Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»କେଶ ଝଡିବା ସମସ୍ୟାରୁ ମୁକ୍ତି ଦେବ ଘରୋଇ ସାମ୍ପୁ: ଜାଣନ୍ତୁ ଏହାକୁ କିପରି କରିବେ ପ୍ରସ୍ତୁତ
ଜୀବନ ଶୈଳୀ

କେଶ ଝଡିବା ସମସ୍ୟାରୁ ମୁକ୍ତି ଦେବ ଘରୋଇ ସାମ୍ପୁ: ଜାଣନ୍ତୁ ଏହାକୁ କିପରି କରିବେ ପ୍ରସ୍ତୁତ

October 14, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେଶର ଯତ୍ନ: କେଶ ଝଡ଼ିବା କୋଣସି ବ୍ୟକ୍ତିର ମନକୁ ଖରାପ କରିପାରେ। ଯଦି ଆପଣଙ୍କର କେଶ ଝଡିବା ସମସ୍ୟା ଦେଖାଯାଉଛି, ତେବେ ଆପଣ ତୁରନ୍ତ ରାସାୟନିକ ସମୃଦ୍ଧ ଦ୍ରବ୍ୟଠାରୁ ନିଜକୁ ଦୂରେଇ ରଖିବା ଉଚିତ୍। ବିଶେଷକରି ପ୍ରଥମେ ସାମ୍ପୁ ପରିବର୍ତ୍ତନ କରନ୍ତୁ। ଏପରି ପରିସ୍ଥିତିରେ, ରାସାୟନିକ ସମୃଦ୍ଧ ସାମ୍ପୁ ବଦଳରେ ହର୍ବାଲ ସାମ୍ପୁ ବ୍ୟବହାର କରନ୍ତୁ। ଆପଣ ଘରେ ହର୍ବାଲ ସାମ୍ପୁ ତିଆରି କରିପାରିବେ। ଆସନ୍ତୁ ଜାଣିବା, ଆପଣ କିପରି ଘରେ ସାମ୍ପୁ ତିଆରି କରିପାରିବେ।

ଘରେ ସାମ୍ପୁ ତିଆରି ପାଇଁ ଉପାଦାନ:

୧୦୦ ଗ୍ରାମ ଅଁଳା, ୧୦୦ ଗ୍ରାମ ରୀଠା, ୧୦୦ ଗ୍ରାମ ଶିକାକାଇ, ୧୦୦ ଗ୍ରାମ ମେଥି ମଞ୍ଜି। ମନେରଖନ୍ତୁ ଯେ ଏହି ସବୁ ଜିନିଷ ଶୁଖିଲା ରହିବା ଉଚିତ୍।

ଘର ତିଆରି ସାମ୍ପୁ କିପରି ତିଆରି କରିବେ:

ସାମ୍ପୁ ତିଆରି କରିବା ପାଇଁ ସର୍ବପ୍ରଥମେ, ରାତିରେ ଶୋଇବା ପୂର୍ବରୁ ରୀଠା, ଅଁଳା, ଶିକାକାଇ ଏବଂ ମେଥି ମଞ୍ଜିକୁ ପାଣିରେ ଭିଜାନ୍ତୁ। ଏହା ପରେ, ଯେତେବେଳେ ଏହି ସବୁ ଜିନିଷ ଜଳ ଶୋଷିଥାଏ ଏବଂ ନରମ ହୋଇଯାଏ, ତା’ପରେ ସେଗୁଡ଼ିକୁ ରାନ୍ଧନ୍ତୁ ଏବଂ ସେଥିରୁ ଅର୍କ ବାହାର କରିଦିଅନ୍ତୁ। ଏହା ପରେ, ଏଥିରେ ଏକ ଗ୍ଲାସ୍ ପାଣି ମିଶାନ୍ତୁ ଏବଂ ଏହାକୁ କମ୍ ଉତ୍ତାପରେ ରାନ୍ଧିବା ପାଇଁ ରଖନ୍ତୁ। ଏହାକୁ ୩୦ ମିନିଟ୍ ପାଇଁ କମ୍ ଉତ୍ତାପରେ ରାନ୍ଧନ୍ତୁ। ଏବେ ଗ୍ୟାସ ବନ୍ଦ କରି ପାଣି ଥଣ୍ଡା ହେବାକୁ ଦିଅନ୍ତୁ। ଏଥର ଏହାକୁ ଫିଲ୍ଟର୍ କରନ୍ତୁ ଏବଂ ଏହାକୁ ଏକ ପାଚ ପାତ୍ରରେ ଭର୍ତ୍ତି କରି ଫ୍ରିଜରେ ରଖନ୍ତୁ। ଏହି ଉପାୟରେ ଆପଣଙ୍କର ଆୟୁର୍ବେଦିକ ଶାମ୍ପୁ ପ୍ରସ୍ତୁତ ହେବ।

