Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜନୈତିକ ଦଳଗୁଡିକୁ ବଡ଼ ଆଶ୍ଵସ୍ତି, ଏଣିକି ପୂର୍ଣ୍ଣ ସାମର୍ଥ୍ୟରେ ଅନୁଷ୍ଠିତ ହୋଇପାରିବ ରାଲି
ବିଶେଷ ଖବର

ରାଜନୈତିକ ଦଳଗୁଡିକୁ ବଡ଼ ଆଶ୍ଵସ୍ତି, ଏଣିକି ପୂର୍ଣ୍ଣ ସାମର୍ଥ୍ୟରେ ଅନୁଷ୍ଠିତ ହୋଇପାରିବ ରାଲି

February 22, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କରୋନା ମାମଲା ହ୍ରାସ ପାଉଥିବା ଯୋଗୁଁ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏଥର ନିର୍ବାଚନ ପ୍ରଚାରରେ ସମାବେଶ ତଥା ସାଧାରଣ ସଭାରେ ଅଧିକ ରିହାତି ପ୍ରଦାନ କରିଛନ୍ତି। ଅଦ୍ୟାବଧି ମୈଦାନରେ ୫୦ ପ୍ରତିଶତ କ୍ଷମତା ବିଶିଷ୍ଟ ସାଧାରଣ ସଭା ଆୟୋଜନ କରିବାର ଅନୁମତି ମଧ୍ୟ ରଦ୍ଦ କରାଯାଇଛି। ବର୍ତ୍ତମାନ ମୈଦାନରେ ପୂର୍ଣ୍ଣ କ୍ଷମତା ସହିତ ସମାବେଶ ଏବଂ ସାଧାରଣ ସଭା ଅନୁଷ୍ଠିତ ହୋଇପାରିବ। ଏହା ବ୍ୟତୀତ ରୋଡ୍ ସୋ ଆୟୋଜନ କରିବାକୁ ମଧ୍ୟ ଅନୁମତି ଦିଆଯାଇଛି।

ପ୍ରକାଶ ଯୋଗ୍ୟ ଯେ, କରୋନା ତୃତୀୟ ତରଙ୍ଗ ମଧ୍ୟରେ ୟୁପି, ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ ଏବଂ ମଣିପୁରରେ ବିଧାନସଭା ନିର୍ବାଚନ ଘୋଷଣା କରାଯାଇଥିଲା। ପଞ୍ଜାବ, ଗୋଆ ଏବଂ ଉତ୍ତରାଖଣ୍ଡରେ ଭୋଟ୍ ଦିଆଯାଇଛି। ଉତ୍ତରପ୍ରଦେଶରେ ତିନୋଟି ପର୍ଯ୍ୟାୟରେ ୧୭୨ ଟି ଆସନରେ ଭୋଟ୍ ଗ୍ରହଣ କରାଯାଇଛି। ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ପାଇଁ ମତଦାନ ଅନୁଷ୍ଠିତ ହେବ। ଅବଶିଷ୍ଟ ତିନୋଟି ପର୍ଯ୍ୟାୟ ପାଇଁ ଧୂଆଁଧାର ରାଲି ଅନୁଷ୍ଠିତ ହେଉଛି। ୟୁପିରେ ସାତୋଟି ପର୍ଯ୍ୟାୟରେ ମତଦାନ ହେବ। ମଣିପୁରରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ଫେବୃଆରୀ ୨୮ ତାରିଖରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୫ ତାରିଖରେ ଅନୁଷ୍ଠିତ ହେବ।

ବଡ ଆଶ୍ଵସ୍ତି ରାଜନୈତିକ ଦଳ
Share. Facebook Twitter LinkedIn Email WhatsApp Copy Link

Related Posts

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026

Odisha DA Hike Announced: ବଢିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

May 15, 2026

ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ର ଆଦିତ୍ୟ ଆଲୁମିନିୟମ ସମ୍ପ୍ରସାରଣ ପ୍ରସ୍ତାବକୁ ଜନ ଶୁଣାଣୀରେ ମିଳିଲା ସମର୍ଥନ

May 15, 2026

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026
Latest News

ପୋଷ୍ଟିଂ ଅର୍ଡର ବିଳମ୍ବକୁ ନେଇ କଡା ହେଲେ ସରକାର

May 16, 2026

ଯୁବକଙ୍କୁ ଅପହରଣ ପରେ ହତ୍ୟା : ତିନି ଗିରଫ

May 16, 2026

ଟପ ISIS ଆତଙ୍କୀ ନିହତ

May 16, 2026

ଖଣି ଅଧିକାରୀଙ୍କ ଗାଡି କାଚ ଭାଙ୍ଗିଲେ ମଫିଆ

May 16, 2026

ଘରେ ପଶି ମାଇଁଙ୍କ ଭଉଣୀକୁ ହାଣିଲା ଭଣଜା

May 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.