Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୬୦ ଲକ୍ଷ ପଦବୀ ଖାଲି ଅଛି, ବଜେଟ୍ କୁଆଡେ ଗଲା?: ପୁଣିଥରେ ନିଜ ସରକାରଙ୍କ ଉପରେ ବର୍ଷିଲେ ବରୁଣ ଗାନ୍ଧୀ
ବିଶେଷ ଖବର

୬୦ ଲକ୍ଷ ପଦବୀ ଖାଲି ଅଛି, ବଜେଟ୍ କୁଆଡେ ଗଲା?: ପୁଣିଥରେ ନିଜ ସରକାରଙ୍କ ଉପରେ ବର୍ଷିଲେ ବରୁଣ ଗାନ୍ଧୀ

May 28, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ସାଂସଦ ବରୁଣ ଗାନ୍ଧୀ ପୁଣି ଥରେ ନିଜ ସରକାରକୁ ଟାର୍ଗେଟ କରିଛନ୍ତି। ଏଥର ବରୁଣ ଗାନ୍ଧୀ ବେକାରି ପ୍ରସଙ୍ଗରେ ତାଙ୍କ ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି। ଦେଶରେ ମୁଦ୍ରାସ୍ଫୀତି ପରେ ବେକାରୀ ସମସ୍ୟା ହେଉଛି ସବୁଠାରୁ ବଡ ପ୍ରସଙ୍ଗ। ଏହା ଉପରେ ବରୁଣ ଗାନ୍ଧୀ ନିଜ ସରକାରକୁ ଟାର୍ଗେଟ କରିଛନ୍ତି। ବେରୋଜଗାରୀ ପ୍ରସଙ୍ଗରେ ସରକାର ଉପରେ ବିରୋଧୀ ଆକ୍ରମଣ କରୁଥିବା ବେଳେ ଏବେ ବିଜେପି ସାଂସଦ ମଧ୍ୟ ବେରୋଜଗାରୀ ବିଷୟରେ ନିଜ ସରକାରକୁ ପ୍ରଶ୍ନ କରିଛନ୍ତି।

ସେନା, ପୋଲିସ, ସ୍ୱାସ୍ଥ୍ୟ ଇତ୍ୟାଦି ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀ ସମ୍ପର୍କରେ ବିଜେପି ସାଂସଦ ବରୁଣ ଗାନ୍ଧୀ ଟୁଇଟ୍ କରିଛନ୍ତି। ସେ କହିଛନ୍ତି ଯେ, “ଯେତେବେଳେ ବେକାରି ୩ ଦଶନ୍ଧିର ସର୍ବୋଚ୍ଚ ସ୍ତରରେ ଅଛି, ସେତେବେଳେ ଏହି ସଂଖ୍ୟା ଆଶ୍ଚର୍ଯ୍ୟଜନକ ଅଟେ। ନିଯୁକ୍ତି ଅଭାବରୁ କୋଟି କୋଟି ଯୁବକ ହତାସ ଓ ନିରାଶ ହୋଇଥିବାବେଳେ ଦେଶରେ ୬୦ ଲକ୍ଷ ‘ଅନୁମୋଦିତ ପଦବୀ’ ଖାଲି ଅଛି। ଏହା ସମସ୍ତ ଯୁବଗୋଷ୍ଠୀଙ୍କୁ ଜାଣିବା ଆବଶ୍ୟକ।

जब बेरोजगारी 3 दशकों के सर्वोच्च स्तर पर है तब यह आँकड़े चौंकाने वाले हैं।

जहां भर्तियाँ न आने से करोड़ों युवा हताश व निराश है, वहीं ‘सरकारी आँकड़ों’ की ही मानें तो देश में 60 लाख ‘स्वीकृत पद’ खाली हैं।

कहाँ गया वो बजट जो इन पदों के लिए आवंटित था?

यह जानना हर नौजवान का हक है! pic.twitter.com/dxtn64IeRz

— Varun Gandhi (@varungandhi80) May 28, 2022

ବିଜେପି ସାଂସଦ ବରୁଣ ଗାନ୍ଧୀ ସରକାରଙ୍କ ଭୁଲ ନୀତିକୁ ନେଇ ସବୁବେଳେ ପ୍ରଶ୍ନ ଉଠାଇଛନ୍ତି। ଯଦିଓ ଏହା ତାଙ୍କ ଦଳର ସରକାର ଅଟେ। ଏଥର ସେ କେନ୍ଦ୍ରରେ ଥିବା ତାଙ୍କ ବିଜେପି ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଛନ୍ତି ଯେ, ଦେଶରେ ଅନୁମୋଦିତ ସରକାରୀ ପଦବୀରେ ନିଯୁକ୍ତି ସୁଯୋଗ ନବାହାର କରିବାକୁ ନେଇ ପ୍ରଶ୍ନ କରିଛନ୍ତି। ଦେଶରେ ଖାଲି ପଡ଼ିଥିବା ସରକାରୀ ପଦବୀ ସମ୍ପର୍କରେ ବରୁଣ ଗାନ୍ଧୀ କେନ୍ଦ୍ରରେ ମୋଦୀ ସରକାରଙ୍କୁ ସିଧାସଳଖ ଆକ୍ରମଣ କରିଛନ୍ତି।

ବରୁଣ ଗାନ୍ଧୀ ଭାରତୀୟ ଜନତା ପାର୍ଟି
Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ୟାସ୍ ଲିକ୍ ଘଟଣା, ମୃତ ଓଡିଆ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026
Latest News

ଗ୍ୟାସ୍ ଲିକ୍ ଘଟଣା, ମୃତ ଓଡିଆ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026

ମହାରାଷ୍ଟ୍ର ବିଧାନ ପରିଷଦରେ ଠାକରେ-ପାୱାରଙ୍କୁ ଝଟକା: ୧୭ଟିରୁ ୧୬ ଟି ଆସନରେ ମହାୟୁତି ବିଜୟୀ

June 22, 2026

ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଇସ୍ତଫା: ଜାଣନ୍ତୁ ଏବେ କିଏ ହେବେ ନୂତନ ପ୍ରଧାନମନ୍ତ୍ରୀ

June 22, 2026

ବର୍ଷା ଦିନିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

June 22, 2026

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.