Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପଶ୍ଚିମବଙ୍ଗରୁ ଓଡିଶା ଆସୁଥିବା ଟ୍ରେନ ଯାତ୍ରୀଙ୍କ ପାଇଁ ରେଳବାଇ ଜାରୀ କଲା ଗୁରୁତ୍ୱପୂର୍ଣ୍ଣ ସୂଚନା
ଜାତୀୟ ଖବର

ପଶ୍ଚିମବଙ୍ଗରୁ ଓଡିଶା ଆସୁଥିବା ଟ୍ରେନ ଯାତ୍ରୀଙ୍କ ପାଇଁ ରେଳବାଇ ଜାରୀ କଲା ଗୁରୁତ୍ୱପୂର୍ଣ୍ଣ ସୂଚନା

April 25, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଯାତ୍ରୀମାନେ, ଯେଉଁମାନେ ଓଡ଼ିଶାର ଯେକୌଣସି ସ୍ଥାନକୁ ଟ୍ରେନ୍ ମାଧ୍ୟ୍ୟମରେ ଆସୁଛନ୍ତି, ସେମାନଙ୍କୁ ଓଡିଶା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ବାଧ୍ୟତାମୂଳକ ଭାବେ ୧୪ ଦିନ ସଂସ୍ଥାଗତ କିମ୍ବା ଦେୟଯୁକ୍ତ କ୍ଵାରେଣ୍ଟିନରେ ରହିବାକୁ ପଡିବ।

ଯେଉଁ ଯାତ୍ରୀମାନଙ୍କୁ ଦୁଇଟି ଡୋଜ ସଫଳତାର ସହିତ ଟୀକାକରଣ କରାଯାଇଛି କିମ୍ବା ଓଡିଶା ମଧ୍ୟକୁ ପ୍ରବେଶ କରିବାର ୪୮ ଘଣ୍ଟା ମଧ୍ୟରେ ଆରଟିପିସିଆର (RTPCR) ନେଗେଟିଭ ରିପୋର୍ଟ ପ୍ରମାଣପତ୍ର ଡରୁଛନ୍ତି, ସେମାନଙ୍କୁ ୧୪ ଦିନ ପରିବର୍ତ୍ତେ ୦୭ ଦିନ ପାଇଁ ଘରୋଇ କ୍ଵାରେଣ୍ଟଓଇନ ଅନୁମତି ଦିଆଯିବ। ଯଦି ଘରେ କ୍ଵାରେଣ୍ଟିନ ପାଇଁ କୌଣସି ଉପଯୁକ୍ତ ସୁବିଧା ନାହିଁ, ତେବେ ସେ ୭ ଦିନ ପାଇଁ ଅନୁଷ୍ଠାନ କିମ୍ବା ଦେୟଯୁକ୍ତ କ୍ଵାରେଣ୍ଟିନ ପାଇଁ ଚୟନ କରିପାରିବେ।

ଉପରୋକ୍ତ କୋଭିଡ -୧୯ ପ୍ରୋଟୋକଲ ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଏବଂ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ତଥା ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶନାମା ଅନୁପାଳନ ନକଲେ ୭ ଦିନ ପାଇଁ ଅନୁଷ୍ଠାନିକ କ୍ଵାରେଣ୍ଟିନରେ ପରିଣତ ହେବ। କୋଭିଡ-୧୯ ପରିଚାଳନା କିମ୍ବା ନିର୍ବାଚନ ଡ୍ୟୁଟି ସହିତ ଜଡିତ ଜରୁରୀକାଳୀନ କାର‌୍ୟ୍ୟ ପାଇଁ ଆସୁଥିବା ଲୋକମାନେ ଏହି ଆଦେଶରୁ ମୁକ୍ତ ହେବେ।

RTPCR ଟୀକାକରଣ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ: ୧୨ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର

April 22, 2026

ପ୍ରେମିକକୁ ଜୀଅନ୍ତା ଜାଳିଲା ପ୍ରେମିକା

April 22, 2026

ଓଡ଼ିଆ ସାମ୍ବାଦିକତାରେ ପିଜି ଡିପ୍ଲୋମା ପାଇଁ ଆଇଆଇଏମ୍ସି ଢେଙ୍କାନାଳରେ ଆବେଦନ ଆରମ୍ଭ

April 21, 2026

ପଶ୍ଚିମ ଏସିଆର ପରିସ୍ଥିତିକୁ ସାମ୍ବାଦିକ ସମ୍ମିଳନୀ

April 21, 2026
Latest News

ଆଜି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ: ୧୨ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର

April 22, 2026

ବଢିଲା ଆମେରିକା – ଇରାନ ଅସ୍ତ୍ରବିରତି

April 22, 2026

କେତେ ସମୟ ଚାଲିବା ଭଲ, ଜାଣନ୍ତୁ ଶରୀର ଉପରେ ଚାଲିବା ସମୟ କିପରି ପ୍ରଭାବ ପକାଏ ?

April 22, 2026

ସକାଳୁ ସକାଳୁ ଗୋଇଠିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି ? ଅଣଦେଖା କରନ୍ତୁ ନାହିଁ , ହୋଇପାରେ ବଡ ସମସ୍ୟା

April 22, 2026

୨୨ ଏପ୍ରିଲରେ ଧନୁ ଏବଂ କନ୍ୟା ରାଶି ପାଇଁ ବଡ଼ ଲାଭ, ପଦୋନ୍ନତିର ସଙ୍କେତ!

April 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.