Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନୂତନ ସଂସଦ ଭବନ ଆମ ସମସ୍ତଙ୍କ ମନରେ ଗର୍ବ ଏବଂ ନୂତନ ଆଶାର ସଂଚାର କରିବ: ପ୍ରଧାନମନ୍ତ୍ରୀ
ବିଶେଷ ଖବର

ନୂତନ ସଂସଦ ଭବନ ଆମ ସମସ୍ତଙ୍କ ମନରେ ଗର୍ବ ଏବଂ ନୂତନ ଆଶାର ସଂଚାର କରିବ: ପ୍ରଧାନମନ୍ତ୍ରୀ

May 28, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସଂସଦର ନୂତନ ଭବନ ଆମ ସମସ୍ତଙ୍କ ମନରେ ଗର୍ବ ଏବଂ ନୂତନ ଅଶାର ସଂଚାର କରିବ। ଶ୍ରୀ ମୋଦୀ ଫଳକକୁ ଉନ୍ମୋଚନ କରିବା ସହିତ ନୂତନ ସଂସଦ ଭବନକୁ ରାଷ୍ଟ୍ର ପାଇଁ ଉତ୍ସର୍ଗ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରି କହିଛନ୍ତି ଯେ, “ଆଜିର ଦିନଟି ଆମ ଦେଶବାସୀଙ୍କ ପାଇଁ ଏକ ସ୍ମରଣୀୟ ଦିନ ଅଟେ। ସଂସଦର ନୂତନ ଭବନ ଆମ ସମସ୍ତଙ୍କ ମନରେ ଗର୍ବ ଏବଂ ନୂତନ ଅଶାର ସଂଚାର କରିବ। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଏହି ଦିବ୍ୟ ତଥା ଚମତ୍କାର ଭବନ ଦେଶର ସଶକ୍ତିକରଣ ସହିତ ଜାତିର ସମୃଦ୍ଧତା ଏବଂ ଶକ୍ତି ପାଇଁ ନୂତନ ଗତି ଏବଂ ଶକ୍ତି ଦେବ।

“ଭାରତର ସଂସଦର ନୂତନ ଭବନ ଉଦଘାଟନ ହେବାପରେ ଆମର ହୃଦୟ ଓ ମନ ଗର୍ବ, ଆଶା ଏବଂ ପ୍ରତିଶୃତିରେ ପରିପୂର୍ଣ୍ଣ ହୋଇଛି। ଏହି ଭବ୍ୟ ସୌଧ ସଶକ୍ତିକରଣ ସ୍ୱପ୍ନକୁ ପ୍ରଜ୍ୱଳିତ କରି ତାହାକୁ ବାସ୍ତବରେ ପରିଣତ କରିବାର ଉତ୍ପତିସ୍ଥଳ ହେଉ। ଏହା ଆମ ମହାନ ରାଷ୍ଟ୍ରକୁ ପ୍ରଗତିର ନୂତନ ଶିଖରକୁ ନେଇଯାଉ।”

ନରେନ୍ଦ୍ର ମୋଦୀ ସଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

ସିସିଆଇରେ ନାବାଳିକା ଗର୍ଭବତୀ ଘଟଣା: ୨ ଗିରଫ, CWCର ତଦନ୍ତ ଜାରି

September 9, 2026

ଆଖୁ ଉତ୍ପାଦନରେ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ କରିବାକୁ ହେବ: ଉପମୁଖ୍ୟମନ୍ତ୍ରୀ

September 9, 2026

ନକଲି ପିଏମ୍‌ଓ ଅଫିସର ଗିରଫ

September 9, 2026

ଡେଡିକେଟେଡ୍ ଫ୍ରେଟ୍ କରିଡର ହେଉଛି ଦ୍ରୁତଗତିରେ ବିକଶିତ ଭାରତର ଜୀବନରେଖା: ପ୍ରଧାନମନ୍ତ୍ରୀ

September 9, 2026
Latest News

“ପଞ୍ଜାବରେ ସରକାର ଚଳାଉଛନ୍ତି ଡ୍ରଗ୍ସ ମାଫିଆ”: ମୁଖ୍ୟମନ୍ତ୍ରୀ ମାନଙ୍କୁ ଟାର୍ଗେଟ କଲେ ରାହୁଲ

September 9, 2026

ଚାବି କେଉଁଠି ରଖିଛନ୍ତି ଭୁଲିଗଲେ? ଚିନ୍ତା ନାହିଁ, ଜେମିନି କହିଦେବ! ଗୁଗୁଲ୍ ଆଣିଲା ନୂଆ AI ଫିଚର

September 9, 2026

ସିସିଆଇରେ ନାବାଳିକା ଗର୍ଭବତୀ ଘଟଣା: ୨ ଗିରଫ, CWCର ତଦନ୍ତ ଜାରି

September 9, 2026

ବେଆଇନ PG ଉପରେ ଲାଗିବ ଅଙ୍କୁଶ! ଜାଣନ୍ତୁ କ’ଣ କହୁଛି ନିୟମ

September 9, 2026

କର୍ଣ୍ଣାଟକରେ କଂଗ୍ରେସ ମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ: ୧୮ଟି ସ୍ଥାନରେ ଇଡି ର ଚଢାଉ

September 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.