ଭୁବନେଶ୍ବର: ଶେଷରେ ରାଜ୍ୟ କଂଗ୍ରେସର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ରାଜ୍ୟ କମିଟର ସୁପାରିଶ ପରେ ଏଆଇସିସି ଏହି ବିଜ୍ଞପ୍ତି ଜାରୀ କରିଛି। ସେହି ଅନୁସାରେ ସଭାପତି ଭାବେ ନିରଂଜନ ପଟ୍ଟନାୟକ ରହିଥିବା ବେଳେ ଉପସଭାପତି 12 ଜଣ ଅଛନ୍ତି। ତେବେ ଜଣାନ୍ତୁ କାହାକୁ କେଉଁ ପଦବୀ ମିଳିଛି। ପ୍ରଦେଶ କଂଗ୍ରେସ
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ୨୦୨୬ ବର୍ଷର କ୍ୟାଲେଣ୍ଡର ଓ ଡାଏରୀର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀDecember 19, 2025