Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»BREAKING: ଶେଷରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ମିଳିଲା ଜାମିନ, କଣ କହିଲେ ତାଙ୍କ ଓକିଲ ଜାଣନ୍ତୁ
ଜାତୀୟ ଖବର

BREAKING: ଶେଷରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ମିଳିଲା ଜାମିନ, କଣ କହିଲେ ତାଙ୍କ ଓକିଲ ଜାଣନ୍ତୁ

October 28, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶେଷରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ମିଳିଲା ଜାମିନ, କଣ କହିଲେ ତାଙ୍କ ଓକିଲ ଜାଣନ୍ତୁ

ମୁମ୍ବାଇ : କିଙ୍ଗ ଖାନ ଶାହାରୁଖ ଖାନଙ୍କ ପୁଅ ଆର‌୍ୟ୍ୟନ ଖାନ ଡ୍ରଗ୍ସ ମାମଲାରେ ୨୬ ଦିନ ପରେ ଶେଷରେ ଜାମିନ ପାଇଛନ୍ତି। ସ୍ୱତନ୍ତ୍ର କୋର୍ଟ, ଲୋୟର କୋର୍ଟ ଏବଂ ସେସନ୍ସ କୋର୍ଟରୁ ଆର‌୍ୟ୍ୟନ୍ ଖାନଙ୍କୁ ଜାମିନ ନ ମିଳିବା ପରେ ଗତ ତିନି ଦିନ ଧରି ବମ୍ବେ ହାଇକୋର୍ଟରେ ଶୁଣାଣି ହୋଇଥିଲା।

ବମ୍ବେ ହାଇକୋର୍ଟ ଜାହାଜ ଡ୍ରଗସ ମାମଲାରେ ମୁମୁନ୍ ଧାମଚା ଏବଂ ଅରବାଜ୍ ମର୍ଚାଣ୍ଟଙ୍କୁ ମଧ୍ୟ ଜାମିନ ପ୍ରଦାନ କରିଛନ୍ତି। ବମ୍ବେ ହାଇକୋର୍ଟରେ ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗିଙ୍କ ଜୋରଦାର ନିବେଦନ ପରେ ଆର‌୍ୟ୍ୟ ଖାନ ଜାମିନ ପାଇଛନ୍ତି।

ଜାମିନ ପାଇବା ପରେ ଦେଶର ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ କହିଛନ୍ତି ଯେ ୩ ଦିନ ଧରି ଯୁକ୍ତି ଶୁଣିବା ପରେ ବମ୍ବେ ହାଇକୋର୍ଟ ଆର‌୍ୟ୍ୟ ଖାନ, ଅରବାଜ ମର୍ଚାଣ୍ଟ, ମୁମୁନ ଧାମଚାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ଆସନ୍ତାକାଲି ସବିଶେଷ ଆଦେଶ ରଖାଯିବ। ଆଶା କରୁଛି ଆସନ୍ତାକାଲି କିମ୍ବା ଶନିବାର ସୁଦ୍ଧା ସେମାନେ ସମସ୍ତେ ଜେଲରୁ ବାହାରିବେ। ସେ କହିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶ ଜାରି ହେବା ପରେ ଆର‌୍ୟ୍ୟନ୍ ଖାନ୍, ଅରବାଜ୍ ମର୍ଚାଣ୍ଟ ଏବଂ ମୁନ୍ମୁ ଧାମଚା ଜେଲରୁ ବାହାରିବେ। ଜାମିନ ଆଦେଶ ପରେ ମୁକୁଲ ରୋହତଗି କହିଛନ୍ମୋତି ଯେ, ଏହା ଏକ ନିୟମିତ କାର୍ମୁଁଯ୍ୟ, ମୁଁ ଖୁସି ଯେ ଆର‌୍ୟ୍ୟନ ଜାମିନ ପାଇଛନ୍ତି ।

କୈତୁହଳର ବିଷୟ ହେଉଛି ଯେ ଦୁଇଜଣ ଭେଟେରାନ ଓକିଲ ସତୀଶ ମାନସିନ୍ଦେ ଏବଂ ଅମିତ ଦେଶାଇ ସ୍ୱତନ୍ତ୍ର କୋର୍ଟ, ଲୋୟର କୋର୍ଟରେ ଆର‌୍ୟ୍ୟ ଖାନ ଏବଂ ତାଙ୍କ ସହଯୋଗୀଙ୍କୁ ଜାମିନ ପାଇବାରେ ଅସମର୍ଥ ହୋଇଥିଲେ।

ଏଭଳି ପରିସ୍ଥିତିରେ ହାଇକୋର୍ଟରେ ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗିଙ୍କ ଆବେଦନ ଦ୍ୱାରା ଆର‌୍ୟ୍ୟନ ଖାନଙ୍କ ମାମଲା ଦୃଢ ହୋଇଥିଲା ଏବଂ ସେ ଜାମିନ ଆଣିବାରେ ସଫଳ ହୋଇଥିଲେ। ଜଷ୍ଟିସ ନିତିନ ସାମ୍ବ୍ରେଙ୍କ କୋର୍ଟରେ ମୁକୁଲ ରୋହତଗିଙ୍କ ସହ ଓକିଲ ସତୀଶ ମନସିନ୍ଦେ ଏବଂ ଅମିତ ଦେଶାଇ ମଧ୍ୟ ଉପସ୍ଥିତ ଥିଲେ।

ଆର୍ଯ୍ୟନ ଖାନ ଡ୍ରଗ୍ସ ଶାହାରୁଖ ଖାନ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ: ପ୍ରଥମ ବିଜୟ ପରେ କେଉଁ ସ୍ଥାନରେ ରହିଲା SRH, ଜାଣନ୍ତୁ ପଏଣ୍ଟ ଟେବୁଲ

April 3, 2026

ଦଣ୍ଡ ନାଚରେ ଅଶ୍ଳୀଳତା ପ୍ରସଙ୍ଗ: କାରଣ ଦର୍ଶାଅ ନୋଟିସ ଜାରି କଲେ ଛତ୍ରପୁର ତହସିଲଦାର

April 3, 2026

ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

April 3, 2026

ଲୋକସଭା ଏବଂ ରାଜ୍ୟସଭାରେ ଜନ ବିଶ୍ୱାସ ବିଲ୍- ୨୦୨୬ ପାସ୍

April 3, 2026
Latest News

୨୦୨୬ ଆଇପିଏଲ: ପ୍ରଥମ ବିଜୟ ପରେ କେଉଁ ସ୍ଥାନରେ ରହିଲା SRH, ଜାଣନ୍ତୁ ପଏଣ୍ଟ ଟେବୁଲ

April 3, 2026

ଦଣ୍ଡ ନାଚରେ ଅଶ୍ଳୀଳତା ପ୍ରସଙ୍ଗ: କାରଣ ଦର୍ଶାଅ ନୋଟିସ ଜାରି କଲେ ଛତ୍ରପୁର ତହସିଲଦାର

April 3, 2026

ପାକିସ୍ତାନ ଉପରେ ଆଫଗାନିସ୍ତାନର ସର୍ଜିକାଲ୍ ଷ୍ଟ୍ରାଇକ୍: ୩ ପାକିସ୍ତାନୀ ସୈନିକ ନିହତ

April 3, 2026

ରାଜ୍ୟର ୧୮୮୯ ଟି ନୂତନ ଅଙ୍ଗନବାଡ଼ି ଗୃହ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ

April 3, 2026

ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.