Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»UPElection2022: ଆସିଲା ବିଜେପିର ପ୍ରାର୍ଥୀ ତାଲିକା, ଯୋଗୀଙ୍କ ସିଟ୍ ପରିବର୍ତ୍ତନ ଚର୍ଚ୍ଚାର ଅବସାନ
ଜାତୀୟ ଖବର

UPElection2022: ଆସିଲା ବିଜେପିର ପ୍ରାର୍ଥୀ ତାଲିକା, ଯୋଗୀଙ୍କ ସିଟ୍ ପରିବର୍ତ୍ତନ ଚର୍ଚ୍ଚାର ଅବସାନ

January 15, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
UPElection: ଆସିଲା ବିଜେପିର ପ୍ରାର୍ଥୀ ତାଲିକା, ଯୋଗୀଙ୍କ ସିଟ୍ ପରିବର୍ତ୍ତନ ଚର୍ଚ୍ଚାର ଅବସାନ

ନୁୂଆଦିଲ୍ଲୀ: ଆଜି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଶାସକ ବିଜେପି ତାହାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପ୍ରଥମ ପଯ୍ୟାୟରେ ଦଳ ୧୦୭ ଜଣଙ୍କ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମ ମଧ୍ୟ ରହିଛି। ସେ ତାଙ୍କର ସେହି ପୁରୁଣା ଆସନ ଗୋରଖପୁରରୁ ଲଢିବେ ବୋଲି ଘୋଷଣା କରାଯାଇଛି।

ପୂର୍ବରୁ କଳ୍ପନାଜଳ୍ପନା କରାଯାଇଥିଲା ଯେ ଆଦିତ୍ୟନାଥ, ଦୁଇଟି ମନ୍ଦିର ତଥା ଧାର୍ମିକ ସହର  ଅଯୋଧ୍ୟା କିମ୍ବା ମଥୁରାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। କାରଣ ସେ ହିନ୍ଦୁତ୍ୱ ବାର୍ତ୍ତାକୁ ଆହୁରି ଦୃଢ କରିବା ପାଇଁ ସେ ଏପରି ନିଷ୍ପତି ନେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଥିଲା। ହେଲେ ସେସବୁକୁ ପଛରେ ପକାଇ ଯୋଗୀ ତାଙ୍କର ସେହି ପୁରୁଣା ଆସନରୁ ପ୍ରତିଦ୍ବନ୍ଦିତା କରିବେ।

ସେହିପରି ଦଳର ଉପସଭାପତି କେଶବ ପ୍ରସାଦ ମୌର୍ଯ୍ୟ ପ୍ରୟାଗରାଜ ଅଧିନରେ ଥିବା ସିରାଥୁ ଆସନରୁ ପ୍ରତିଦ୍ବନ୍ଦିତା କରିବେ। ୟୁପିରେ ହେବାକୁ ଥିବା ନିର୍ବାଚନରେ ପ୍ରଥମ ପର‌୍ୟ୍ୟାୟରେ ୫୮ ଆସନ ପାଇଁ ଦଳ ୫୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ହେବାକୁ ଥିବା ୫୫ଟି ଆସନ ମଧ୍ୟରୁ ୪୮ ଜଣଙ୍କ ନାମ ଘୋଷଣା କରାଯାଇଛି।

ଏପର୍ଯ୍ୟନ୍ତ କଂଗ୍ରେସ ୟୁପି ନିର୍ବାଚନ ପାଇଁ ୧୨୫ ଜଣ ପ୍ରାର୍ଥୀ ଘୋଷଣା କରିଛି, ବହୁଜନ ସମାଜ ପାର୍ଟି ୫୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଏବଂ ଏସପି-ଆରଏଲଡି ମିଳିତ ମଞ୍ଚ ୨୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

upelection2022 ଉତ୍ତରପ୍ରଦେଶ ନିର୍ବାଚନ ୟୁପି ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬: କେରଳର କାଜିଆ ଲିଜ୍ ମେଜୋଙ୍କ ମୁଣ୍ଡରେ ବିଜୟ ମୁକୁଟ

August 24, 2026
Latest News

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026

ଦକ୍ଷିଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ​ବ୍ରହ୍ମପୁର ସାଂସଦ

August 24, 2026

ଗିନିରେ ଭୂସ୍ଖଳନ : ଅଳିଆ ପାହାଡ଼ ଧସି ୩୦ ମୃତ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.