Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୋଦୀ ସରକାରଙ୍କ ‘ଡିଜିଟାଲ୍ ଷ୍ଟ୍ରାଇକ୍’: ଆଉ ୫୪ ଟି ଚାଇନିଜ୍ ଆପ୍ ଉପରେ ଲାଗିଲା ପ୍ରତିବନ୍ଧକ
ବିଶେଷ ଖବର

ମୋଦୀ ସରକାରଙ୍କ ‘ଡିଜିଟାଲ୍ ଷ୍ଟ୍ରାଇକ୍’: ଆଉ ୫୪ ଟି ଚାଇନିଜ୍ ଆପ୍ ଉପରେ ଲାଗିଲା ପ୍ରତିବନ୍ଧକ

February 14, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆପଣଙ୍କ ଫୋନର ବ୍ୟାଟେରୀ ଶୀଘ୍ର ଶେଷ କରିପାରେ ଏହି ଭୁଲ!: ଜାଣିବା ଜରୁରୀ
ଆପଣଙ୍କ ଫୋନର ବ୍ୟାଟେରୀ ଶୀଘ୍ର ଶେଷ କରିପାରେ ଏହି ଭୁଲ!: ଜାଣିବା ଜରୁରୀ

ନୂଆଦିଲ୍ଲୀ: ଦେଶର ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ଦେଶର ସୁରକ୍ଷା ପ୍ରତି ବିପଦ ଥିବା ୫୪ ଟି ଚାଇନିଜ୍ ଆପକୁ କେନ୍ଦ୍ର ସରକାର ନିଷିଦ୍ଧ କରିବେ। କେନ୍ଦ୍ର ସରକାର ବିଶ୍ଵାସ କରନ୍ତି ଯେ, ଏହି ଆପଗୁଡ଼ିକ ଭାରତର ସୁରକ୍ଷା, ସାର୍ବଭୌମତ୍ଵ ଏବଂ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଛି। ତେଣୁ ସେଗୁଡିକୁ ନିଷିଦ୍ଧ କରାଯିବା ଉଚିତ।

ଉଲ୍ଲେଖ ଯୋଗ୍ୟ ଯେ, ୨୦୨୦ ପୂର୍ବରୁ ମଧ୍ୟ ସୁରକ୍ଷା ବିପଦକୁ ବିଚାର କରି ମୋଟ ୨୭୦ ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ବର୍ତ୍ତମାନ ଏହି ବର୍ଷ ଅର୍ଥାତ୍ ୨୦୨୨ ମସିହାରେ ଏହା ପ୍ରଥମ ଥର ପାଇଁ ସରକାରଙ୍କ ଦ୍ୱାରା ଆପ୍ସ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ଆପଗୁଡିକ ଆଇଟି ଆକ୍ଟର ଧାରା ୬୯ ଏ ଅନୁଯାୟୀ ନିଷେଧ କରାଯାଇଛି।

ତେବେ ସୂଚନା ମୁତାବକ ନିଷେଧ ହେବାକୁ ଥିବା ଚୀନା ଆପ୍‌ଗୁଡ଼ିକ ମଧ୍ୟରେ ‘ବିୟୁଟି କ୍ୟାମେରା- ସେଲ୍‌ଫି କ୍ୟାମେରା’, ‘କ୍ୟାମ୍‌କାର୍ଡ ଫର୍‌ ସେଲ୍‌ସ୍‌ ଫୋର୍ସ ଇଏନ୍‌ଟ୍’, ‘ଭିଭା ଭିଡିଓ ଏଡିଟର୍‌’, ‘ଆପ୍‌ଲକ୍‌’ ଏବଂ ‘ଡୁଆଲ୍‌ ସ୍ପେସ୍‌ ଲାଇଟ୍‌’, ‘ବିୟୁଟି କ୍ୟାମେରା: ସୁଇଟ୍ ସେଲ୍‌ଫି ଏଚ୍‌ଡି’,  ‘ଅନ୍‌ଜିଓଜି ଆରେନା’, ‘ଆଇସୋଲାଣ୍ଡ୍‌ ୨: ଆସେସ୍‌ ଅଫ୍‌ ଟାଇମ୍‌ ଲାଇଟ୍‌’, ‘ଟେନ୍‌ସେଣ୍ଟ୍‌ ଚିଭିୟର୍‌’, ‘ଅନ୍‌ମିଓଜି ଚେସ୍‌’, ‘ଇକ୍ବାଲାଇଜର୍‌ ଆଣ୍ଡ୍‌ ବାସ୍‌ ବୁଷ୍ଟର୍‌’ ।

ମୋଦୀ ସରକାର ଲାଗିଲା ପ୍ରତିବନ୍ଧକ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦୀ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 1, 2026

୨୦୩୦-୩୧ ପର୍ଯ୍ୟନ୍ତ ବଢ଼ିଲା ପିଏମ୍‌ କିଷାନ୍‌ ଯୋଜନାର ଅବଧି

August 1, 2026

‘ମୋତେ ଏବଂ ମୋ ସ୍ୱର୍ଗତ ମାଆଙ୍କୁ ଗାଳି କରିଥିବା ପିଲାମାନଙ୍କୁ ମୁଁ କ୍ଷମା କରୁଛି’: ପ୍ରଧାନମନ୍ତ୍ରୀ ମୋଦି

August 1, 2026

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026
Latest News

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.