Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ବୃଦ୍ଧି ହେଲା ଆଉ ଦୁଇ ଯୋଡ଼ା ବିଶେଷ ଟ୍ରେନର ସେବା, ୫ ଯୋଡା ଟ୍ରେନ ପାଇଁ ଅତିରିକ୍ତ ରହଣି ବ୍ୟବସ୍ଥା
ଜାତୀୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ବୃଦ୍ଧି ହେଲା ଆଉ ଦୁଇ ଯୋଡ଼ା ବିଶେଷ ଟ୍ରେନର ସେବା, ୫ ଯୋଡା ଟ୍ରେନ ପାଇଁ ଅତିରିକ୍ତ ରହଣି ବ୍ୟବସ୍ଥା

July 29, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଶାଖାପାଟଣା – ଶାଲିମାର ମଧ୍ୟରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ
ବିଶାଖାପାଟଣା – ଶାଲିମାର ମଧ୍ୟରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ବର: ପୂର୍ବତଟ ରେଳପଥ ମଧ୍ୟଦେଇ ଯାତାୟାତ କରୁଥିବା ଦୁଇ ଯୋଡ଼ା ବିଶେଷ ଟ୍ରେନ ସେବାକୁ ବୃଦ୍ଧି କରିବା ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଥିବା ବେଳେ ପୁରୀରୁ ପଶ୍ଚିମ ଭାରତକୁ ଚଳାଚଳ କରୁଥିବା କେତେକ ଟ୍ରେନ ପାଇଁ ଅତିରିକ୍ତ ରହଣି ବ୍ୟବସ୍ଥା କରାଯାଇଛି।  ସେଗୁଡିକ ହେଲା-

ଟ୍ରେନର ସେବା ବୃଦ୍ଧି:

1- 02449/02450 ଶାଲିମାର-ସିକନ୍ଦରାବାଦ-ଶାଲିମର ସ୍ପେଶାଲ୍ ସେବାକୁ ଶାଲୀମାର ଠାରୁ 4 ଅଗଷ୍ଟରୁ 29 ସେପ୍ଟେମ୍ବର, 2021 ପର୍ଯ୍ୟନ୍ତ ଏବଂ ସିକନ୍ଦରାବାଦ ଠାରୁ 6 ଅଗଷ୍ଟରୁ 1 ଅକ୍ଟୋବର, 2021 ପର୍ଯ୍ୟନ୍ତ ଚଳାଚଳ ସେବା ବୃଦ୍ଧି କରାଯାଇଛି।

2- 08637/08638 ହାଟିଆ-ବାଙ୍ଗାଲୋର କ୍ୟାଣ୍ଟ-ହାଟିଆ ସ୍ପେସିଆଲର ସେବାକୁ ହାଟିଆ ଠାରୁ 7 ଅଗଷ୍ଟରୁ 25 ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ବାଙ୍ଗାଲୋର କ୍ୟାଣ୍ଟରୁ 10 ଅଗଷ୍ଟରୁ 28 ସେପ୍ଟେମ୍ବର, 2021 ପର୍ଯ୍ୟନ୍ତ ଚଳାଚଳ ସେବା ବୃଦ୍ଧି କରାଯାଇଛି।

ଉପରୋକ୍ତ ଟ୍ରେନ୍ ପାଇଁ ସ୍ଥିରୀକୃତ ଷ୍ଟେସନଗୁଡିକରେ ସମୟ ସାରଣୀ ଅପରିବର୍ତ୍ତିତ ରହିବ।

ବିଶେଷ ଟ୍ରେନ୍ ପାଇଁ ଅତିରିକ୍ତ ରହଣି:

1- 08405/08406 ପୁରୀ-ଅହମ୍ମଦାବାଦ-ପୁରୀ ସ୍ପେଶାଲ୍ ଉଭୟ ଦିଗରୁ ଦୋଣ୍ଡାଇଚାରେ ରହଣି ରହିବ।

2– 02973/02974 ଗାନ୍ଧୀଧାମ-ପୁରୀ-ଗାନ୍ଧୀଧାମ ସ୍ପେଶାଲ୍ ଉଭୟ ଦିଗରୁ ଅମାଲନେର ଠାରେ ରହଣି ରହିବ।

3- 09493 ଗାନ୍ଧୀଧାମ-ପୁରୀ ସ୍ପେଶାଲ ଆନନ୍ଦ ଷ୍ଟେସନ ଠାରେ ରହଣି ରହିବ।

4- 02037/02038 ପୁରୀ-ଆଜମେର-ପୁରୀ ସ୍ପେଶାଲ୍ ଉଭୟ ଦିଗରୁ ସାବରମତୀ ଷ୍ଟେସନ ଠାରେ ରହଣି ରହିବ।

5- 08401/08402 ପୁରୀ-ଓଖା-ପୁରୀ ସ୍ପେଶାଲ୍ ଉଭୟ ଦିଗରୁ ହାପା ଏବଂ ଖମ୍ବଲିଆ ଷ୍ଟେସନ ଠାରେ ରହଣି ରହିବ।

ଟ୍ରେନ ସେବା ଧ୍ୟାନ ଦିଅନ୍ତୁ ପୂର୍ବତଟ ରେଳପଥ ବିଶେଷ ଟ୍ରେନ
Share. Facebook Twitter LinkedIn Email WhatsApp Copy Link

Related Posts

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026

ବଡ଼ ଆଶ୍ୱସ୍ତି ଦେଲେ କେନ୍ଦ୍ର ସରକାର: ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ

August 1, 2026

‘ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବବର୍ଗ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 1, 2026
Latest News

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026

ବଡ଼ ଆଶ୍ୱସ୍ତି ଦେଲେ କେନ୍ଦ୍ର ସରକାର: ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ

August 1, 2026

‘ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବବର୍ଗ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ଗସ୍ତ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.