Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Video News : ପଦଯାତ୍ରା ଚାଲିଥିବା ବେଳେ ହଠାତ ରାହୁଳ ଗାନ୍ଧୀ କାହିଁକି ଦୌଡି ପଳେଇଲେ
ଜାତୀୟ ଖବର

Video News : ପଦଯାତ୍ରା ଚାଲିଥିବା ବେଳେ ହଠାତ ରାହୁଳ ଗାନ୍ଧୀ କାହିଁକି ଦୌଡି ପଳେଇଲେ

October 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Video : ପଦଯାତ୍ରା ଚାଲିଥିବା ବେଳେ ହଠାତ ରାହୁଳ ଗାନ୍ଧୀ ଜୋରରେ ଦୌଡି ପଳେଇଲେ

Congress Bharat Jodo Yatra: ଆଜି କଂଗ୍ରେସର ‘ଭାରତ ଯୋଡା ଯାତ୍ରା’ରେ ଏକ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ତାହା ହେଲା ଭାରତ ଯୋଡ ଯାତ୍ରାରେ ଚାଲୁଥିବା ବେଳେ ହଠାତ ରାହୁଳ ଗାନ୍ଧୀ ଜୋରରେ ଦୌଡିବାକୁ ଲାଗିଲେ। ରାହୁଲ ଗାନ୍ଧୀଙ୍କ ହଠାତ୍ ଦୈଡିବାରୁ ତାଙ୍କ ସୁରକ୍ଷା କର୍ମୀ, ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ସଭାପତି ରେଭନ୍ତ ରେଡ୍ଡୀ ଏବଂ ଅନ୍ୟମାନେ ମଧ୍ୟ ଦୌଡ଼ିବା ଆରମ୍ଭ କରିଥିଲେ। ରାହୁଲ ଗାନ୍ଧୀଙ୍କ ଏପରି ଦୈଡିବା ଦେଖି କିଛି ଲୋକ ଆଶ୍ଚଯ୍ୟ ହୋଇଯାଇଥିଲେ।

କଂଗ୍ରେସ ଦଳର ସୂତ୍ରରୁ ପ୍ରକାଶ ଯେ ରାହୁଲ ଗାନ୍ଧୀ ଦଳର ନେତା ତଥା କର୍ମକର୍ତ୍ତାଙ୍କ ସହ ରବିବାର ସକାଳେ ଜଡଚର୍ଲା ଠାରୁ ପଦଯାତ୍ରା ଆରମ୍ଭ କରିଥିଲେ। ସେ ସେଠାରେ ୨୨ କିଲୋମିଟର ଦୂରତା ଅତିକ୍ରମ କରିବେ। ତେବେ ସେ କେତେକ ସ୍କୁଲ ପିଲାଙ୍କ ସହିତ ଯାଉଥିବା ବେଳେ ସେ ହଠାତ ଦୌଡିବାକୁ ନେଇ ଆଜି ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚାର ବିଷୟ ହୋଇଛି।

 

https://thesamikhsya.com/odia/wp-content/uploads/2022/10/rahul.mp4

 

ଆଜି ତେଲେଙ୍ଗାନାରେ କଂଗ୍ରେସର ‘ଭାରତ ଯୋଡା ଯାତ୍ରା’ର ହେଉଛି ପଞ୍ଚମ ଦିନ। ରାହୁଲ ଗାନ୍ଧୀ ରବିବାରର ପଦଯାତ୍ରା ଶେଷ କରିବା ପୂର୍ବରୁ ସନ୍ଧ୍ୟାରେ ସାଦନଗରର ସୋଲିପୁର ଛକଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବେ। ଗତକାଲି ଶନିବାର ରାତିରେ ଜଡଚାର୍ଲା ଏକ୍ସ ରୋଡ ଛକରେ ବୈଠକ କରିଥିଲେ। ତା ପୂର୍ବରୁ ସେ ଏକ ୨୦ କିଲୋମିଟର ପଦଯାତ୍ରା ଅତିକ୍ରମ କରିଥିଲେ।

ଏହି ଯାତ୍ରା ତେଲେଙ୍ଗାନାର ସାତୋଟି ଲୋକସଭା ଏବଂ ୧୯ ଟି ବିଧାନସଭା ନିର୍ବାଚନମଣ୍ଡଳୀ ଦେଇ ୩୭୫ କିଲୋମିଟର ଦୂରତା ଅତିକ୍ରମ କରିବ। ଏହା ପରେ ନଭେମ୍ବର ୭ ରେ ମହାରାଷ୍ଟ୍ରରେ ଏହି ପଦଯାତ୍ରା ପ୍ରବେଶ କରିବ। ନଭେମ୍ବର ୪ ତାରିଖରେ, ଏହି ପଦଯାତ୍ରା ଗୋଟିଏ ଦିନ ବିରତି ରହିବ।

 

https://thesamikhsya.com/odia/wp-content/uploads/2022/10/rahul-1.mp4

 

ଏହି ପଦଯାତ୍ରା ୭ ସେପ୍ଟେମ୍ବରରେ ତାମିଲନାଡୁରୁ ଆରମ୍ଭ ହୋଇଥିଲା। ୱାୟାନାଦର ସାଂସଦ ତଥା କଂଗ୍ରେସ ନେତା ରାହୁଳ ଗାନ୍ଧୀ ‘ଭାରତ ଯୋଡା ଯାତ୍ରା’ ସମୟରେ କ୍ରୀଡା, ବ୍ୟବସାୟ ଏବଂ ମନୋରଞ୍ଜନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ତଥା ବିଭିନ୍ନ ସମ୍ପ୍ରଦାୟର ବୁଦ୍ଧିଜୀବୀ ତଥା ନେତାମାନଙ୍କୁ ଭେଟୁଛନ୍ତି। ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟମାନେ କହିଛନ୍ତି ଯେ ରାହୁଳ ତେଲେଙ୍ଗାନାର ପୂଜାପାଠ, ମସଜିଦ ଏବଂ ମନ୍ଦିର ପରିଦର୍ଶନ କରିବେ ଏବଂ ସେଠାରେ ପ୍ରାର୍ଥନା ମଧ୍ୟ କରିବେ।

‘ଭାରତ ଯୋଡା ଯାତ୍ରା’ ତେଲେଙ୍ଗାନାରେ ଆରମ୍ଭ କରିବା ପୂର୍ବରୁ ରାହୁଲ କେରଳ, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକରେ ଏହା ଶେଷ କରିଛନ୍ତି। ତେଲେଙ୍ଗାନାରେ ଏହି ଯାତ୍ରାକୁ ସମନ୍ୱୟ କରିବା ପାଇଁ  ପ୍ରଦେଶ କଂଗ୍ରେସ ୧୦ ଟି ସ୍ୱତନ୍ତ୍ର କମିଟି ଗଠନ କରିଛି।

ଭାରତ ଯୋଡ ଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

“ପ୍ରକୃତ ପରୀକ୍ଷା ଆସିବା ବାକି ଅଛି”: ସୌରଭ ଗାଙ୍ଗୁଲିଙ୍କ ଗୌତମ ଗମ୍ଭୀରଙ୍କୁ ସ୍ପଷ୍ଟ ଚେତାବନୀ

March 14, 2026

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026
Latest News

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

“ପ୍ରକୃତ ପରୀକ୍ଷା ଆସିବା ବାକି ଅଛି”: ସୌରଭ ଗାଙ୍ଗୁଲିଙ୍କ ଗୌତମ ଗମ୍ଭୀରଙ୍କୁ ସ୍ପଷ୍ଟ ଚେତାବନୀ

March 14, 2026

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.