Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭୁବନେଶ୍ବର ସହରର ବଡ ସଫଳତା, ସାରା ଦେଶରେ ଜୀବନଧାରଣ ମାନରେ ହାସଲ କଲା 4ର୍ଥ ସ୍ଥାନ
ଜାତୀୟ ଖବର

ଭୁବନେଶ୍ବର ସହରର ବଡ ସଫଳତା, ସାରା ଦେଶରେ ଜୀବନଧାରଣ ମାନରେ ହାସଲ କଲା 4ର୍ଥ ସ୍ଥାନ

June 19, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ନୂଆବର୍ଷ ପାଳନ ଉପଲକ୍ଷେ ସାବଧାନତା ଓ ପ୍ରତିଷେଧକ ନିୟମ ଜାରି କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ
ନୂଆବର୍ଷ ପାଳନ ଉପଲକ୍ଷେ ସାବଧାନତା ଓ ପ୍ରତିଷେଧକ ନିୟମ ଜାରି କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ

ଭୁବନେଶ୍ୱର, ସ୍ମାର୍ଟ ସିଟି ଭୁବନେଶ୍ୱର ପୁଣିଥରେ ଏକ ସଫଳତା ହାସଲ କରିଛି। ଏହା ସମଗ୍ର ଦେଶର ଶ୍ରେଷ୍ଠ ୧୦ଟି ଶ୍ରେଷ୍ଠ ଜୀବନ ଧାରଣ ବା ଲିଭେବୁଲ ସହର ମଧ୍ୟରେ ଭୁବନେଶ୍ବର ଚତୁର୍ଥ ସ୍ଥାନ ହାସଲ କରିଛି।  ଆଶ୍ଚର୍ଯ୍ୟର ବିଷୟ ହେଉଛି, ମନ୍ଦିର ମାଳିନୀ ସହର ସର୍ବମୋଟ 100 ମାର୍କ ମଧ୍ୟରୁ 94.8 ମାର୍କ ହାସଲ କରି Citizen Perception Survey ସର୍ଭେର ଶୀର୍ଷରେ ରହିଛି।

ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଏବଂ ପରିବେଶ କେନ୍ଦ୍ର ଦେଶର ଶ୍ରେଷ୍ଠ ଜୀବନଧାରଣ ସହର ସୂଚକାଙ୍କ ରିପୋର୍ଟ ଅନୁଯାୟୀ, ବେଙ୍ଗାଲୁରୁ ହେଉଛି ଭାରତର ଟପ୍ ସହର। ଏହା ପରେ ଚେନ୍ନାଇ, ଶିମଲା ଏବଂ ଭୁବନେଶ୍ୱର ରହିଛି।

ଏହି ସ୍କୋର ପ୍ରଦାନ କରିବାକୁ ଚାରୋଟି ପାରାମିଟରକୁ ଦୃଷ୍ଟିକେ ରଖି ବିଚାର କରାଯାଇ ଥିଲା। ସେଗୁଡିକ ମଧ୍ୟରେ ରହିଛି ଜୀବନଧାରଣ ପାଇଁ ଉପଯୁକ୍ତ ବ୍ୟବସ୍ଥା, ଅର୍ଥନୈତିକ କ୍ଷମତା, ସ୍ଥିରତା ଏବଂ ନାଗରିକଙ୍କ ଜୀବନ ଧାରଣା ପାଇଁ ସୁଯୋଗ। 100 ରୁ ଏହି ଚାରୋଟି ପାରାମିଟରରେ ସହରଗୁଡିକ ଚୟନ କରାଯାଇଥିଲା। ଏହି ସୂଚକାଙ୍କରେ ଚାରୋଟି ରାଜଧାନୀ ସହର ଦିସପୁର, ଦାମନ, ଅମରାବତୀ ଏବଂ କୋଲକାତା କୌଣସି ମାନ୍ୟତା ପାଇ ନାହାଁନ୍ତି।

ସେହିପରି ଇଜ୍ ଅଫ୍ ଲିଭିଙ୍ଗ ଇଣ୍ଡେକ୍ସ ଅଧୀନରେ ଭୁବନେଶ୍ବର ମୁମ୍ବାଇ ଏବଂ ଦିଲ୍ଲୀ ଭଳି ସହରକୁ ପଛରେ ପକାଇ ଦେଇଛି।  ଇଜି ଅଫ୍ ଲିଭିଙ୍ଗ ଇଣ୍ଡେକ୍ସରେ ଭୁବନେଶ୍ୱର 59.85 ସ୍କୋର କରିଥିବାବେଳେ ମୁମ୍ବାଇ 58.23 ଏବଂ ଦିଲ୍ଲୀ 57.56 ସ୍କୋର କରିଛନ୍ତି। ସେହିପରି ବେଙ୍ଗାଲୁରୁ 66.7, ଚେନ୍ନାଇ 62.61,  ଏବଂ ଶିମଲା 60.90 ସ୍କୋର କରିଛି।

ଭୁବନେଶ୍ବରର ଏପରି ସଫଲତାରେ ଖୁସି ପ୍ରକଟ କରିଛନ୍ତି ବିଏମସି କମିଶନର ସଂଜୟ ସିଂ। ସେ କହିଛନ୍ତି ଯେ, ଭୁବନେଶ୍ବର ବାସୀଙ୍କ ଜୀବନ ଧାରଣର ମାନ ଆହୁରି ବୃଦ୍ଧି କରାଯିବ। ସେହିପରି ବିଭିନ୍ନ କାର୍ଯ୍ୟକ୍ରମକେ ନାଗରିକଙ୍କ ସଂପୃକ୍ତିକୁ ଜୋରଦାର କରାଯିବ।

ଭୁବନେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.