Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ସକାଳୁ ଅହମଦାବାଦର ଏକ ବୁଥରେ ଅମିତ ସାହା ଦେଲେ ଭୋଟ, ଜାଣନ୍ତୁ କଣ ପାଇଁ
ଜାତୀୟ ଖବର

ଆଜି ସକାଳୁ ଅହମଦାବାଦର ଏକ ବୁଥରେ ଅମିତ ସାହା ଦେଲେ ଭୋଟ, ଜାଣନ୍ତୁ କଣ ପାଇଁ

February 21, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଜି ସକାଳୁ ଅହମଦାବାଦର ଏକ ବୁଥରେ ଅମିତ ସାହା ଦେଲେ ଭୋଟ, ଜାଣନ୍ତୁ କଣ ପାଇଁ

ଅହମଦାବାଦ, ଆଜି ସକାଳୁ ବିଜେପିର ତୁଙ୍ଗ ନେତା ତଥା ଗୃହମନ୍ତ୍ରୀ ଅମିତ ସାହା ଅହମଦାବାଦର ଏକ ବୁଥରେ ଭୋଟ ପ୍ରଦାନ କରିଛନ୍ତି। ସେ ସସ୍ତ୍ରୀକ ଅହମଦାବାଦର ନାରଣପୁରା ଅଞ୍ଚଳର ଏକ ବୁଥରେ ଭୋଟ ଦେଇଛନ୍ତି। ଆଜି ଅହମଦାବାଦ ସହିତ ଛଅଟି ମ୍ୟୁନିସପାଲ୍ କର୍ପୋରେସନର ନିର୍ବାଚନ ଅନୁଷ୍ଠିତ ହେଉଛି। ସେହି ଗଣତନ୍ତ୍ର ପର୍ବରେ ନିଜକୁ ସାମିଲ କରିବା ପାଇଁ ଅମିତ ସାହା ଗୁଜୁରାଟ ଗସ୍ତରେ ଅଛନ୍ତି।

ଆଜି ଅହମଦାବାଦ ସହିତ ବଦଦୋରା, ସୁରତ, ରାଜକୋଟ, ଜାମନଗର ଏବଂ ଭବନଗରର ମହାନଗର ପାଇଁ ଭୋଟ ଗ୍ରହଣ ଚାଲିଛି।  ସକାଳ ସାତଟାରୁ ଏହି ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଯାହା ଅପରାହ୍ନ 5ଟା ପର୍ଯ୍ୟନ୍ତ ଚାଲିବ। ଆସନ୍ତା 23 ତାରିଖରେ ଭୋଟ ଗଣତି କରାଯିବ। ଏହି ଛଅଟି ସହରରେ ମୋଟ 575ଟି ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି। ଏଥିରେ ପ୍ରାୟ 1 କୋଟି 14 ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ।

ବର୍ତ୍ତମାନ ଏହି ଛଅଟି ସହରରେ ବିଜେପି ଶାସନରେ ରହିଛି। ଏଥର ନିର୍ବାଚନରେ ବିଜେପି ସହିତ କଂଗ୍ରେସର କଡା ଟକ୍କର ହେଉଛି। ଏହି ନିର୍ବାଚନରେ ଆମ ଆଦମୀ ପାର୍ଟି ମଧ୍ୟ ପ୍ରତିଦ୍ବନ୍ଦିତାରେ ସାମିଲ ହୋଇଛି। ସେହିପରି ଆସାଦ୍ଦୁନୀ ଓୱାସୀଙ୍କ AIMIM ଦଳ ମଧ୍ୟ ଗୁଜୁରାଟ ପୌର ନିର୍ବାଚନରେ 21ଟି ଆସନରେ ପ୍ରାର୍ଥୀ ଦେଇଛି।

ଅମିତ ସାହା
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ମିଶିଲେ ରାଘବ, ହୋଇପାରନ୍ତି ପଞ୍ଜାବର ମୁଖ୍ୟ ଚେହେରା !

April 24, 2026

ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲାଇସେନ୍ସ ରଦ୍ଦ

April 24, 2026

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026
Latest News

ପିଠି ଯନ୍ତ୍ରଣାରେ ପୀଡିତ କି ? ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

April 26, 2026

ଆଜି ଏପ୍ରିଲ ୨୬ ତାରିଖ ରବିବାର, କେମିତି ରହିବ ଆଜିର ଦିନ

April 26, 2026

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026

ପୁଣି ଶାନ୍ତି ଆଲୋଚନା ବିଫଳ

April 25, 2026

ପୁଣି ମଣିପୁର ଅଶାନ୍ତ

April 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.