Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସଂସଦର ମୌସୁମୀ ଅଧିବେସନ ପାଇଁ ଘୋଷଣା ହେଲା ତାରିଖ, ମୋଟ 19ଟି କାର୍ଯ୍ୟ ଦିବସ ରହିଛି
ଜାତୀୟ ଖବର

ସଂସଦର ମୌସୁମୀ ଅଧିବେସନ ପାଇଁ ଘୋଷଣା ହେଲା ତାରିଖ, ମୋଟ 19ଟି କାର୍ଯ୍ୟ ଦିବସ ରହିଛି

July 12, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଆସନ୍ତା ମୌସୁମୀ ଅଧିବେସନ ପାଇଁ ତାରିଖ ଘୋଷଣା ହୋଇଛି। ସେହି ଅନୁସାରେ ଜୁଲାଇ 19 ତାରିଖରୁ ଆରମ୍ଭ ହେବ ମୌସୁମୀ ଅଧିବେସନ। ଏହି ଅଧିବେସନ ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ମୋଟ 19ଟି କାର୍ଯ୍ୟ ଦିବସ ରହିଛି।

ଏଥରର ମୌସୁମୀ ଅଧିବେସନ ଅନେକ କ୍ଷେତ୍ରରେ ଗୁରୁତ୍ବ ବହନ କରିବ। ପ୍ରଥମ କଥା ହେଲା ଏଥର ଅଧିବେସନଟି ନୂଆ ମନ୍ତ୍ରୀମଣ୍ଡଳକୁ ନେଇ ବସିବ। ପ୍ରଥମ ଥର ପାଇଁ ନୂଆ ମନ୍ତ୍ରୀମାନେ ସେମାନଙ୍କ ବିଭାଗର ତଥ୍ୟ ଉପସ୍ଥାପନା କରିବେ।

ସେହିପରି କରୋନା ନେଇ ଏଥର ଗୃହ ସରଗରମ ହୋଇପାରେ, ଅନ୍ୟପକ୍ଷରେ ପଶ୍ଚିମବଂଗ ନିର୍ବାଚନ ପରବର୍ତ୍ତି ହିଂସା ଏବଂ ପ୍ରଶାସନିକ ଅଦଳବଦଳକୁ ନେଇ ମଧ୍ୟ ତୁମ୍ବି ତୋଫାନ ହେବାର ସମ୍ଭାବନା ରହିଛି।

ମୌସୁମୀ ଅଧିବେସନ ସଂସଦ ସାଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

“ରାହୁଲ ଗାନ୍ଧୀ ଭାରତ ବିରୋଧୀ ଶକ୍ତି ସହିତ ଜଡିତ…”: କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ କିରେନ ରିଜି

February 18, 2026

କ୍ରିକେଟ ପଡ଼ିଆକୁ ଫେରିବେ ଭାରତ ଏବଂ ବାଂଲାଦେଶ ଟିମ୍!: BNP ଦେଲା ବଡ଼ ବୟାନ

February 18, 2026

ଟି-୨୦ ବିଶ୍ୱକପ: ଜାଣନ୍ତୁ ଭାରତର ସୁପର-୮ ମ୍ୟାଚ ପାଇଁ ସ୍ଥାନ, ମ୍ୟାଚ୍ ସମୟ ଏବଂ ଲାଇଭ୍ ଷ୍ଟ୍ରିମିଂ ବିବରଣୀ

February 18, 2026

ବିବାହ ଋତୁରେ ଗ୍ରାହକମାନଙ୍କୁ ଆଶ୍ଵସ୍ତି: ଆଜି ମଧ୍ୟ ହ୍ରାସ ପାଇଲା ସୁନା ଏବଂ ରୂପା ମୂଲ୍ୟ

February 18, 2026
Latest News

“ରାହୁଲ ଗାନ୍ଧୀ ଭାରତ ବିରୋଧୀ ଶକ୍ତି ସହିତ ଜଡିତ…”: କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ କିରେନ ରିଜି

February 18, 2026

ଖଡାସିଙ୍ଗ୍ ରେଳଧାରଣାରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

February 18, 2026

କ୍ରିକେଟ ପଡ଼ିଆକୁ ଫେରିବେ ଭାରତ ଏବଂ ବାଂଲାଦେଶ ଟିମ୍!: BNP ଦେଲା ବଡ଼ ବୟାନ

February 18, 2026

ଟି-୨୦ ବିଶ୍ୱକପ: ଜାଣନ୍ତୁ ଭାରତର ସୁପର-୮ ମ୍ୟାଚ ପାଇଁ ସ୍ଥାନ, ମ୍ୟାଚ୍ ସମୟ ଏବଂ ଲାଇଭ୍ ଷ୍ଟ୍ରିମିଂ ବିବରଣୀ

February 18, 2026

ବିବାହ ଋତୁରେ ଗ୍ରାହକମାନଙ୍କୁ ଆଶ୍ଵସ୍ତି: ଆଜି ମଧ୍ୟ ହ୍ରାସ ପାଇଲା ସୁନା ଏବଂ ରୂପା ମୂଲ୍ୟ

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.