣୀ ସହ ସିରିୟଲ ଏବଂ ସିନେମା ଓଡିଆ ଦର୍ଶକଙ୍କୁ ଭେଟି ଦେଉଛି ଜୀ ସାର୍ଥକ। ଝିଲି, ସର୍ବଜୀତା ଅନୁ, ବିଜୟିନୀ, ସୁନା ଝିଅ ଓ ଦିଦି ନମ୍ବର ୧ ଭଳି ସିରିୟଲ ଦର୍ଶକଙ୍କ ଦ୍ୱାରା ଆଦୃତି ପାଇଛି। ତେଣୁ ଏହି ସମ୍ପର୍କକୁ ଆହୁରି ମଜଭୁତ କରିବାକୁ ଓଡିଶାର ପୁର ପଲ୍ଲୀରେ ୨ଟି ଭ୍ୟାନ ପରିଭ୍ରମଣ କରିବ।

ବିଭିନ୍ନ ଗେମ ସୋ ମାଧ୍ୟମରେ ଲୋକଙ୍କୁ ଆକୃଷ୍ଟ କରିବା ସହ ଜୀ ସାର୍ଥକର ବ୍ରାଣ୍ଡ ପ୍ରମୋସନ ଭିନ୍ନ ଢ଼ଙ୍ଗରେ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଜୀ ସାର୍ଥକ ପ୍ରତି ଦର୍ଶକଙ୍କ ଭଲପାଇବା ବଢ଼ି ଚାଲିଥିବା ବେଳେ ଏହି ବ୍ରାଣ୍ଡ ଭ୍ୟାନ ଆକ୍ଟିଭିଟି ପୁଣି ନୂଆ ଇତିହାସ ଲେଖିଛି ବୋଲି ମୁଖ୍ୟ ଚ୍ୟାନେଲ ଅଧିକାରୀ ପ୍ରତୀକ ସିଲ କହିଛନ୍ତି।

ଜୀ ସାର୍ଥକ ପ୍ରଚାର ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା: ଜାଣନ୍ତୁ ମ୍ୟାଚ୍ ପୂର୍ବାନୁମାନ

June 21, 2026

ତିରୁଭଲ୍ଲୁରରେ ଅମୋନିଆ ଗ୍ୟାସ ଲିକ୍: ୭ ମହିଳାଙ୍କ ମୃତ୍ୟୁ

June 21, 2026

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ସମ୍ପର୍କରେ ICC ବଡ଼ ନିଷ୍ପତ୍ତି: ସାମ୍ନାକୁ ଆସିଲା ନୂଆ ଅପଡେଟ୍

June 21, 2026

ଏକ ସୁଦୃଢ଼ ଗଣତନ୍ତ୍ରର ସର୍ବୋତ୍ତମ ସମ୍ପଦ ହେଉଛନ୍ତି ସୁସ୍ଥ ନାଗରିକ: ଲୋକସଭା ବାଚସ୍ପତି

June 21, 2026
Latest News

ଆଜି ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା: ଜାଣନ୍ତୁ ମ୍ୟାଚ୍ ପୂର୍ବାନୁମାନ

June 21, 2026

ତିରୁଭଲ୍ଲୁରରେ ଅମୋନିଆ ଗ୍ୟାସ ଲିକ୍: ୭ ମହିଳାଙ୍କ ମୃତ୍ୟୁ

June 21, 2026

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ସମ୍ପର୍କରେ ICC ବଡ଼ ନିଷ୍ପତ୍ତି: ସାମ୍ନାକୁ ଆସିଲା ନୂଆ ଅପଡେଟ୍

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଏକ ସୁଦୃଢ଼ ଗଣତନ୍ତ୍ରର ସର୍ବୋତ୍ତମ ସମ୍ପଦ ହେଉଛନ୍ତି ସୁସ୍ଥ ନାଗରିକ: ଲୋକସଭା ବାଚସ୍ପତି

June 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.