Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»PIB_NEWS»୧୯ଟି ଜାତୀୟ ରାଜପଥରେ ହେବ ଯୁଦ୍ଧ ବିମାନର ଜରୁରୀକାଳିନ ଅବତରଣ, ଓଡିଶାରେ ଦୁଇଟି
PIB_NEWS

୧୯ଟି ଜାତୀୟ ରାଜପଥରେ ହେବ ଯୁଦ୍ଧ ବିମାନର ଜରୁରୀକାଳିନ ଅବତରଣ, ଓଡିଶାରେ ଦୁଇଟି

September 9, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦେଶର ୧୯ଟି ଜାତୀୟ ରାଜପଥରେ ହେବ ଯୁଦ୍ଧ ବିମାନର ଜରୁରୀକାଳିନ ଅବତରଣ, ଓଡିଶାରେ ଦୁଇଟି

ନୂଆଦିଲ୍ଲୀ: ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ଦେଶର ସୁରକ୍ଷାକୁ ମଝବୁତ କରିବା ପାଇଁ ଓଡିଶା ସମେତ ଅନ୍ୟ ୧୯ ଟି ସ୍ଥାନରେ ଜରୁରୀକାଳୀନ ଅବତରଣ ସୁବିଧା ବିକାଶ କରାଯିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ରାଜସ୍ଥାନର ଜାତୀୟ ରାଜପଥ ୯୨୫ ଏ ରେ ଜରୁରୀକାଳୀନ ଅବତରଣ ସୁବିଧା ଉଦଘାଟନ କରି ସେ କହିଛନ୍ତି ଯେ ଏହି ରାଜପଥ ରନ ୱେ ସୀମା ସୁରକ୍ଷା ସହିତ ଦେଶର ସୁରକ୍ଷାକୁ ଆହୁରି ଦୃଢ କରିବ ଯାହା ରଣନୀତି ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଗଡକରୀ କହିଛନ୍ତି ଯେ ଦେଶର ଅନ୍ୟ ୧୯ ଟି ସ୍ଥାନ ମଧ୍ୟରେ ପଶ୍ଚିମବଙ୍ଗର ଖଡଗପୁର – ବାଲେଶ୍ୱର ରାସ୍ତା, ଖଡଗପୁର- କେନ୍ଦୁଝର ରାସ୍ତା ରାଜସ୍ଥାନର ଫାଲୋଡି – ଜୈସଲମେର ରାସ୍ତା ଏବଂ ବାରମର – ଜୟସଲମେର ରାସ୍ତା, ତାମିଲନାଡୁ ନିକଟରେ ଏବଂ ପାନଘର, କେକେଡି, ଚେନ୍ନାଇ ନିକଟରେ ପୁଡୁଚେରୀ ରାସ୍ତା, ଆନ୍ଧ୍ରପ୍ରଦେଶରେ ନେଲୋର – ଅନଗୋଲ ରାସ୍ତା ଏବଂ ଅନଗୋଲ – ଚିଲାକାଲୁରିପେଟ ରାସ୍ତା, ହରିୟାଣାରେ ମାଣ୍ଡି ଡାବୱାଲୀରୁ ଓଢନ ରାସ୍ତା, ପଞ୍ଜାବର ସାଙ୍ଗରୁ ନିକଟରେ, ଗୁଜୁରାଟର ଭୁଜ-ନାଲିଆ ରାସ୍ତାରେ ଏବଂ ସୁରଟ-ବରୋଦା ରାସ୍ତାରେ, ଜମ୍ମୁ-କାଶ୍ମୀରରେ ବନିହାଲ ଶ୍ରୀନଗର ରାସ୍ତା, ଆସାମର ଲେହ, ନିଓମା ଅଞ୍ଚଳ ଏବଂ ଶିବସାଗର ନିକଟ ଜୋରହାଟ-ବାରାଘାଟ ରାସ୍ତାରେ, ବାଗଡୋଗ୍ରା-ହାସିମାରା ରାସ୍ତା, ହାସିମାରା-ତେଜପୁର ମାର୍ଗ ଏବଂ ଆସାମର ହାସିମାରା-ଗୌହାଟି ରାସ୍ତାରେ ଜରୁରୀକାଳୀନ ଅବତରଣ ସୁବିଧା ବିକାଶ କରାଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଶ୍ୱ ସ୍ତରୀୟ ଜାତୀୟ ରାଜପଥ ର୍ନିମାଣ ରେକର୍ଡ ଗତିରେ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ଆମର ଜାତୀୟ ରାଜପଥ ମଧ୍ୟ ସେନା ପାଇଁ ଉପଯୋଗୀ ହେବ, ଯାହା ଆମ ଦେଶକୁ ଅଧିକ ସୁରକ୍ଷିତ କରିବ ଏବଂ ଜରୁରୀକାଳୀନ ପରିସ୍ଥିତି ପାଇଁ ସର୍ବଦା ପ୍ରସ୍ତୁତ ରଖିବ । ଏହି ଅବସରରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ପ୍ରତିରକ୍ଷା ବାହିନୀ ମୁଖ୍ୟ ଜେନେରାଲ ବିପିନ ରାୱତ ଏବଂ ବାୟୁସେନା ମୁଖ୍ୟ ଆର ଏସ୍ ଭଦୋରିଆ ଏହି ଅବସରରେ ଉପସ୍ଥିତ ଥିଲେ।

