Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ନବଜୋତ ସିଂ ସିଦ୍ଧୁଙ୍କ ବଢିଲା ସମସ୍ୟା: ମାନହାନି ମକଦ୍ଦମା ରୁଜ୍ଜୁ କଲେ ଡିଏସପି
ଅପରାଧ

ନବଜୋତ ସିଂ ସିଦ୍ଧୁଙ୍କ ବଢିଲା ସମସ୍ୟା: ମାନହାନି ମକଦ୍ଦମା ରୁଜ୍ଜୁ କଲେ ଡିଏସପି

February 19, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚଣ୍ଡିଗଡ: ଆସନ୍ତାକାଲି ପଞ୍ଜାବ ବିଧାନସଭା ନିର୍ବାଚନର ୧୧୭ ଟି ଆସନରେ ମତଦାନ ହେବ। ଅମୃତସର ପୂର୍ବ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ମତଦାନର ଗୋଟିଏ ଦିନ ପୂର୍ବରୁ ଅସୁବିଧାରେ ପଡ଼ିଛନ୍ତି। ସିଦ୍ଧୁଙ୍କ ବିରୋଧରେ ଚଣ୍ଡିଗଡ଼ର ଡିଏସପି ଅପରାଧିକ ମାନହାନି ମକଦ୍ଦମା ଦାୟର କରିଛନ୍ତି।

ସୂଚନାନୁସାରେ, ଚଣ୍ଡିଗଡ଼ ଡିଏସପି ଦିଲଶର ସିଂ ଚନ୍ଦେଲ ସିଦ୍ଧୁଙ୍କ ବିରୋଧରେ ଅପରାଧିକ ମାନହାନି ମକଦ୍ଦମା ଦାୟର କରିଛନ୍ତି। ୨୦୨୧ ମସିହାରେ ଏକ ରାଲିରେ ପୋଲିସ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ସିଦ୍ଧୁ ଏକ ସର୍ତ୍ତମୂଳକ କ୍ଷମା ପ୍ରାର୍ଥନା କରିବାରେ ବିଫଳ ହୋଇଛନ୍ତି ବୋଲି ଡିଏସପି କହିଛନ୍ତି।

ଡିସେମ୍ବର ୨୦୨୧ ମସିହାରେ, ପଞ୍ଜାବର ପୂର୍ବତନ ମନ୍ତ୍ରୀ ଅଶ୍ରୀନି ସେଖଡୀଙ୍କ ସମାବେଶରେ ପହଞ୍ଚିଥିବା ସିଦ୍ଧୁ ପଞ୍ଜାବ ପୋଲିସକୁ ପରିହାସ କରିଥିଲେ। ସେ କହିଥିଲେ ଯେ, “ଯଦି ଅଶ୍ରୀନି ସେଖଡୀ ଆପଣଙ୍କୁ ଧକ୍କା ମାରନ୍ତି, ତେବେ ଥାନାଦାରଙ୍କ ପ୍ୟାଣ୍ଟ ଓଦା ହୋଇଯାଏ।” ଏଥି ସହିତ ଯେତେବେଳେ ତାଙ୍କୁ ଏହି ବିବୃତ୍ତି ଉପରେ ପଚରାଯାଇଥିଲା, ସେ କହିଥିଲେ ଯେ ସେ କେବଳ ଥଟ୍ଟା କରି ଏହା କହିଛନ୍ତି। ସିଦ୍ଧୁ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ବିବୃତ୍ତିକୁ ବିକୃତ କରାଯାଇଛି। ଏଥି ସହିତ ଚଣ୍ଡିଗଡ଼ ପୋଲିସର ଡିଏସପି ନବଜୋତ ସିଂ ସିଦ୍ଧୁଙ୍କୁ ନୋଟିସ ପଠାଇ ମାନହାନୀ ମାମଲା ଦାୟର କରିଛନ୍ତି।

ନବଜୋତ ସିଂ ସିଦ୍ଧୁ ପଞ୍ଜାବ ବିଧାନସଭା ନିର୍ବାଚନ ମାନହାନି ମକଦ୍ଦମା
Share. Facebook Twitter LinkedIn Email WhatsApp Copy Link

Related Posts

ଆଶୀର୍ବାଦର ଦୀପ- ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରଜ୍ଜ୍ୱଳିତ ହେଲା ଏକ କୋଟି ଦୀପ

September 17, 2026

ଦିଶା ସାଲିଆନ୍ ମାମଲାରେ ରିଆ ଚକ୍ରବର୍ତ୍ତୀ ନୀରବ: FIR ଦାଖଲ କଲା CBI 

September 17, 2026

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

September 17, 2026

ପୁଣି ଘୁଞ୍ଚିଲା ମହାନଦୀ ବିବାଦ ଶୁଣାଣି, ସେପ୍ଟେମ୍ବର ୨୮ରେ ଟ୍ରିବ୍ୟୁନାଲରେ ପରବର୍ତ୍ତୀ ଶୁଣାଣି

September 17, 2026
Latest News

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସରେ ବାଣପୁର ନଗର ମଣ୍ଡଳ ବିଜେପି ପକ୍ଷରୁ ଦୀପଦାନ

September 17, 2026

ଟିଏମସିର ନିର୍ବାଚନୀ ଚିହ୍ନ ଫ୍ରିଜ୍

September 17, 2026

ସୋଆ ଆଇଡିଏସ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

September 17, 2026

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ନିଜ ଗ୍ରାମରେ ଦୀପଦାନ କଲେ ଆଇନମନ୍ତ୍ରୀ

September 17, 2026

ଆଶୀର୍ବାଦର ଦୀପ- ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରଜ୍ଜ୍ୱଳିତ ହେଲା ଏକ କୋଟି ଦୀପ

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.