Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଦୁଇ ଡୋଜ ନୁହେଁ ବିଦେଶରେ ତିନୋଟି ଡୋଜ ଦେବା ପାଇଁ କରାଯାଉଛି ଚିନ୍ତା
ଅନ୍ତରାଷ୍ଟ୍ରୀୟ

ଦୁଇ ଡୋଜ ନୁହେଁ ବିଦେଶରେ ତିନୋଟି ଡୋଜ ଦେବା ପାଇଁ କରାଯାଉଛି ଚିନ୍ତା

June 8, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଦୁଇ ଡୋଜ ନୁହେଁ ବିଦେଶରେ ତିନୋଟି ଡୋଜ ଦେବା ପାଇଁ କରାଯାଉଛି ଚିନ୍ତା

ନୂଆଦିଲ୍ଲୀ, ବିଭିନ୍ନ ଦେଶରେ ପ୍ରଦାନ କରାଯାଉଥିବା ଟିକା କେଉଁଠି ଗୋଟିଏ ଡୋଜ ତ କେଉଁ ଦୁଇଟି ଡୋଜ ଦିଆଯାଉଛି। ହେଲେ ବର୍ତ୍ତମାନ ଗବେଷକମାନେ ତିନୋଟି ଡୋଜ ଟିକା ପ୍ରଚଳନ କରିବାକୁ ଚିନ୍ତା କଲେଣି। କାରଣ ବିଦେଶରେ ଯେଉଁ କରୋନା ଷ୍ଟ୍ରେନ ସୃଷ୍ଟି ହୋଇଛି ସେଥିରେ ବୟସ୍କମାନଙ୍କ ପାଇଁ ଦୁଇଟି ଡୋଜ ଟିକା ଯଥେଷ୍ଠ ନୁହେଁ ବୋଲି ଜଣାପଡିଛି।

ଗବେଷକଙ୍କ ମତରେ ବୟସ୍କଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ଶିଘ୍ର ହ୍ରାସ ପାଇଯାଇଥାଏ। ବର୍ତ୍ତମାନ କରୋନାର ଯେଉଁ ନୂଆ ନୂଆ ଷ୍ଟ୍ରେନ ବାହାରୁଛି ସେଥିରେ ଏହି ଦୁଇଟି ଡୋଜ ବୟସ୍କଙ୍କ ପାଇଁ ଯଥେଷ୍ଠ ହୋଇପାରୁ ନାହିଁ। କେତେକ ଦେହରେ ଆଣ୍ଟିବଡି ପରୀକ୍ଷା କରି ଗବେଷକମାନେ ଏହି କଥା ଜାଣିବାକୁ ପାଇଛନ୍ତି। ସେଥିପାଇଁ ବସସ୍କଙ୍କୁ ତିନୋଟି ଡୋଜ ଟିକା ଦେବାର ଆବଶ୍ୟକତା ରହିଛି ବୋଲି ସେମାନେ କହିଛନ୍ତି।

ଏହି ଗବେଷଣାରୁ ଜଣାପଡିଛି ଯେ ଭାରତରେ ଯେଉଁ ଡେଲଟା ଷ୍ଟ୍ରେନ ରହିଛି ତାହା ବିଦେଶରେ ବେଶ ପ୍ରଭାବଶାଳୀ ହୋଇପଛି। ଫଳରେ ବିଦେଶରେ ଯେଉଁ ଟିକା ବାହାରିଛି ତାହାକୁ ଏହି ଷ୍ଟ୍ରେନକୁ ମୁକାବିଲା କରିବାରେ ଯଥେଷ୍ଠ ହୋଇପାରୁ ନାହିଁ।

ବିଶ୍ବରେ ପ୍ରତିଷ୍ଠିତ ‘ଲାନସେଟ’ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଡେଲାଟା ଭୂତାଣୁ ବିଦେଶୀଙ୍କ ଶରୀରରେ ପ୍ରବେଶ କଲେ ତାହା ଶିଘ୍ରଶିଘ୍ର ରୋଗ ପ୍ରତିରୋଧ  ଶକ୍ତିକୁ ହ୍ରାସ କରିଦେଉଛି। ଫଳରେ ଦୁଇଟି ଡୋଜ ଟିକା ନେଇଥିବା ବୟସ୍କ ବ୍ୟକ୍ତି ପୁଣିଥରେ କରୋନା ଆକ୍ରାନ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

ହେଲେ ଏହି ପତ୍ରିକାରେ ଭାରତରେ ଦିଆଯାଉଥିବା କୋଭାକ୍ସିନ ଓ କୋଭାସିଲ୍ଡକୁ ପ୍ରଶଂସା କରାଯାଇଛି। ସେମାନଙ୍କ ମତରେ ଏହି ଦୁଇଟି ଟିକା ଡେଲଟା ଭୂତାଣୁକୁ ମୁକାବିଲା କରିବାରେ ସକ୍ଷମ ହୋଇପାରିଛି। ସେଥିପାଇଁ ଭାରତରେ ତୃତୀୟ ଡୋଜ ଟିକା ନେବାର କୌଣସି ଆବଶ୍ୟକତା ନାହିଁ।

କରୋନା ଭୂତାଣୁ ଟିକା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜଧାନୀ ଏକ୍ସପ୍ରେସରେ ଚଢାଉ: ଜବତ ହେଲା ମିଆଦ ଶେଷ ହୋଇଥିବା ପୋହା ଏବଂ ଉପମା

August 26, 2026

ବର୍ଷା ଦିନେ ଏହି ପନିପରିବା ଖାଇବା ଠାରୁ ଦୂରେଇ ରୁହନ୍ତୁ, ହୋଇପାରେ କ୍ଷତି

August 26, 2026

ଜସପ୍ରିତ ବୁମରାହଙ୍କ ରାଜତ୍ୱ ଶେଷ: ଏବେ ଏହି ଖେଳାଳି ହେଲେ ନମ୍ବର-୧ ଟେଷ୍ଟ ବୋଲର

August 26, 2026

ସରକାରଙ୍କୁ CJP ର ଚେତାବନୀ: ସେପ୍ଟେମ୍ବର ୫ରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

August 26, 2026
Latest News

ରାଜଧାନୀ ଏକ୍ସପ୍ରେସରେ ଚଢାଉ: ଜବତ ହେଲା ମିଆଦ ଶେଷ ହୋଇଥିବା ପୋହା ଏବଂ ଉପମା

August 26, 2026

ବର୍ଷା ଦିନେ ଏହି ପନିପରିବା ଖାଇବା ଠାରୁ ଦୂରେଇ ରୁହନ୍ତୁ, ହୋଇପାରେ କ୍ଷତି

August 26, 2026

ଜସପ୍ରିତ ବୁମରାହଙ୍କ ରାଜତ୍ୱ ଶେଷ: ଏବେ ଏହି ଖେଳାଳି ହେଲେ ନମ୍ବର-୧ ଟେଷ୍ଟ ବୋଲର

August 26, 2026

ସରକାରଙ୍କୁ CJP ର ଚେତାବନୀ: ସେପ୍ଟେମ୍ବର ୫ରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

August 26, 2026

ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ସୂଚୀ ଜାରି: ଜାଣନ୍ତୁ କେବେ ଖେଳିବ ଟିମ୍ ଇଣ୍ଡିଆ?

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.