ଜରୁରୀକାଳିନ ଅବତରଣ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମନ୍ତ୍ରୀ ନିତିନ ଗଡକରୀ ଯୁଦ୍ଧ ବିମାନ
Share. Facebook Twitter LinkedIn Email WhatsApp Copy Link

Related Posts

କମ ପ୍ରିମିୟମ ପାଇଁ ବଡ଼ ପାଣ୍ଠି: ଏହି ୫ ଟି LIC ଯୋଜନା ଜୀବନବ୍ୟାପୀ ରିଟର୍ଣ୍ଣ ଗ୍ୟାରେଣ୍ଟି

August 10, 2026

୩ ଟି ସ୍ୱର୍ଣ୍ଣ ପଦକ ସହ ହ୍ୟାଟ୍ରିକ୍ ଅର୍ଜନ କଲେ ଓଡ଼ିଶାର ସୌରଭ ପୁଟେଲ

August 10, 2026

ଆଜି ଅଗଷ୍ଟ ୧୦ ତାରିଖ ସୋମବାରରେ ଏହି ଆଠଟି ରାଶି ପାଇଁ ରହିଛି ବଡ ଖୁସି ଖବର

August 10, 2026

ଝାଡଖଣ୍ଡ ଛାତ୍ର ଆନ୍ଦୋଳନ : ଆଲୋଚନା ବିଫଳ

August 9, 2026
Latest News

କମ ପ୍ରିମିୟମ ପାଇଁ ବଡ଼ ପାଣ୍ଠି: ଏହି ୫ ଟି LIC ଯୋଜନା ଜୀବନବ୍ୟାପୀ ରିଟର୍ଣ୍ଣ ଗ୍ୟାରେଣ୍ଟି

August 10, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଆରଙ୍ଗ ମହାନଦୀ – ଟିଟିଲାଗଡ ସେକ୍ସନ ନିରୀକ୍ଷଣ 

August 10, 2026

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମନ୍ତ୍ରୀ ରବି ନାରାୟଣ ନାୟକ ଓ ଧର୍ମେନ୍ଦ୍ର ପ୍ରଧାନ

August 10, 2026

ସୋନପୁର ପୋଲିସର ବଡ଼ ସଫଳତା: ୧୨.୫ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

August 10, 2026

୩ ଟି ସ୍ୱର୍ଣ୍ଣ ପଦକ ସହ ହ୍ୟାଟ୍ରିକ୍ ଅର୍ଜନ କଲେ ଓଡ଼ିଶାର ସୌରଭ ପୁଟେଲ

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.