Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଇପିୟୁର କାର୍ଯ୍ୟକାରୀ କମିଟିକୁ ନିର୍ବାଚିତ ହେଲେ ଅପରାଜିତା: ଦୁଇ ଦଶନ୍ଧି ପରେ ଭାରତ ପାଖକୁ ଫେରିଲା ସଭାପତି ପଦ
ବିଶେଷ ଖବର

ଆଇପିୟୁର କାର୍ଯ୍ୟକାରୀ କମିଟିକୁ ନିର୍ବାଚିତ ହେଲେ ଅପରାଜିତା: ଦୁଇ ଦଶନ୍ଧି ପରେ ଭାରତ ପାଖକୁ ଫେରିଲା ସଭାପତି ପଦ

October 12, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଭାରତ ପାଇଁ ବଡ ସଫଳତା। ଦୀର୍ଘ ଦୁଇ ଦଶନ୍ଧି ପରେ ଭାରତ ପାଖକୁ ଆଇପିୟୁର କାର୍ଯ୍ୟକାରିଣୀ କମିଟିର ସଭାପତି ପଦ ମିଳିଛି। ଏହି ସଫଳତା ଭୁବନେଶ୍ଵର ସାଂସଦ ଅପରାଜିତ ଷଡଙ୍ଗୀ ଦ୍ଵାରା ଭାରତକୁ ପ୍ରାପ୍ତ ହୋଇଛି। ଆଜି ରଓ୍ବାଣ୍ଡାର କିଗାଲିଠାରେ ଅନୁଷ୍ଠିତ ଆଇପିୟୁର ୧୪୫ତମ ସମ୍ମିଳନୀ ଅବସରରେ ଅନୁଷ୍ଠିତ ନିର୍ବାଚନରେ ଶ୍ରୀମତୀ ଷଡଙ୍ଗୀ ନିର୍ବାଚିତ ହୋଇଛନ୍ତି। ସେ ମୋଟ ୧୮ ଟି ଭୋଟରୁ ୧୨ ଟି ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ତେଣୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଅନ୍ତଃ ସଂସଦୀୟ ୟୁନିୟନ ( ଆଇପିୟୁ)ର କାର୍ଯ୍ୟକାରିଣୀ କମିଟିକୁ ନିର୍ବଚିତ ହେବା ସହ ଭାରତକୁ ସଭାପତି ପଦ ଫେରିଛି।

ଏହି ସମ୍ମିଳନୀରେ ରାଜ୍ୟସଭାର ଉପସଭାପତି ହରିବଂଶ, ବିଜେଡ଼ି ସାଂସଦ ସସ୍ମିତ ପାତ୍ର, ଝାଡ଼ଖଣ୍ଡର ସାଂସଦ ବିଷ୍ଣ ଦୟାଲ ରାମ ଓ ସାଂସଦ କାର୍ତ୍ତିକ ଶର୍ମା ଯୋଗ ଦେଇଥିଲେ।

ଭାରତ ସଭାପତି ପଦ
Share. Facebook Twitter LinkedIn Email WhatsApp Copy Link

Related Posts

ପାକ୍-ସାଉଦି-ତୁର୍କୀ ମଧ୍ୟରେ ବଡ଼ ପ୍ରତିରକ୍ଷା ଚୁକ୍ତି: ଭାରତର ଆସିଲା ପ୍ରତିକ୍ରିୟା

August 8, 2026

ନୂଆଦିଲ୍ଲୀରେ ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ ଭିଜନ ଉପସ୍ଥାପିତ କଲେ ମୁଖ୍ୟମନ୍ତ୍ରୀ

August 7, 2026

FCRA ଉପରେ ଆମେରିକୀୟ କଂଗ୍ରେସ ସଦସ୍ୟଙ୍କ ଆପତ୍ତି: ଭାରତ ଦେଲା କଡ଼ା ଜବାବ

August 7, 2026

ଓଡିଶାର ୨ ବୁଣାକାରଙ୍କ ସମେତ ମୋଟ ୨୨ ବୁଣାକାରଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

August 7, 2026
Latest News

ଆଜି ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ  ପ୍ରଧାନମନ୍ତ୍ରୀ

August 8, 2026

ସେପ୍ଟେମ୍ବର ୧୫ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ: ଜାଣନ୍ତୁ ନବାନ୍ନ ଲାଗିର ଶୁଭ ଲଗ୍ନ

August 8, 2026

ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବଢିଲା ଚିନ୍ତା: ଦୁଇଟି ବଡ଼ ଦାବି ରଖିଲେ ଟିଏମସି ବିଦ୍ରୋହୀ ଗୋଷ୍ଠୀ

August 8, 2026

ରୁଷ ତୈଳ କିଣୁଥିବା ଭାରତକୁ ଆମେରିକାର ବଡ଼ ଝଟକା! ସେନେଟ୍‌ରେ ପାସ୍ ହେଲା ପ୍ରତିବନ୍ଧକ ବିଲ୍

August 8, 2026

ଫୁଲୁଛି ସାଳନ୍ଦୀ ଓ ବୈତରଣୀ

August 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.