Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»PIB_NEWS»ରେଳ ଷ୍ଟେସନ ଉପରେ ପଞ୍ଚତାରକା ହୋଟେଲ, ଆଜି ବହୁ ପ୍ରକଳ୍ପ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
PIB_NEWS

ରେଳ ଷ୍ଟେସନ ଉପରେ ପଞ୍ଚତାରକା ହୋଟେଲ, ଆଜି ବହୁ ପ୍ରକଳ୍ପ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

July 16, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ରେଳ ଷ୍ଟେସନ ଉପରେ ପଞ୍ଚତାରକା ହୋଟେଲ, ଆଜି ବହୁ ପ୍ରକଳ୍ପ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଆଜି ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପର ଉଦଘାଟନ କରିବେ। ଏଥିମଧ୍ୟରେ ନବନିର୍ମିତ ଗାନ୍ଧିନଗର ରେଳ ଷ୍ଟେସନ୍, ଗେଜ୍ ରୂପାନ୍ତରିତ ଏବଂ ମହସାନା-ଭାରେଥା ଲାଇନର ବିଦ୍ୟୁତକରଣ ଏବଂ ସୁରେନ୍ଦ୍ରନଗର-ପିପାଭ ଲାଇନର ନୂତନ ବିଦ୍ୟୁତକରଣ ଅନ୍ତର୍ଭୁକ୍ତ।

ପ୍ରଧାନମନ୍ତ୍ରୀ ଗାନ୍ଧିନଗର ଏବଂ ବରେଠା ମଧ୍ୟରେ ଚାଲୁଥିବା ଦୁଇଟି ନୂତନ ଟ୍ରେନ୍ , ବାରାଣାସୀ ସୁପରଫାଷ୍ଟ ଏକ୍ସପ୍ରେସ ଏବଂ MEMU କୁ ମଧ୍ୟ ଫ୍ଲାଗ୍ କରିବେ।

ପ୍ରଧାନମନ୍ତ୍ରୀ ଗୁଜୁରାଟବାସୀଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୋଟ ସାତୋଟି ପ୍ରକଳ୍ପ ଉତ୍ସର୍ଗ କରିବେ। ଏଥିମଧ୍ୟରେ ଏକ ନୂତନ ଆଧୁନିକ ରେଳ ଷ୍ଟେସନ ଏବଂ ରାଜ୍ୟ ରାଜଧାନୀ ଗାନ୍ଧିନଗରର ଏକ ପାଞ୍ଚ ତାରକା ହୋଟେଲ ଅନ୍ତର୍ଭୁକ୍ତ। ଏହି ହୋଟେଲ ଗାନ୍ଧି ନଗର ରେଳ ଷ୍ଟେସନ ଉପରେ ନିର୍ମାଣ କରାଯାଇଛି। ଏଥିରେ ଯାତ୍ରୀମାନେ ପଞ୍ଚତାରକା ହୋଟେଲର ସମସ୍ତ ସୁବିଧା ପାଇପାରିବେ।

ପ୍ରଧାନମନ୍ତ୍ରୀ ବାରାଣାସୀ ଏବଂ ତାଙ୍କ ନିଜ ସହର ଭଡନଗରକୁ ସଂଯୋଗ କରୁଥିବା ଏକ ନୂତନ ରେଳ ଲାଇନ ଏବଂ ଏକ ନୂତନ ଟ୍ରେନର ଉଦଘାଟନ କରିବେ। ସେ ଗୁଜୁରାଟ ସାଇନ୍ସ ସିଟି ଅହମ୍ମଦାବାଦରେ ତିନୋଟି ନୂତନ ପ୍ରକଳ୍ପର ମଧ୍ୟ ଉଦଘାଟନ କରିବେ।

2,644 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ଅତ୍ୟାଧୁନିକ ଆକ୍ୱାଟିକ୍ ଗ୍ୟାଲେରୀରେ ମଧ୍ୟ ଲୋକାର୍ପଣ କରିବେ। ପ୍ରାୟ  28 ମିଟର ଅଣ୍ଡର ୱାଟର ଟନେଲ ରେ 68 ଟି ଟ୍ୟାଙ୍କ, ସାର୍କ ପରି ସମୁଦ୍ର ପ୍ରାଣୀ ସମେତ 188 ପ୍ରଜାତିର 11 ହଜାର 600 ମାଛ ଅଛନ୍ତି।

127 କୋଟି ବ୍ୟୟ ସହିତ ନିର୍ମିତ ରୋବୋଟିକ୍ ଗ୍ୟାଲେରୀର ମଧ୍ୟ ଲୋକାର୍ପଣ କରିବେ। ଏଥିରେ କୃଷି, ସ୍ୱାସ୍ଥ୍ୟ, ସୁରକ୍ଷା ସମେତ 79 ପ୍ରକାରର ଦୁଇଶହରୁ ଅଧିକ ରୋବଟ୍ ପ୍ରଦର୍ଶିତ କରାଯାଇଛି।

ଗୁଜୁରାଟ ପ୍ରଧାନମନ୍ତ୍ରୀ ରେଳଷ୍ଟେସନ
Share. Facebook Twitter LinkedIn Email WhatsApp Copy Link

Related Posts

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ଦେଶର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡର ଲୋକାର୍ପଣ

February 22, 2026
Latest News

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.