Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ମେକ୍ ଇଣ୍ଡିଆ ନମ୍ବର ୱାନ୍’ ଅଭିଯାନ ଆରମ୍ଭ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ
ବିଶେଷ ଖବର

‘ମେକ୍ ଇଣ୍ଡିଆ ନମ୍ବର ୱାନ୍’ ଅଭିଯାନ ଆରମ୍ଭ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

August 17, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
APP Chief
"ଆମେରିକା ହାତରେ ଦେଶ...," ଟ୍ରମ୍ପଙ୍କ ଟାରିଫ୍ ବିଲ୍ ଉପରେ କେଜରିୱାଲ୍ ଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଆଜି ‘ମେକ୍ ଇଣ୍ଡିଆ ନମ୍ବର ୱାନ୍’ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅବସରରେ କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ, ୭୫ ବର୍ଷ ମଧ୍ୟରେ କୌଣସି ସରକାର କିଛି କରିନାହାଁନ୍ତି।

ଏହି ଅବସରରେ ସିଏମ କେଜ୍ରିୱାଲ କହିଛନ୍ତି ଯେ, “ଆଜି ଆମେ ଏକ ପ୍ରତିଶ୍ରୁତି ନେଇଛୁ ଯେପର୍ଯ୍ୟନ୍ତ ଆମେ ଭାରତକୁ ଏକ ନମ୍ବର ଦେଶ ନକରିବା ପର୍ଯ୍ୟନ୍ତ ବିଶ୍ରାମ ନେବୁ ନାହିଁ। ମୁଁ ଦେଶ ସାରା ବୁଲିବି, ଲୋକଙ୍କ ସହିତ ଯୋଡି ହେବି, ଆମେ ୧୩୦ କୋଟି ଲୋକଙ୍କ ମିଳିତ ମେଣ୍ଟ ଗଠନ କରିବୁ ଏବଂ ଯେବେ ୧୩୦ କୋଟି ଲୋକ ଯୋଡି ହେବୁ, ତେବେ ଭାରତକୁ ଏକ ନମ୍ବର ହେବାକୁ କେହି ରୋକି ପାରିବେ ନାହିଁ।

ସେ କହିଛନ୍ତି ଯେ, ଦେଶ ସ୍ୱାଧୀନତା ହେବାର ୭୫ ବର୍ଷ ବିତିଗଲାଣି। ଏହି ୭୫ ବର୍ଷରେ ଆମେ ବହୁତ କିଛି ହାସଲ କରିଛୁ। ଭାରତ ବହୁତ କିଛି ହାସଲ କରିଛି, କିନ୍ତୁ ଲୋକଙ୍କ ମଧ୍ୟରେ କ୍ରୋଧ ଅଛି, ଏକ ପ୍ରଶ୍ନ ଅଛି ଯେ ଆମ ପରେ ସ୍ଵାଧୀନତା ପ୍ରାପ୍ତ ହୋଇଥିବା ଛୋଟ ଦେଶଗୁଡ଼ିକ ଆମକୁ ଅତିକ୍ରମ କରିସାରିଛନ୍ତି। ଭାରତ କାହିଁକି ପଛରେ ଅଛି, ପ୍ରତ୍ୟେକ ନାଗରିକ ସମାନ ପ୍ରଶ୍ନ ପଚାରୁଛନ୍ତି।

ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026

ଓରାଙ୍ଗଉଟାନ ଶିଶୁଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଗଠିତ ହେଲା ବୈଷୟିକ କମିଟି

September 13, 2026

କାଜାଖସ୍ତାନ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 13, 2026
Latest News

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026

ଓରାଙ୍ଗଉଟାନ ଶିଶୁଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଗଠିତ ହେଲା ବୈଷୟିକ କମିଟି

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.