Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜାନୁୟାରୀ ପହିଲାରୁ ଖୋଲିବ ସ୍କୁଲ, ମାର୍ଚ୍ଚ 17ରୁ ଆରମ୍ଭ ହେବ ବୋର୍ଡ ପରୀକ୍ଷା, ରାଜ୍ୟ ସରକାର କଲେ ଘୋଷଣା
ଜାତୀୟ ଖବର

ଜାନୁୟାରୀ ପହିଲାରୁ ଖୋଲିବ ସ୍କୁଲ, ମାର୍ଚ୍ଚ 17ରୁ ଆରମ୍ଭ ହେବ ବୋର୍ଡ ପରୀକ୍ଷା, ରାଜ୍ୟ ସରକାର କଲେ ଘୋଷଣା

December 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଥିରୁଅନ୍ତପୁରମ, ଆସନ୍ତା ମାର୍ଚ୍ଚା 17ରୁ ଆରମ୍ଭ ହେବ 10ମ ଏବଂ 12ଶ ପରୀକ୍ଷା। ଆଜି ଏ ନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଘୋଷଣା କରିଛନ୍ତି। ଆଜି ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ନେଇ ରାଜ୍ୟ ସରକାରଙ୍କର ଏକ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଶିକ୍ଷା ବିଭାଗ ସହିତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଯେହେତୁ ଚଳିତ ବର୍ଷ ଶିକ୍ଷା ବର୍ଷ ଶେଷ ହେବାକୁ ଆଉ ମାସ କେଇଟା ବାକି ଅଛି ସେଥିପାଇଁ ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତା ପ୍ରକଟ କରାଯାଇଥିଲା।

ଏହି ବୈଠକରେ ଜାନୁୟାରୀ ପହିଲାରେ ସ୍କୁଲ ଖୋଲିବା ପାଇଁ ନିଷ୍ପତି କରାଯାଇଛି। ପିଲାଙ୍କ ବୋର୍ଡ ପରୀକ୍ଷା ପାଇଁ ଆବଶ୍ୟକୀୟ ସନ୍ଦେହ ମୋଚନ ପାଇଁ ଏହି କ୍ଲାସ କରାଯିବ। ସେହିପରି ପ୍ରାଟିକାଲ ପାଇଁ ମଧ୍ୟ ସଂପୃକ୍ତ ସ୍କୁଲ ନିଷ୍ପତି ନେବ ବୋଲି କୁହାଯାଇଛି। ପିତାମାତାଙ୍କ ଅନୁମତି ନେଇ ଏହି କ୍ଲାସ କରାଯିବ ବୋଲି ନିଷ୍ପତି ହୋଇଛି।

ସେହିପରି କୋଭିଡ19 ସଂକ୍ରାମଣକୁ ରୋକିବା ପାଇଁ ସ୍କୁଲ କର୍ତ୍ତୁପକ୍ଷ କଡା ନଜର ରଖିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ମାସ୍କ ପିନ୍ଧିବା ଏବଂ ସାନାଟାଇଜେସନ କରିବା ପ୍ରଭୃତି ରହିଛି। ସେହିପରି ଗେଟରେ ସମସ୍ତ ଛାତ୍ରଛାତ୍ରୀଙ୍କ  ଥର୍ମାଲଟେଷ୍ଟ କରି ଭିତରକୁ ଯିବା ପାଇଁ  ନିୟମ କରାଯାଇଛି।

ଖୋଲିବ ସ୍କୁଲ
Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଓଡ଼ିଶାର ୫ ଟି ପଞ୍ଚାୟତ ମନୋନୀତ, ଜାଣନ୍ତୁ କିଏ

May 17, 2026

ଏହି ରାଜ୍ୟର ବିଧାନସଭା ନିର୍ବାଚନରେ ​​ଅବୈଧ ମତଦାନ!: ୧୦ ବିଦେଶୀ ନାଗରିକ ଗିରଫ

May 17, 2026

ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ନେତାଗଣ ବେଶ ଚଳଚଞ୍ଚଳ

May 17, 2026

ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଅନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ଭାରତର ପ୍ରତ୍ୟାଖ୍ୟାନ: ପାକିସ୍ତାନକୁ ଚେତାବନୀ

May 17, 2026
Latest News

ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

May 17, 2026

ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆନୁଷ୍ଠାନିକ ଆଲୋଚନା

May 17, 2026

ଡଚ୍ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

May 17, 2026

ଶିକ୍ଷା ବିକାଶ ସମିତି ପକ୍ଷରୁ ମେଧାବୀ ଅଭିନନ୍ଦନ ୨୦୨୬ ଉତ୍ସବ

May 17, 2026

ନିମାପଡ଼ା ପଥ ଉତ୍ସବ ଓ ଉତ୍କର୍ଷ ନିମାପଡା ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.