Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କଂଗ୍ରେସର ୧ଟି ଲୋକସଭା ଓ ୯ଟି ବିଧାନସଭା ପାଇଁ ପ୍ରାର୍ଥୀ ନାମ ଘୋଷଣା
ବିଶେଷ ଖବର

କଂଗ୍ରେସର ୧ଟି ଲୋକସଭା ଓ ୯ଟି ବିଧାନସଭା ପାଇଁ ପ୍ରାର୍ଥୀ ନାମ ଘୋଷଣା

April 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
congress declare 1 ls candidate and 9 ps candidate name
congress declare 1 ls candidate and 9 ps candidate name

ରାଜ୍ୟ କଂଗ୍ରେସ ଆଜି ଗୋଟିଏ ଲୋକସଭା ଓ ୯ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି । ନିକଟରେ କଂଗ୍ରେସରେ ସାମିଲ୍‌ ହୋଇଥିବା ଡାକ୍ତର ଅଶ୍ବିନୀ ପୂଜାହାରୀଙ୍କୁ ସମ୍ବଲପୁର ବିଧାନସଭା ଟିକେଟ ଦେଇଥିବାବେଳେ ବେଗୁନିଆରେ ପ୍ରଦୀପ ସାହୁଙ୍କୁ ଟିକେଟ ଦେଇଛି । ବେଗୁନିଆ, ସମ୍ବଲପୁର ଓ କଟକ ସଦରରେ ପ୍ରାର୍ଥୀ ବଦଳ କରିଛି କଂଗ୍ରେସ । ବେଗୁନିଆରୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥ୍ବୀ ବଲ୍ଲଭ ପଟ୍ଟନାୟକଙ୍କୁ ଟିକେଟ ଦିଆଯାଇଥିବାବେଳେ ସେ ନିର୍ବାଚନ ଲଢିବାକୁ ମନା କରିବାରୁ ତାଙ୍କ ସ୍ଥାନରେ ପ୍ରଦୀପ ସାହୁଙ୍କୁ ଟିକେଟ ଦେଇଛି କଂଗ୍ରେସ ।

ଲୋକସଭା ପ୍ରାର୍ଥୀ :-

ସମ୍ବଲପୁର- ଶରତ ପଟ୍ଟନାୟକ

ବିଧାନସଭା ପ୍ରାର୍ଥୀ :-

୧.ସମ୍ବଲପୁର – ଅଶ୍ବିନୀ ପୂଜାହାରୀ

୨. କଟକ ଚୌଦ୍ବାର – ଜଗଦୀଶ ମହାନ୍ତି

୩. କଟକ ସଦର – ଅଭିଷେକ ମହାନନ୍ଦ

୪. ଭୁବନେଶ୍ବର ମଧ୍ୟ – ରାଜୀବ ପଟ୍ଟନାୟକ

୫. ଭୁବନେଶ୍ବର ଉତ୍ତର – ଈତିଶ୍ରୀ ପ୍ରଧାନ

୬. ବେଗୁନିଆ – ପ୍ରଦୀପ ସାହୁ

୭. ଚିଲିକା – ପ୍ରଦୀପ ସ୍ବାଇଁ

୮. ଘସିପୁରା – ନିରଞ୍ଜନ ପଟ୍ଟନୟକ

୯.ଜୟଦେବ – ସୁକାନ୍ତ ତିଆଡି ଭୋଇ

congres Congress the samikhsya
Share. Facebook Twitter LinkedIn Email WhatsApp Copy Link

Related Posts

ମହାପ୍ରଭୃଙ୍କ ସୁନାବେଶ: ଏହାର ମାହାତ୍ମ୍ୟ କଣ, କେତେଥର ହୁଏ ଏହି ବେଶ

July 26, 2026

ଶ୍ରୀଜୀଉଙ୍କ ସୁନାବେଶ: ମହଣ ମହଣ ସୁନାରେ ଝଟକିଲେ ତିନିଠାକୁର

July 25, 2026

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ବଡ଼ ନିଷ୍ପତ୍ତି: ପ୍ରତିବାଦ ପ୍ରତ୍ୟାହାର ଘୋଷଣା କଲା CJP

July 25, 2026

“ଏକଚ୍ଛତ୍ରବାଦ ଚଳିବ ନାହିଁ…”: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସମ୍ପର୍କରେ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତିକ୍ରିୟା

July 25, 2026
Latest News

ଆଜି ମହାପ୍ରଭୃଙ୍କ ଅଧରପଣା ନୀତି: ଜାଣନ୍ତୁ ଏମିତି କାହିଁକି ହୁଏ?

July 26, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଓଡ଼ିଆ ଏବଂ ଭାରତୀୟ ଖେଳାଳିମାନଙ୍କୁ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ

July 26, 2026

ଟାଉନ କ୍ଲବର ୪୦ତମ ଭଜନ ସମାରୋହ: ଭକ୍ତି ରସରେ ଝୁମିଲା ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର

July 26, 2026

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ‘ସମରସ ସଂକଳ୍ପ ଅଭିଯାନ’ର ପ୍ରଦେଶସ୍ତରୀୟ କର୍ମଶାଳା

July 26, 2026

ମହାପ୍ରଭୃଙ୍କ ସୁନାବେଶ: ଏହାର ମାହାତ୍ମ୍ୟ କଣ, କେତେଥର ହୁଏ ଏହି ବେଶ

July 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.