ଘରେ ତିଆରି ସାମ୍ପୁ ପ୍ରୟୋଗ କରିବାର ଲାଭ:

ରୀଠା, ଅଁଳା, ମେଥିରୁ ପ୍ରସ୍ତୁତ ଏହି ଘରୋଇ ସାମ୍ପୁ ଆପଣଙ୍କ କେଶ ଝଡ଼ିବା ବନ୍ଦ କରିବ। ଏହା ସହିତ, ନୂଆ କେଶ ମଧ୍ୟ ମୁଣ୍ଡରେ ଶୀଘ୍ର ବଢିବ। ଅନ୍ୟ ପଟେ, ରୀଠା ହେଉଛି ଏକ ପ୍ରାକୃତିକ ସର୍ଫାକ୍ଟାଣ୍ଟ ଯାହା କେଶ ମୂଳରେ ଜମା ହୋଇଥିବା ତେଲ ଏବଂ ମଇଳାକୁ ସଫା କରିଥାଏ।

ଏହି ଶାମ୍ପୁରୁ ଅଧିକ ଫେଣ ହେବ ନାହିଁ, କିନ୍ତୁ ଏହା ଆପଣଙ୍କ କେଶକୁ ଭଲ ଭାବରେ ସଫା କରିବ।

କେଶ ଝଡିବା ସମସ୍ୟା କେଶର ଯତ୍ନ
Share. Facebook Twitter LinkedIn Email WhatsApp Copy Link

Related Posts

ଛାତ୍ର ସଂସଦ ନିର୍ବାଚନୀ ହିଂସା: ଆମିଷ ଭୋଜି ବାରଣକୁ କେନ୍ଦ୍ର କରି ଗଣ୍ଡଗୋଳ

October 11, 2026

ଡ. ମନସୁଖ ମାଣ୍ଡଭିୟଙ୍କ ନେତୃତ୍ୱରେ ଯୁବପିଢ଼ିଙ୍କ ଫିଟନେସ୍ ଅଭିଯାନ

October 11, 2026

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ରେ ନେଇପାରେ ଲଘୁଚାପ ରୂପ

October 11, 2026

ସୁନାବେଶରେ ଦର୍ଶନ ଦେଉଛନ୍ତି ମା’ ମଝିଘରିଆଣୀ

October 11, 2026
Latest News

ନବରାତ୍ରୀ ପୂଜା, ଜାଣନ୍ତୁ ନଅ ଦିନ ଧରି କେଉଁ କେଉଁ ଦେବୀଙ୍କୁ କରାଯାଏ ପୂଜା

October 12, 2026

ଆମ ଯୁବଶକ୍ତି ଭାରତର ଭବିଷ୍ୟତ ପାଇଁ ଗଭୀର ବିଶ୍ୱାସ ସୃଷ୍ଟି କରୁଛି: ପ୍ରଧାନମନ୍ତ୍ରୀ

October 12, 2026

OPPO F35 Series: ଏଫ୍ ସିରିଜର ୧୦ ବର୍ଷ ପୂର୍ତ୍ତି ରେ ଏଫ୍୩୫ ସିରିଜ୍ ଲଞ୍ଚ କଲା ଓପୋ

October 12, 2026

ବିବାହର ମାତ୍ର ୩ ଦିନ ପରେ ଭୟଙ୍କର କାଣ୍ଡ! ସ୍ୱାମୀଙ୍କ ସମେତ ଶ୍ୱଶୁର ଘର ଲୋକଙ୍କୁ ବିଷ ଦେଇ ଫେରାର ନବବଧୂ

October 12, 2026

କୋଶଳ ଆନ୍ଧ୍ର କଲଚରାଲ ଆସୋସିଏସନ୍ ର ୨୩ତମ ବାର୍ଷିକ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.