Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»BUDGET 2022: ଘରେ ବସି ମଧ୍ୟ ସୁବିଧାରେ ପାଇପାରିବେ କେନ୍ଦ୍ରୀୟ ବଜେଟ, ଜାଣନ୍ତୁ କେମିତି
ଜାତୀୟ ଖବର

BUDGET 2022: ଘରେ ବସି ମଧ୍ୟ ସୁବିଧାରେ ପାଇପାରିବେ କେନ୍ଦ୍ରୀୟ ବଜେଟ, ଜାଣନ୍ତୁ କେମିତି

January 31, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
BUDGET2022: ଘରେ ବସି ମଧ୍ୟ ଆପଣ ସୁବିଧାରେ ପାଇପାରିବେ କେନ୍ଦ୍ରୀୟ ବଜେଟ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ଫେବୃଆରୀ 1 ତାରିଖରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରାମଣ ବଜେଟ୍ ଉପସ୍ଥାପନ କରିବେ। ଫେବୃଆରୀ 1, 2022  ଦିନ 11ଟାରେ ସେ ଏହି ବଜେଟ ଉପସ୍ଥାପନା କରିବେ।

ପ୍ରତିବର୍ଷ କେନ୍ଦ୍ର ସରକାର ସାଧାରଣତଃ ବଜେଟ୍ ପ୍ରସ୍ତୁତ ପ୍ରକ୍ରିୟାର ଅନ୍ତିମ ପର୍ଯ୍ୟାୟରେ ପାରମ୍ପାରିକ ହାଲୱା ସମାରୋହ ଆୟୋଜନ କରିଥାନ୍ତି।  ହେଲେ ଏଥର ମହାମାରୀ ଯୋଗୁଁ କର୍ମଚାରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ମିଠା ବଣ୍ଟନ କରାଯାଇଥିଲା।

ଗତ 2021-22 ର ୟୁନିଅନ୍ ବଜେଟ୍ ଦେଶର ଇତିହାସରେ ପ୍ରଥମ ଥର ପାଇଁ କାଗଜହୀନ ଫର୍ମାଟରେ ଉପସ୍ଥାପିତ ହୋଇଥିଲା। ଏ ବର୍ଷ ଅର୍ଥାତ ବଜେଟ୍ 2022-23 ମଧ୍ୟ ପରିବେଶ ଅନୁକୂଳକୁ ଗୁରୁତ୍ବ ଦେଇ ପେପରଲେସ ଭାବେ ଉପସ୍ଥାପିତ କରାଯିବ। ଏଥିସହ ସରକାର ଏକ ‘ୟୁନିଅନ୍ ବଜେଟ୍ ମୋବାଇଲ୍ ଆପ୍’  ମଧ୍ୟ ଆରମ୍ଭ କରିଛନ୍ତି।

ଏହି ଆପ ଡାଉନଲୋଡ କରି ସଂସଦର ସଦସ୍ୟ ତଥା ଦେଶର ସାଧାରଣ ଜନତା ବଜେଟ୍ ଡକ୍ୟୁମେଣ୍ଟଗୁଡିକର ସୁବିଧାରେ ହାସଲ କରିପାରିବେ। ସଂସଦରେ ବଜେଟ୍ ଅଧିବେଶନ ସମାପ୍ତ ହେବା ପରେ ମୋବାଇଲ୍ ଆପ୍ ରେ ୟୁନିଅନ୍ ବଜେଟ୍ 2022-23 ଉପଲବ୍ଧ ହେବ।

ମୋବାଇଲ୍ ଆପ୍ ପ୍ରାୟ 14 ଟି ୟୁନିଅନ୍ ବଜେଟ୍ ସମ୍ବନ୍ଧୀୟ ଡକ୍ୟୁମେଣ୍ଟ୍ ସହିତ ବଜେଟ୍ ଭାଷଣ, ବାର୍ଷିକ ଆର୍ଥିକ ବିବରଣୀ ,  ଫାଇନାନ୍ସ ବିଲ୍ ଏବଂ ଅନୁଦାନର ଚାହିଦା (ଡିଜି) କୁ ସମ୍ପୂର୍ଣ୍ଣ ଆକ୍ସେସ୍ ପ୍ରଦାନ କରାଯିବ। ଏହି ମୋବାଇଲ୍ ଆପ୍ ହିନ୍ଦୀ ଏବଂ ଇଂରାଜୀରେ ଉପଲବ୍ଧ ହେବ। ଏହା ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ଉପଲବ୍ଧ ହେବ।

ସେହିପରି ୱେବସାଇଟ୍ www.indiabudget.gov.in ରେ ମଧ୍ୟ ଏହି ବଜେଟ ଉପଲବ୍ଧ ହେବ। ସାଧାରଣ ଜନତା ମଧ୍ୟ ଏହି ୱେବସାଇଟରେ ବଜେଟ୍ ଡକ୍ୟୁମେଣ୍ଟ୍ ଡାଉନଲୋଡ୍ କରିପାରିବେ।

Budget2022 ବଜେଟ 2022
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ରବିବାର ଏପ୍ରିଲ ୧୯ ତାରିଖରେ ତିନୋଟି ରାଶି ଉପରେ ରହିଛି ଖରାପ ଖବର

April 19, 2026

“ମହିଳା ସଶକ୍ତିକରଣର ସ୍ୱପ୍ନ ଚୁରମାର ହୋଇଯାଇଛି:” ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ

April 18, 2026

‘ମହିଳାମାନଙ୍କୁ ମାସିକ ୨୫୦୦ ସହାୟତା…’: ଟିଭିକେ ମୁଖ୍ୟ ବିଜୟଙ୍କ ବଡ଼ ପ୍ରତିଶ୍ରୁତି

April 18, 2026

“ମୁଁ ସମ୍ପର୍କରେ ଥିବା ତିକ୍ତତାକୁ ଶେଷ କରିବାକୁ ଚେଷ୍ଟା କରିବି:” କାହାକୁ ଏଭଳି କହିଲେ ରାଘବ ଚଢା?

April 18, 2026
Latest News

ଆଜି ରବିବାର ଏପ୍ରିଲ ୧୯ ତାରିଖରେ ତିନୋଟି ରାଶି ଉପରେ ରହିଛି ଖରାପ ଖବର

April 19, 2026

୧୯ରୁ ୨୪ ପ୍ରବଳ ଗ୍ରୀଷ୍ମଲହରୀ: ସ୍କୁଲ ଛୁଟି ଘୋଷଣା

April 19, 2026

ନିର୍ମାଣ ହେବ ହିଟ୍ ୱେଭ୍ ଆଶ୍ରୟସ୍ଥଳୀ

April 18, 2026

୨୦୩୬ ସୁଦ୍ଧା ଓଡ଼ିଶା ହେବ ୫୦୦ ବିଲିଅନ ଡଲାର ଅର୍ଥନୀତିର ରାଜ୍ୟ: ମୁଖ୍ୟମନ୍ତ୍ରୀ

April 18, 2026

Weight Loss Tips: ଚା’ ଓ କଫି ପିଅନ୍ତୁ, ଓଜନ ହ୍ରାସ କରନ୍ତୁ

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.