ଆସିକା : ଆସିକା SDPO ସନ୍ତୋଷ କୁମାର ଜେନା ନିଲମ୍ବିତ । SDPOଙ୍କ ବିରୋଧରେ ଗୃହ ବିଭାଗ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ନିଲମ୍ବନ ସମୟରେ ଦକ୍ଷିଣାଞ୍ଚଳ IGଙ୍କ ଅଫିସରେ କାର୍ଯ୍ୟ କରିବେ ଏସଡ଼ିପିଓ । ଆଇଜିଙ୍କ ବିନା ଅନୁମତିରେ ଅନ୍ୟତ୍ର ନ ଯିବାକୁ ଚିଠିରେ ନିର୍ଦ୍ଦେଶ ରହିଛି ।