Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୁଣି ସେହି ଖୋର୍ଦ୍ଧା କଟକ ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରେ କେତେ
ବିଶେଷ ଖବର

ପୁଣି ସେହି ଖୋର୍ଦ୍ଧା କଟକ ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରେ କେତେ

July 3, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଆଜି ରାଜ୍ୟରେ ୨ ହଜାର ୯୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧ ହଜାର ୬୭୭ ଜଣ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୨୪୦ ଟି ଲୋକାଲ କେସ୍ ରହିଛି।

ତେବେ ଜିଲ୍ଲା ସ୍ତରୀୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସେହିପରି ଖୋର୍ଦ୍ଧା କଟକ ଜିଲ୍ଲାରେ ସର୍ବାଧିକ ରହିଛି। ହେଲେ ପୂର୍ବ ଅପେକ୍ଷା ସ୍ଥିତିରେ ଧିରେଧିରେ ସୁଧାର ଆସିବାରେ ଲାଗିଛି। ନୂଆ ରିପୋର୍ଟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ୫୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକ ଜିଲ୍ଲାରେ ୪୨୨ ଜଣ ଚିହ୍ନଟ ହୋଇଛନ୍ତି।

୧- ଅନୁଗୁଳ  – ୮୬
୨- ବାଲେଶ୍ୱର  – ୨୩୭
୩- ବରଗଡ଼  – ୨୨
୪- ଭଦ୍ରକ  – ୧୬୩
୫- ବଲାଙ୍ଗୀର  – ୭
୬- ବୌଦ୍ଦ  – ୧୯
୭- କଟକ  – ୪୨୨
୮- ଦେବଗଡ଼  – ୫
୯- ଢେଙ୍କାନାଳ  – ୭୭
୧୦- ଗଜପତି  – ୬
୧୧- ଗଞ୍ଜାମ  – ୨୧
୧୨- ଜଗତସିଂହପୁର  – ୧୧୯
୧୩- ଯାଜପୁର  – ୨୧୮
୧୪- ଝାରସୁଗୁଡ଼ା  – ୮
୧୫- କଳାହାଣ୍ଡି  – ୨୧
୧୬- କନ୍ଧମାଳ  – ୧୩
୧୭- କେନ୍ଦ୍ରାପଡ଼ା  – : ୭୯
୧୮- କେନ୍ଦୁଝର  – ୭୫
୧୯- ଖୋର୍ଦ୍ଧା : ୫୪୯
୨୦- କୋରାପୁଟ  – ୫୫
୨୧- ମାଲକାନଗିରି : ୫୯
୨୨- ମୟୁରଭଞ୍ଜ  – ୧୬୫
୨୩- ନବରଙ୍ଗପୁର : ୧୯
୨୪- ନୟାଗଡ଼  – ୯୬
୨୫- ନୂଆପଡ଼ା  – ୮
୨୬- ପୁରୀ  – ୧୩୨
୨୭- ରାୟଗଡ଼ା  – ୫୩
୨୮- ସମ୍ବଲପୁର  – ୨୨
୨୯- ସୋନପୁର  – ୧୨
୩୦- ସୁନ୍ଦରଗଡ଼  – ୪୮
୩୧- ଷ୍ଟେଟ୍‌ ପୁଲରୁ: ୧୦୧

ଓଡିଶା କରୋନା ଅପଡେଟ
Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.