Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସ୍ମୃତି ଇରାନୀ ସମେତ ବିଜେପିର ମହିଳା ସାଂସଦମାନଙ୍କୁ କୁସ୍ତିଯୋଦ୍ଧାଙ୍କ ଖୋଲା ଚିଠି, ଜାଣନ୍ତୁ କ’ଣ ରହିଛି ଦାବି
ବିଶେଷ ଖବର

ସ୍ମୃତି ଇରାନୀ ସମେତ ବିଜେପିର ମହିଳା ସାଂସଦମାନଙ୍କୁ କୁସ୍ତିଯୋଦ୍ଧାଙ୍କ ଖୋଲା ଚିଠି, ଜାଣନ୍ତୁ କ’ଣ ରହିଛି ଦାବି

May 15, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଗତ ୨୨ ଦିନ ଧରି ଜନ୍ତର ମନ୍ତ୍ରରରେ ଧାରଣା ଉପରେ ବସିଥିବା କୁସ୍ତିଯୋଦ୍ଧାମାନେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମେତ ବିଜେପିର ମହିଳା ସାଂସଦମାନଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏହି ଚିଠି ମାଧ୍ୟମରେ କୁସ୍ତିଯୋଦ୍ଧା ମହିଳା ସାଂସଦଙ୍କ ସମର୍ଥନ ଲୋଡିଛନ୍ତି, ଯାହାଫଳରେ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।

କୁସ୍ତିଯୋଦ୍ଧାମାନେ କହିଛନ୍ତି ଯେ, “ବେଟି ବାଚାଓ, ବେଟି ପଢାଓ”ର ସ୍ଲୋଗାନ ଉଠାଇଥିବା ଏହି ମହିଳା ସାଂସଦମାନେ ମଧ୍ୟ ଆମର ଦୁଃଖରେ ଯୋଗଦେବା ଉଚିତ ଏବଂ ଆମକୁ ସମର୍ଥନ କରିବା ଉଚିତ। କେବଳ ଏତିକି ନୁହେଁ, ମେ ୧୬ ତାରିଖରେ ଦେଶର ଜିଲ୍ଲା ମୁଖ୍ୟାଳୟରେ ଏକ ଦିନିଆ ସତ୍ୟାଗ୍ରହ ଆୟୋଜନ କରିବାକୁ ମଧ୍ୟ ଦାବି କରାଯାଇଛି।

ଜନ୍ତର ମନ୍ତ୍ରରରେ ଗଣମାଧ୍ୟମକୁ ସମ୍ବୋଧିତ କରି ବିନେଶ ଫୋଗାଟ କହିଛନ୍ତି ଯେ, ଆମେ ଏଠାରେ ଧାରଣ ଉପରେ ବସିବାର ୨୨ ଦିନ ବିତିଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ବିଜେପିରୁ କେହି ଆମ ପାଖକୁ ଆସିନାହାଁନ୍ତି। କୌଣସି ମହିଳା ସାଂସଦ ମଧ୍ୟ ଆସି ନାହାଁନ୍ତି। ଯେଉଁମାନେ ବେଟି ବାଚାଓ, ବେଟି ପଢାଓ ସ୍ଲୋଗାନ ଦିଅନ୍ତି, ସେମାନେ ଏହି ଦୁଃଖରେ ଆମ ସହ ଯୋଗ ଦେଇ ନାହାଁନ୍ତି। ସୋମବାର ଦିନ ଆମେ ବିଜେପିର ମହିଳା ସାଂସଦମାନଙ୍କୁ ସାହାଯ୍ୟ ମାଗିବା ପାଇଁ ଏକ ଖୋଲା ଚିଠି ଲେଖିବୁ। ଆମର କୁସ୍ତିଯୋଦ୍ଧାମାନେ ଏହି ପତ୍ରକୁ ସେମାନଙ୍କ ଘରେ ପହଞ୍ଚାଇବେ।

କୁସ୍ତିଯୋଦ୍ଧା ଜନ୍ତର ମନ୍ତ୍ରର ବିଜେପି ମହିଳା ସାଂସଦ ସ୍ମୃତି ଇରାନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭାରେ ଗୋପାଳପୁର-ରାୟଗଡ଼ା ନୂଆ ରେଳ ଲାଇନ ସମ୍ପର୍କରେ ସୂଚନା ଦେଲେ ରେଳ ମନ୍ତ୍ରୀ

July 30, 2026

ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବେ ଟ୍ରମ୍ଫ?: ଚିନ୍ତା ବଢାଇଲା ଆମେରିକାର ନୂତନ ବିଲ୍

July 29, 2026

ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କ ଦ୍ଵାରା “ଆମ ରାଷ୍ଟ୍ରପତି: ଆମ ଗୌରବ” ପୁସ୍ତକ ଲୋକାର୍ପିତ

July 29, 2026

ଭୋପାଳରେ ଜେନ-ଜେଡ୍ ଚାଷୀଙ୍କ ପ୍ରତିବାଦ!: ମୁଖ୍ୟମନ୍ତ୍ରୀଙ୍କ ଗୃହ ଅଭିମୁଖେ ପଦଯାତ୍ରା

July 29, 2026
Latest News

ଚୟନକର୍ତ୍ତାଙ୍କ ଉପରେ ବର୍ଷିଲେ ଇରଫାନ ପଠାନ: ଟିମ୍ ଇଣ୍ଡିଆର ଚୟନ ଉପରେ ଉଠାଇଲେ ପ୍ରଶ୍ନ

July 30, 2026

ୱାଇଲ୍ଡ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ‘ବାଘ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଆୟୋଜିତ

July 30, 2026

ଲୋକସଭାରେ ଗୋପାଳପୁର-ରାୟଗଡ଼ା ନୂଆ ରେଳ ଲାଇନ ସମ୍ପର୍କରେ ସୂଚନା ଦେଲେ ରେଳ ମନ୍ତ୍ରୀ

July 30, 2026

ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ “କୃତ୍ରିମ ବୁଦ୍ଧିମତା ଉପରେ ଦକ୍ଷତା ବିକାଶ” କର୍ମଶାଳା

July 30, 2026

ଶ୍ରୀଲଙ୍କା ସିରିଜ ପୂର୍ବରୁ ଇଶାନ କିଷାନ ଅଧିନାୟକ ନିଯୁକ୍ତ: ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ବଡ଼ ଦାୟିତ୍ଵ

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.