Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅନ୍ୟ ଦେଶ ଉପରେ ମନ୍ତବ୍ୟ କରିବାର ଅଧିକାର ନାହିଁ: ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ବିବୃତ୍ତିକୁ ନେଇ ଭାରତର ପ୍ରତିକ୍ରିୟା
ବିଶେଷ ଖବର

ଅନ୍ୟ ଦେଶ ଉପରେ ମନ୍ତବ୍ୟ କରିବାର ଅଧିକାର ନାହିଁ: ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ବିବୃତ୍ତିକୁ ନେଇ ଭାରତର ପ୍ରତିକ୍ରିୟା

March 24, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପାକିସ୍ତାନରେ ଅନୁଷ୍ଠିତ ସଂଗଠନ ଇସଲାମିକ ସହଯୋଗ (ଓଆଇସି) ବୈଠକରେ ଜମ୍ମୁ କାଶ୍ମୀର ଉପରେ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ବିବୃତ୍ତିକୁ ଭାରତ ଖାରଜ କରିଦେଇଛି। ଏଥି ସହିତ ଭାରତ କହିଛି ଯେ, ୟୁନିଅନ ଟେରିଟୋରୀ ସହ ଜଡିତ ବିଷୟଗୁଡ଼ିକ ଦେଶର ଆଭ୍ୟନ୍ତରୀଣ ବିଷୟ ଅଟେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଜମ୍ମୁ କାଶ୍ମୀର ଉପରେ ଚୀନ୍ ସମେତ ଅନ୍ୟ ଦେଶର କୌଣସି ମନ୍ତବ୍ୟ ଦେବାର ଅଧିକାର ନାହିଁ। ସେମାନେ ବୁଝିବା ଉଚିତ୍ ଯେ, ଭାରତ ସେମାନଙ୍କର ଆଭ୍ୟନ୍ତରୀଣ ବ୍ୟାପାର ଉପରେ ସର୍ବସାଧାରଣରେ ମତ ପ୍ରକାଶ କରିବାକୁ ବାରଣ କରେ। ଭାରତର ଏହି ବିବୃତ୍ତି ଚୀନ୍ ପାଇଁ ଏକ ଦୃଢ ପ୍ରତିକ୍ରିୟା ଏବଂ ବାର୍ତ୍ତା ଭାବରେ ଦେଖାଯାଉଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଏହି ବିବୃତ୍ତି ଏଭଳି ଏକ ସମୟରେ ଆସିଛି, ଯେତେବେଳେ ୱାଙ୍ଗଙ୍କ ସମ୍ଭାବ୍ୟ ଭାରତ ଗସ୍ତକୁ ନେଇ ଭାରତ ଏବଂ ଚୀନ୍ ମଧ୍ୟରେ ଯୋଗାଯୋଗ ହେଉଛି। ଯଦିଓ ଉଭୟ ପକ୍ଷ ଏହି ସମ୍ଭାବ୍ୟ ଗସ୍ତ ବିଷୟରେ କୌଣସି ସ୍ପଷ୍ଟ ସୂଚନା ଦେଇନାହାଁନ୍ତି, ଯାହା ଦ୍ଵାରା ଏହା ସନ୍ଦେହ ସୃଷ୍ଟି କରିଛି।

ଓଆଇସି ବୈଠକରେ ଜମ୍ମୁ କାଶ୍ମୀର ବିଷୟରେ ୱାଙ୍ଗଙ୍କ ବିବୃତ୍ତି ବିଷୟରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ଜମ୍ମୁ କାଶ୍ମୀର ଉପରେ ଅନାବଶ୍ୟକ ବିବୃତ୍ତିକୁ ଆମେ ପ୍ରତ୍ୟାଖ୍ୟାନ କରିଛୁ।

ଓଆଇସି ଚୀନ୍ ବୈଦେଶିକ ମନ୍ତ୍ରୀ ଜମ୍ମୁ କାଶ୍ମୀର ପାକିସ୍ତାନ
Share. Facebook Twitter LinkedIn Email WhatsApp Copy Link

Related Posts

ମେ ୨୮ ସୁଦ୍ଧା ପ୍ରାୟ ୬୦,୪୦୦ ପିଏନଜି ଗ୍ରାହକଙ୍କ ଏଲପିଜି ସଂଯୋଗ ପ୍ରତ୍ୟାହାର

May 30, 2026

ଡିକେ ସରକାରରେ ସିଦ୍ଧରମୈୟାଙ୍କ ପ୍ରାଧାନ୍ୟ କେତେ ବଜାୟ ରହିବ; ଜାଣନ୍ତୁ ଇନସାଇଡ ଷ୍ଟୋରୀ

May 30, 2026

ଯବାନଙ୍କ ସହ ଆଲୋଚନା କଲେ ଅମିତ ଶାହ

May 30, 2026

ବ୍ୟର୍ଥ ଗଲା ବୈଭବ ସୂର୍ଯ୍ୟବଂଶୀଙ୍କ ଇନିଂସ୍: ରାଜସ୍ଥାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଗୁଜୁରାଟ

May 29, 2026
Latest News

ମେ ୨୮ ସୁଦ୍ଧା ପ୍ରାୟ ୬୦,୪୦୦ ପିଏନଜି ଗ୍ରାହକଙ୍କ ଏଲପିଜି ସଂଯୋଗ ପ୍ରତ୍ୟାହାର

May 30, 2026

ହର୍ମୁଜରୁ ଅବରୋଧ ହଟିଲେ ଭାରତରେ ଶସ୍ତା ହେବ କି ତୈଳ ଦର?: ଜାଣନ୍ତୁ କେଉଁଠି ସମସ୍ୟା

May 30, 2026

ଡିକେ ସରକାରରେ ସିଦ୍ଧରମୈୟାଙ୍କ ପ୍ରାଧାନ୍ୟ କେତେ ବଜାୟ ରହିବ; ଜାଣନ୍ତୁ ଇନସାଇଡ ଷ୍ଟୋରୀ

May 30, 2026

‘ସମଗ୍ର ଶିକ୍ଷା ଅଭିଯାନ’ର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

May 30, 2026

ଯବାନଙ୍କ ସହ ଆଲୋଚନା କଲେ ଅମିତ ଶାହ

May 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.