Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେପିରେ ଯୋଗ ଦେଲେ ପ୍ରଥମ ଭାରତୀୟ ରାଜ୍ୟପାଳ ଜେନେରାଲ ରାଜଗୋପାଲାଚାରିଙ୍କ ଅଣନାତି
ଆଜିର ଖବର

ବିଜେପିରେ ଯୋଗ ଦେଲେ ପ୍ରଥମ ଭାରତୀୟ ରାଜ୍ୟପାଳ ଜେନେରାଲ ରାଜଗୋପାଲାଚାରିଙ୍କ ଅଣନାତି

April 8, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ନେତା ତଥା ଭାରତର ପ୍ରଥମ ରାଜ୍ୟପାଳ ଜେନେରାଲ ସି.ରାଜାଗୋପାଲାଚାରିଙ୍କ ଅଣନାତି ସିଆର କେଶୱନ ଆଜି ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଭି.କେ ସିଂ, ବିଜେପି ନେତା ଅନିଲ ବଲୁନି ଏବଂ ପ୍ରେମ ଶୁକ୍ଲାଙ୍କ ଉପସ୍ଥିତିରେ କେଶବନ୍ ଦଳରେ ଯୋଗ ଦେଇଛନ୍ତି।

ବିଜେପିରେ ଯୋଗଦେବା ପରେ ସିଆର କେଶବନ୍ କହିଛନ୍ତି ଯେ, ମୁଁ ୨୦୪୭ ସୁଦ୍ଧା ଭାରତ ବିଶ୍ୱଗୁରୁ ହେବା ଭଳି ଦିଗରେ କାର୍ଯ୍ୟ କରିବି। ମୋର ଅବଦାନ ରାମସେତୁ ତିଆରି କରିବାରେ ଗୁଣ୍ଡିଚି ମୂଷା ପରି ସମାନ ହେବ।

ଶ୍ରୀ କେଶବନ କହିଛନ୍ତି ଯେ, ଯେତେବେଳେ ଆମର ପ୍ରଧାନମନ୍ତ୍ରୀ ତାମିଲନାଡୁରେ ଅଛନ୍ତି, ମୁଁ ସେହି ଦିନ ବିଶ୍ୱର ସର୍ବବୃହତ ରାଜନୈତିକ ଦଳ-ବିଜେପିରେ ଯୋଗ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନଡା ଜୀ ମୋତେ ଉତ୍ସାହିତ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରି ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଲୋକକେନ୍ଦ୍ରିକ ନୀତି, ଦୁର୍ନୀତିମୁକ୍ତ ଶାସନ ଏବଂ ସଂସ୍କାର ଭିତ୍ତିକ ଅନ୍ତର୍ଭୂକ୍ତ ବିକାଶ ଏଜେଣ୍ଡା ଭାରତକୁ ଏକ ଦୁର୍ବଳ ଅର୍ଥନୀତିରୁ ବିଶ୍ୱର ୫ମ ବୃହତ୍ତମ ଅର୍ଥନୀତିରେ ପରିଣତ କରିଛି। ଗତ ୯ ବର୍ଷ ମଧ୍ୟରେ, ଭାରତ ବାହାରେ ରହୁଥିବା ଲୋକମାନେ ଦେଖିଛନ୍ତି କିପରି ଭାରତରେ ବିକାଶ ରାଜନୀତି ଚାଲିଛି।

ସି.ଆର. କେଶବନ ଏପରି ଅନ୍ୟ ଜଣେ ନେତା ଯିଏକି ନିକଟରେ ବିଜେପିରେ ଯୋଗ ଦେଇଛନ୍ତି ଯାହାର ପରିବାର କଂଗ୍ରେସରେ ଏକ ବଡ଼ ସ୍ଥିତି ଅଛି। ଏହାପୂର୍ବରୁ ଏପ୍ରିଲ ୬ ତାରିଖରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କେରଳର ବରିଷ୍ଠ କଂଗ୍ରେସ ନେତା ଏ.କେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି ବିଜେପିରେ ଯୋଗ ଦେଇଥିଲେ।

କଂଗ୍ରେସ ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ଗସ୍ତରେ ଚେନ୍ନାଇ ଗଣମାଧ୍ୟମ ପ୍ରତିନିଧି ଦଳ

February 7, 2026

ସରକାରୀ କର୍ମଚାରୀଙ୍କ ଯାତ୍ରା ଭତ୍ତା ଦାବି ପାଇଁ ମୋଟର କ୍ୟାବ୍ ଭଡ଼ା ଦର ନିର୍ଦ୍ଧାରଣ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ

February 7, 2026

ସ୍ୱତନ୍ତ୍ର ଏଆଇ ପାର୍କ ପ୍ରତିଷ୍ଠା କରିବ ଓଡ଼ିଶା: ସର୍ବମ ସହିତ ସ୍ୱାକ୍ଷର କଲା ବୁଝାମଣାପତ୍ର

February 7, 2026

ରାଜ୍ୟରେ ଶକ୍ତି ସଂରକ୍ଷଣ ପଦକ୍ଷେପକୁ ଆଗକୁ ବଢ଼ାଇବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

February 7, 2026
Latest News

ଓଡ଼ିଶା ଗସ୍ତରେ ଚେନ୍ନାଇ ଗଣମାଧ୍ୟମ ପ୍ରତିନିଧି ଦଳ

February 7, 2026

ସରକାରୀ କର୍ମଚାରୀଙ୍କ ଯାତ୍ରା ଭତ୍ତା ଦାବି ପାଇଁ ମୋଟର କ୍ୟାବ୍ ଭଡ଼ା ଦର ନିର୍ଦ୍ଧାରଣ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ

February 7, 2026

ସ୍ୱତନ୍ତ୍ର ଏଆଇ ପାର୍କ ପ୍ରତିଷ୍ଠା କରିବ ଓଡ଼ିଶା: ସର୍ବମ ସହିତ ସ୍ୱାକ୍ଷର କଲା ବୁଝାମଣାପତ୍ର

February 7, 2026

ରାଜ୍ୟରେ ଶକ୍ତି ସଂରକ୍ଷଣ ପଦକ୍ଷେପକୁ ଆଗକୁ ବଢ଼ାଇବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

February 7, 2026

ପାକିସ୍ତାନ ସୀମାରେ ଅବସ୍ଥିତ ‘ଗୁରନାମ ’ ଏବଂ’ ବୋବିଆ ’ ବିଓପି ପରିଦର୍ଶନ କଲେ ଅମିତ ଶାହ

February 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.