Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜଧାନୀରେ ଖୋଲିଲା ନାଇଟ୍ କ୍ଲବ୍ ‘କନେକ୍ଟ’
ଆଜିର ଖବର

ରାଜଧାନୀରେ ଖୋଲିଲା ନାଇଟ୍ କ୍ଲବ୍ ‘କନେକ୍ଟ’

December 18, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵର ଓଡ଼ିଶାର କଳା, ସଂସ୍କୃତିର କେନ୍ଦ୍ର ସ୍ଥଳ। ଏହା ସହ ବିଶ୍ୱରେ ସ୍ପୋର୍ଟସ କ୍ୟାପିଟାଲ ଭାବରେ ମଧ୍ୟ ଭୁବନେଶ୍ଵର ବେଶ ଜଣାଶୁଣା। ଏସବୁ ସହିତ ଆଧୁନିକତାର ଛାପ ଆଣିବା ସହ ଏବେ ଯୋଡ଼ି ହୋଇଛି ଫ୍ୟାଶନ ଓ ନାଇଟ କ୍ଲବ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବରଠାରେ ଅଭିନେତ୍ରୀ ତଥା ଡିଜେ ଗାର୍ଲ ଉଦିତା ଗୋସ୍ଵାମୀଙ୍କ ଦ୍ଵାରା ଏକ ନାଇଟ୍ କ୍ଲବ୍ ‘କନେକ୍ଟ’ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଗ୍ ବସ୍ ପ୍ରତିଯୋଗୀ ଫ୍ୟାଶନ ଡିଜାଇନର୍ ସବ୍ୟସାଚୀ ସତପଥୀ ଓ ଉପସ୍ଥାପିକା ଲିପ୍ସା ପଣ୍ଡା ଉପସ୍ଥିତ ଥିଲେ।

ଉଦଘାଟନୀ ଉତ୍ସବରେ ଉଦିତାଙ୍କ ଡିଜେ ଉପସ୍ଥିତ ସମସ୍ତଙ୍କୁ ସଙ୍ଗୀତରେ ମତୁଆଲା କରିଥିଲେ। ଉଦଯାପନୀ ସମାରୋହ ପରେ ଉଦିତାଙ୍କୁ ପାରମ୍ପରିକ ଓଡ଼ିଆ ଖାଦ୍ୟ ପରିବେଷଣ କରାଯାଇଥିଲା।ଓଡ଼ିଶାର ଖାଦ୍ୟ ଅତ୍ୟନ୍ତ ସ୍ଵାଦିଷ୍ଟ ଏବଂ ବିଶେଷ ଭାବରେ ସେ ଡାଲମାର ପ୍ରଶଂସା କରିଥିଲେ।

ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ‘କନେକ୍ଟ’ ର ସ୍ୱତ୍ତ୍ୱାଧିକାରୀ ରୁଦ୍ର ନାରାୟଣ ବେହେରା ପରିଚାଳନା କରିଥିଲେ। ଉପରେ ରେଷ୍ଟୁରାଣ୍ଟ ଓ ତଳେ ନାଇଟ୍ କ୍ଲବ୍ ଏପରି ଏକ କନସେପ୍ଟ ପ୍ରଥମ ଥର ପାଇଁ ଓଡ଼ିଶାରେ ଆରମ୍ଭ ହୋଇଛି ଏବଂ ସୁସ୍ୱାଦୁ ଖାଦ୍ୟ ସହ ମନୋରଞ୍ଜନର ଏହି ସମ୍ମିଶ୍ରଣ ଲୋକଙ୍କୁ ନିଶ୍ଚୟ ଆକୃଷ୍ଟ କରିବ ବୋଲି ଶ୍ରୀ ବେହେରା କହିଛନ୍ତି।

ଭୁବନେଶ୍ଵର
Share. Facebook Twitter LinkedIn Email WhatsApp Copy Link

Related Posts

ATMରୁ ଫଟା ନୋଟ୍ ବାହାରିଲେ ଚିନ୍ତା ନାହିଁ! ବ୍ୟାଙ୍କ ଦେବ ଟଙ୍କା, ଜାଣନ୍ତୁ ବଦଳାଇବାର ସମ୍ପୂର୍ଣ୍ଣ ନିୟମ

September 13, 2026

ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

September 13, 2026

ସମ୍ବଲପୁରରେ ଅପରାଧୀ ଇରଫାନକୁ ପୁଲିସ ଏନକାଉଣ୍ଟର

September 13, 2026

Ganesh Puja 2026: ଆସନ୍ତାକାଲି ଗଣେଷ ପୂଜା, ପ୍ରଭୃଙ୍କ ପାଖରେ ଲାଗି କରନ୍ତୁ ଏହି ଭୋଗ

September 13, 2026
Latest News

ATMରୁ ଫଟା ନୋଟ୍ ବାହାରିଲେ ଚିନ୍ତା ନାହିଁ! ବ୍ୟାଙ୍କ ଦେବ ଟଙ୍କା, ଜାଣନ୍ତୁ ବଦଳାଇବାର ସମ୍ପୂର୍ଣ୍ଣ ନିୟମ

September 13, 2026

ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

September 13, 2026

ସମ୍ବଲପୁରରେ ଅପରାଧୀ ଇରଫାନକୁ ପୁଲିସ ଏନକାଉଣ୍ଟର

September 13, 2026

Ganesh Puja 2026: ଆସନ୍ତାକାଲି ଗଣେଷ ପୂଜା, ପ୍ରଭୃଙ୍କ ପାଖରେ ଲାଗି କରନ୍ତୁ ଏହି ଭୋଗ

September 13, 2026

ନିମାପଡାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପ ମୁଖ୍ୟମନ୍ତ୍ରୀ

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.